Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-03-2022
Share:

By Village Missionary Movement

Saturday, 12-Mar-2022

ଆଜିର ବାକ୍ୟ (Oriya) 12-03-2022

ଆପଣଙ୍କୁ କଣ ଆବଶ୍ୟକ 

“କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।“ - ମାଥିଉ 6:33

ପବିତ୍ର ବାଇବଲ ଆମେ ପଡିବା ବେଳେ ପରମେଶ୍ୱର ଦୁଇ କଣ ବ୍ୟକ୍ତିଙ୍କୁ ପଚାରିଲେ, ତୁମ୍ଭଙ୍କୁ କଣ ଆବଶ୍ୟକ ? ସେମାନେ କହିବା ଉତ୍ତର, ପରମେଶ୍ୱରଙ୍କୁ ଅତି ପ୍ରେମରେ ଅଛି !ସେଥି ମଧ୍ୟରେ ପ୍ରଥମ ବ୍ୟକ୍ତି  ଶୋଲମନ !ଯେତେବେଳେ ଶୋଲମନ ରାଜା ହୋଇ ଥିଲାବେଳେ,  ତାଙ୍କ ବଳିଉତ୍ସର୍ଗକୁ  ପରମେଶ୍ୱର ଗ୍ରହଣ କରି, ତାଙ୍କୁ ସ୍ବପ୍ନ ଦ୍ଵାରା ପ୍ରତିକ୍ଷିତ ହୋଇ ପଚାରିଲା, ମୁଁ ତୁମକୁ କଣ ଦେବାକୁ ଇଚ୍ଛା, ତାହାକୁ ତୁମେ ମାଗ ? ସେ ଚାହିଁଲେ, ସମ୍ପତ୍ତି, ରାଜ ଉପଭୋଗ, ଅନ୍ୟ ରାଜ୍ୟ ଏପରି ସବୁ ଦରକାର ବୋଲି ମାଗି ଥାନ୍ତା !କିନ୍ତୁ ଶୋଲମନ ଭଲମନ୍ଦକୁ ଆଲୋଚନା କରି, ତୁମ୍ଭ ଜନତାକୁ ନ୍ୟାୟ ବିଚାର କରିବା ନିମନ୍ତେ, ମୋତେ ବିବେକର ହୃଦୟ ଦୟା କରନ୍ତୁ ବୋଲି ମାଗିଲା !ତାହା ପରମେଶ୍ୱରଙ୍କ ପ୍ରେମ ଯୋଗୁ ସେ ମାଗିଥିବା ବିବେକ ସହିତ ସମ୍ପତି ଏବଂ ବହୁମୂଲ୍ୟ ସମସ୍ତ ଦେଲେ !

ଦ୍ୱିତୀୟ ବ୍ୟକ୍ତି ଜଣକ ମୋଶା !ମୋଶା ଖନା ଥିଲେ !ସଦାପ୍ରଭୁ ପରମେଶ୍ୱର ତାଙ୍କ ସହ କଥା ହେବା ବେଳେ ସେ ତାଙ୍କ ସହ ଥିବା ଶାରୀରିକ  ଅଭାବ ଗୁଡିକ ପରିବର୍ତ୍ତନ ହେବା ଉଚିତ ବୋଲି ନାହିଁତ ଅନ୍ୟ ଜାଗତତିକ ଭୋଗବିଳାସ ଆବଶ୍ୟକ ବୋଲି ନ ମାଗି କହିଲା, ଦୟାପୂର୍ବକ ଆପଣଙ୍କର ମହିମା ମୋ ପ୍ରତିବର୍ତ୍ତୁ ବୋଲି ପରମେଶ୍ୱର ପ୍ରଶଂସା କରିବା ସଦୃଶ୍ୟ ଗୋଟିଏ ଅଭିଳାଷକୁ ମାଗିଲା !ସଦାପ୍ରଭୁ ତାହାର ଅଭିଳାଷ ଉତ୍ତମ ଦେଖି ସଙ୍ଗେ ସଙ୍ଗେ ମୋଶାକୁ ଦର୍ଶନ ଦ୍ଵାରା ପ୍ରତିକ୍ଷିତ ହେଲେ !ସେବେ ପର୍ଯ୍ୟନ୍ତ ହୋଇ ନ ଥିବା ଆଚର୍ଯ୍ୟ କାର୍ଯ୍ୟ ଏବଂ ମହାନ ମହାନ କାର୍ଯ୍ୟ କରିବା ନିମନ୍ତେ ତାଙ୍କୁ ବ୍ୟବହାର କଲେ !

ଏହା ଶ୍ରବଣ କରୁଥିବା ପ୍ରିୟ ପ୍ରଭୁଙ୍କର ସନ୍ତାନଗଣ, ଆଜି ଆମେ ନିଜକୁ ପରୀକ୍ଷା କରି ଦେଖିବା !ସଦାପ୍ରଭୁ ଯଦି ଆମ୍ଭ ନିକଟକୁ ଆସି ଏହି ପ୍ରଶ୍ନ ପଚାରିବା ବେଳେ ଆମ ଉତ୍ତର କେମିତି ଥିବ ? ପୃଥିବୀ ସମ୍ବନ୍ଧ ଆଶୀର୍ବାଦ ମୁଁ ଜାଣିନି ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରିୟ ହୋଇଥିବା ତାଙ୍କ ନାମ ମହିମା କରିବା ନିମନ୍ତେ ତାଙ୍କୁ ଆନନ୍ଦ ଦେବା ବିଷୟଗୁଡିକ ମାଗିବା !ପବିତ୍ର ବାଇବଲ କହୁଛି, ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ ।ସେଥିପାଇଁ ସର୍ବପ୍ରଥମେ ପରମେଶ୍ୱରଙ୍କ ରାଜ୍ୟକୁ ଅନ୍ୱେଷଣ କରିବା ତାହାଙ୍କୁ ଆନନ୍ଦ କରିବା !ଆମେନ୍ !
-    ଏସ.ପି. ଚାନ୍ଦାନାପାଣି 

ପ୍ରାର୍ଥନାର ଅଂଶ :-
ଆରାଧନା ତମ୍ବୁ ଯଥାଶୀଘ୍ର ନିର୍ମାଣ ନିମନ୍ତେ ଏବଂ ପରମେଶ୍ୱରଙ୍କ ମହିମା ନିମନ୍ତେ ପ୍ରତିଷ୍ଠା କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al