Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-02-2022 (God’s creation’s special)
Share:

By Village Missionary Movement

Saturday, 26-Feb-2022

ଆଜିର ବାକ୍ୟ (Oriya) 26-02-2022 (God’s creation’s special)

ବିଚାରକର୍ତ୍ତାଙ୍କ ରଥ 

“ତହିଁରେ ଶାମୁୟେଲ କହିଲେ, ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।“ - ପ୍ରଥମ ଶାମୁୟେଲ 15:22

ସାଧାରଣ ଭାବେ ଗାଁ ଉପରେ ବୁଲିବା, ଏଠାକୁ ସେଠାକୁ ଧାଇବା ଏପରି ଖୁସିରେ ରହିବା ଆମକୁ ବହୁତ  ଇଚ୍ଛା !ଆମର ବିଶେଷତ୍ୱ ହିଁ ବେକୱାର୍ଡକିକ !ଆମ ଅଜଣା ଲୋକ ଆମ ସମ୍ମୁଖକୁ ଆସିଲେ, ଆମେ ତାଙ୍କୁ ଲାତମାରି ଖସି ପଳାଉ !କିନ୍ତୁ ଆମ ଅଧିକାରୀଙ୍କୁ ଆମେ ଉତ୍ତମ ବିଶ୍ୱାସୀ ଅଟୁ !ପ୍ରତ୍ୟେକ ଭାବେ ଓଜନ ବୋହିବାକୁ ଆମ ଉପରେ ମଣିଷ ବସି ଯାତ୍ରା କରିବାକୁ ଆମେ ଅତ୍ୟଧିକ ଉପଯୋଗୀ ହେବୁ !ଦିନେ ମୋ ଜୀବନରେ ଆଚର୍ଯ୍ୟ ଏବଂ ଠିକ ସେହି ସମୟରେ ଭୟର ଅସଂପୂର୍ଣ୍ଣ ଏକ ଘଟଣା ଘଟିଲା !ମୁଁ ଜଣେ ଯୀହୂଦୀକୁ ବହନ କରି ଯିହୂଦାକୁ ଯାଉଅଛି !ଯିବା ପଥରେ ଗୋଟିଏ ସିଂହ ଦେଖା ଗଲା !ତାହା ଦେଖି ଥରିଗଲି !ତାହା ସେହି ବ୍ୟକ୍ତିକୁ ହତ୍ୟା କରିଦେଲା !କିନ୍ତୁ ମୋତେ କିଛି କଲା ନାହିଁ !ପୁନଃଛ ମୋ ନିକଟରେ ଠିଆ ହୋଇଛି !ତାପରେ ମୁଁ ଜାଣି ପାରିଲି, ମୁଁ ବୋହି ଆସୁଥିବା ସେହି ବ୍ୟକ୍ତି ଜଣକୁ, ପରମେଶ୍ୱର ତାଙ୍କୁ ଦେଇ ଥିବା ସେବାକୁ ଉତ୍ତମ ରୂପ ସମ୍ପୂର୍ଣ କରି ଫେରି ଆସୁଥିବା ବେଳେ, ଏହୋବାର ସ୍ୱରକୁ ଆଜ୍ଞା ନ କରି ମିଛର ଦୀର୍ଘ ଦର୍ଶନକୁ ବିଶ୍ୱାସ କରି, ପ୍ରଭୁଙ୍କର କଥାକୁ ଆଜ୍ଞା ନ କରି ଚାଲିଗଲା !ଏହା ହିଁ ତାର ମୃତ୍ୟୁର କାରଣ, ଏହା ମୁଁ ଜାଣି ପାରିଲି !

ପ୍ରିୟ ବନ୍ଧୁଗଣ ମୁଁ ପ୍ରଭୁଙ୍କର ଦାସକୁ ବୋହି ନେଉଥିବା ଗଧ ଅଟେ !ସେ ଏହୋବାଙ୍କ କଥାକୁ ନ ଶୁଣି ରାଜା ହୋଇଥିବା ଏରୋବାମକୁ ପ୍ରକାଶିତ କରିବା ବାସ୍ତବତା !କିନ୍ତୁ ମୃତ୍ୟୁର କାରଣ ଏହୋବାଙ୍କ କଥାକୁ ଆଜ୍ଞା ନ କରିବା !ମିଛ କଥାକୁ ବିଶ୍ୱାସ କରିବା !ଇଏ ପ୍ରଭୁଙ୍କର ବାକ୍ୟକୁ ଠିକରେ ପ୍ରକାଶିତ କଲା, ଉତ୍ତମ ରୂପେ ସେବା କଲା !କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ହରାଇଲା !ପ୍ରଭୁଙ୍କର କଥାକୁ ମନଯୋଗ କରିବାରେ ନିଖୋଜ ହୋଇଗଲା !ପ୍ରିୟ ବନ୍ଧୁଗଣ ଆପଣମାନେ ମଧ୍ୟ ବହୁତ ସେବା କରୁଥାଅ !ଏହୋବାଙ୍କ ବାକ୍ୟକୁ ଉତ୍ତମ ରୂପେ ପ୍ରସଙ୍ଗ କରି ପାର !କିନ୍ତୁ ଜୀବନରେ ଅଭ୍ୟାସ କରିବା ଅନେକ ଗୁରୁତ୍ୱ !ସେଥିରେ ତୁମେ ପଛକୁ ଫେରିଲେ ସର୍ବଦା ବାଧା ହେଉଥିବା ବ୍ୟକ୍ତି ଭାବେ ବଦଳି ପାର !ଅତ୍ୟଧିକ ଜାଗ୍ରତରେ ରୁହନ୍ତୁ !କିଛି ତୁମ ସହ କହିବାକୁ ଇଚ୍ଛା ଲାଗିଲା !ସେଥିପାଇଁ କହି ଦେଲି !
-    କେ. ବିଞ୍ଜାମିନ୍ 

ପ୍ରାର୍ଥନାର ଅଂଶ :-
ତାମିଲନାଡୁରେ ଚର୍ଚ୍ଚ ନ ଥିବା ହଜାର ଗ୍ରାମରେ ଚର୍ଚ୍ଚ ନିର୍ମାଣ ନିମନ୍ତେ କରୁଥିବା ଚେଷ୍ଟାରେ ପ୍ରଭୁଙ୍କର ହସ୍ତ ସହଯୋଗ ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al