Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-02-2022 (God’s creation’s special)
Share:

By Village Missionary Movement

Monday, 28-Feb-2022

ଆଜିର ବାକ୍ୟ (Oriya) 28-02-2022 (God’s creation’s special)

ପକ୍ଷୀର ମଧ୍ୟ ଉପଯୋଗୀ ହୋଇପାରିବ 

“ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ ।“ - ଫିଲିପ୍ପୀୟ 2:4

ଆମେ ଏଲିୟ ପ୍ରବକ୍ତାଙ୍କୁ ଖାଦ୍ୟ ଯୋଗାଇବାକୁ ପଠା ଯାଇଥିବା କାଉ ଅଟୁ !ଦେଶରେ କେହି ଆମକୁ ପାରା ସଦୃଶ୍ୟ ଲାଳନ ପାଳନ କରି ପକ୍ଷୀ ସଦୃଶ୍ୟ ଆମକୁ ବଢ଼ାନ୍ତି ନାହିଁ !କାହିଁକିନା ଆମେ ଅତ୍ୟଧିକ ବର୍ଜ୍ୟଦ୍ରବ୍ୟକୁ ଇଚ୍ଛା ହେଉ !ଆମେ କଳା ବର୍ଣ୍ଣ ଅଟୁ !କିନ୍ତୁ ଦେଖିବାକୁ ସୁନ୍ଦର ଥିବୁ !ଆମର ଅଭ୍ୟାସ, ଆମେ ଖାଦ୍ୟ ଖାଇବା ବେଳେ ଆମର ସମସ୍ତଙ୍କୁ ଡାକି ଦୋଳଗତ ଭାବେ ଖାଇବୁ !ଆମ ଦୋଳରେ ଥିବା ଅନ୍ୟ ପକ୍ଷୀଛୁଆଁକୁ ଆମ ସନ୍ତାନ ସଦୃଶ୍ୟ ଦେଖିବୁ !ଆମ ନିଜର କେହି ମୃତ୍ୟୁ ହେଲେ ଆମେ ସମସ୍ତେ ଏକାଠି ଏକତା ହୋଇ ଦୁଃଖରେ ସଡ଼ି ଯିବୁ !ଏହିପରି ଅନେକ ପ୍ରକାରର ଉତ୍ତମ ଲକ୍ଷଣ ଆମ ଠାରେ ଅଛି !ଆମ ଉତ୍ତମ ବ୍ୟବହାର ଜାଣିଥିବା ପରମେଶ୍ୱର ଆମକୁ ତାଙ୍କ କାମରେ ବ୍ୟବହାର କଲେ !ଆମକୁ କିଛି ସ୍ୱାର୍ଥ ନାହିଁ ବୋଲି ଜାଣି ପାରିବା ପରମେଶ୍ୱର, ଆମେ ଭଲରେ ବଂଚିବା ଦ୍ଵାରା ଆମକୁ ତାଙ୍କ କାମରେ ବ୍ୟବହାର କରିଥିବେ ବୋଲି ଆମେ ଭାବୁଛୁ !ଆହାବ ନାମକ ଇଶ୍ରାଏଲ ରାଜାଙ୍କୁ ଗୁପ୍ତରେ ଲୁଚି ରହିଥିବା ଏଲିୟ ନାମକ ପରମେଶ୍ୱରଙ୍କର ପ୍ରବକ୍ତାଙ୍କୁ ସକାଳେ ଓ ସୂର୍ଯ୍ୟ ହସ୍ତ ହେବା ପୂର୍ବରୁ ଖାଦ୍ୟ ଯୋଗାଇବା ହିଁ ଆମର କାମ !ଗୋଟିଏ ଦିନ କି ଦୁଇ ଦିନ ନୁହେଁ ଅନେକ ମାସ ପର୍ଯ୍ୟନ୍ତ ଏହି କାମଟି କରି ସୁରୁଖୁରରେ କରି ଶେଷ କଲୁ !ଆମକୁ ଯେତେ ଭୋକ ହେଲେବି ଆମେ ସେହି ଖାଦ୍ୟକୁ ଆମେ  ଭୁଞ୍ଜନ କରିଲୁ ନାହିଁ !ସେଥିପାଇଁ ପରମେଶ୍ୱର ଆମ ନିମନ୍ତେ ଆମର ଉତ୍ତମ କାର୍ଯ୍ୟ ନିମନ୍ତେ ପବିତ୍ର ଗ୍ରନ୍ଥରେ ଲେଖି ରଖିଲେ !

ପ୍ରିୟବନ୍ଧୁ ଗଣ, ଆମକୁ ଦେଇଥିବା ଦାଇତ୍ୱରେ ନ୍ୟାୟ ରୂପେ ଅଛୁ, ଅର୍ଥାତ ତାହା ଆମ ଅଭ୍ୟାସର ସର୍ବଦା ଗୁରୁତ୍ୱ ଅଟେ !ଆମେ କେବଳ ଆମ ନିମନ୍ତେ ହିଁ ଆଲୋଚନା ନ କରି ଅନ୍ୟ ମାନଙ୍କ ନିମନ୍ତେ ମଧ୍ୟ ମନୋଯୋଗୀ ହେବୁ !ପ୍ରେରିତ ପାଉଲ ଫିଲିପିୟଙ୍କୁ ଲେଖିଥିବା ଦ୍ୱିତୀୟ ପାତ୍ର ଚାରି ଅଧ୍ୟାୟରେ 

ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ ବୋଲି କୁହାଯାଇଛି ତ !ଆମଠାରେ ଥିବା ଏହି ଉତ୍ତମ ଅଭ୍ୟାସ, ଏହା ଗୋଟିଏ ଦିନର ନୁହେଁ, ଏହା ଆମେ ପ୍ରତିଦିନ ପାଳନ କଲେ ହିଁ ଏହା ସାଧ୍ୟ ହେଲା !ପ୍ରିୟବନ୍ଧୁଗଣ ଆପଣ ମଧ୍ୟ ଆପଣଙ୍କର ନିଜର କାର୍ଯ୍ୟକୁ ନ ଚାହିଁ ଅନ୍ୟମାନଙ୍କ ନିମନ୍ତେ ଜୀବନଯାପନ କରନ୍ତୁ !ସେଥିରେ ମିଳିବା ଆନନ୍ଦ ହିଁ ମହାନ ଅଟେ !
-    ଶ୍ରୀମତୀ ଭୁବାନା ଧାନାବାଲାନ 

ପ୍ରାର୍ଥନାର ଅଂଶ :-
ଗେତସମନି କ୍ୟାମ୍ପସରେ ଆରମ୍ଭ କରିଥିବା ଡାକ୍ତରଖାନା ଏହି ନୂତନ ବର୍ଷରେ ବିସ୍ତାରିତ ହେବା ନିମନ୍ତେ ଏବଂ ଏଥି ନିମନ୍ତେ ସମର୍ପିତ ସେବକ ଆମ ସହ ମିଶି ସେବା କରିବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice