By Village Missionary Movement
Tuesday, 22-Feb-2022ଆଜିର ବାକ୍ୟ (Oriya) 22-02-2022 (God’s creation’s special)
ମୁକ୍ତ
“ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟ ବିଚାର କରନ୍ତି; ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି; ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି।“ - ଗୀତସଂହିତା 146:7
ମୋତେ ନ ଜାଣିବା ବ୍ୟକ୍ତି କେହି ନାହିଁ ବୋଲି କହି ପାରିବା !ଅନ୍ୟକୁ ଗାଳି ଗୁଲୁଜ କରିବାକୁ ଅଥବା ଅଧିକ ଓଜନ ବହନ କରିବାକୁ, ପ୍ରଶଂସା କରିବାକୁ ମୋର ନାମ କହିବାକୁ ରହନ୍ତି !ମୁଁ ସେ ସ୍ଥାୟୀରେ ନାମ କମାଇଛି !ପବିତ୍ର ଗ୍ରନ୍ଥରେ ମୋ ବିଷୟରେ ଲେଖା ଯାଇଥିବା ପଢି ଦେଖ !ମୁଁ ବହୁ ବର୍ଷ ହେବ ଗୋଟିଏ ଗ୍ରାମର ଘରେ ବନ୍ଦୀ ହୋଇ ଥିଲି !ମୁଁ ମଧ୍ୟ ସ୍ୱାଧୀନତା ଭାବେ ଜୀବନଯାପନ କରିବାକୁ ଆଶା କଲି !ଲୋକଙ୍କୁ ଉପକାର କରିବାକୁ ଆଶା କଲି !କିନ୍ତୁ ମୋତେ ମୁକ୍ତ କରିବା ଲୋକ କିଏ ବୋଲି ଚିନ୍ତା କଲି !ସେହି ସମୟରେ ଯୀଶୁଙ୍କର ବିଷୟରେ ଶୁଣିବାକୁ ପାଇଲି !ସେ ଲୋକକୁ ଉପକାର କରିବା ଲୋକ ପାପରୁ, ଅଭିଶାପରୁ, ବ୍ୟାଧିରୁ ମୁକ୍ତି କରିବା ଲୋକ !ଲୋକଙ୍କ ପ୍ରତି ବିଚଳିତ ହୋଇ ଅଦଦ୍ଭୁତ କରୁଥାଏ !ମୃତ୍ୟୁମାନଙ୍କୁ ଜୀବନ ଦେଉଥାଏ ବୋଲି ଅନେକ ପ୍ରକାର ଲୋକମାନେ କହିବା ମୁଁ ଶୁଣିଲି !ସଙ୍ଗେ ସଙ୍ଗେ ମୁଁ ମୋତେ ସାହାଯ୍ୟ କରିବ ନାହିଁକି ? କଣ ମୁଁ ତୁମକୁ ଦେଖି ପାରିବି କି ? ଏହା ଭାବି ଆଶାରେ ଗଭୀର ହୃଦୟରୁ ମାଗିଲି !କିନ୍ତୁ ମୁଁ ତାହାଙ୍କୁ ଖୋଜି ଖୋଜି ଯାଇ ପାରିବି ନାହିଁ !କେତେ ଆଚର୍ଯ୍ୟ !ମୁଁ ରହିଥିବା ସ୍ଥାନକୁ ସେ ମୋତେ ଖୋଜି ଖୋଜି ଆସିଲେ !ସେହି ମଣିଷମାନଙ୍କୁ ପଠାଇ, ତୁମ୍ଭ ସମୁଖରେ ଥିବା ଗ୍ରାମଗୁଡିକୁ ଯାଅ, ସେଠାରେ ବନ୍ଦନ ହୋଇଥିବା ଗୋଟିଏ ଗଧ ଛୁଆଁ ଦେଖାଯିବ !ତାହାକୁ ଫିଟାଇ ଆଣ !ଯଦି କିଏ ତୁମକୁ ପଚାରନ୍ତି, କାହିଁକି ତୁମେ ଏପରି କରୁଛ ? ତେବେ ତୁମେ କୁହ, ତାହା ଯୀଶୁଙ୍କ ଆବଶ୍ୟକ !ଏହା ଶୁଣିବା କ୍ଷଣି ମୋ ଠାରେ ଫୁଟିଥିବା ଆନନ୍ଦର ସୀମା ନାହିଁ !ମଣିଷମାନଙ୍କ ଓଜନ ବହନ କରୁଥିବା ମୋ ଜୀବନ ଶେଷ ହୋଇ ଯିବ ବୋଲି ଭାବୁଥିଲି !କିନ୍ତୁ ପୃଥିବୀରେ ଥିବା ପ୍ରତି ମଣିଷରମାନଙ୍କ ପାପକୁ ବହନ କରି ପରିଷ୍କାର କରୁଥିବା ଯୀଶୁ ଖ୍ରୀଷ୍ଟଙ୍କୁ ବହନ କରିବାକୁ ମୋତେ ମନୋନୀତ କରିଛନ୍ତି, ଏହି ବିଷୟ ମୁଁ ଜାଣିବା କ୍ଷଣି ମୋତେ ଏତେ ଆନନ୍ଦ ଦେଲା !ଆଜି ଏହି ପୃଥିବୀକୁ ଏକ ଆଶୀର୍ବାଦରେ ପରିବର୍ତ୍ତନ କଲେ, ଏହି ବାର୍ତ୍ତା ଆଉଅଧିକ ଆଶୀର୍ବାଦ ହେଲା !ଠିକଣା ବିହୀନ ଗୋଟିଏ ସ୍ଥାନରେ ବନ୍ଦନ କରାଯାଇଥିବା ମୋ ବିଷୟରେ ଆଜି ସମସ୍ତେ କଥପତନ ହେବା ସ୍ଥାୟୀକୁ ପ୍ରଭୁଯୀଶୁ ମୋତେ ପରିବର୍ତ୍ତନ କଲେ !
ପ୍ରଭୁଙ୍କର ସନ୍ତାନଗଣ, ଅନ୍ୟମାନଙ୍କୁ ଆଶୀର୍ବାଦ ହୋଇ ଥିବା ଆପଣମାନେ ଯେକୌଣସି ଗୋଟିଏ ବିଷୟରେ ବନ୍ଦନ ହୋଇଥାଇ ପାର !ତାହା ପାପ, ବ୍ୟାଧି, ଋଣଗ୍ରସ୍ତ, ଯାହାବି ହୋଇଥାଇ ପାରେ !ଭୟ କର ନାହିଁ !ଆପଣ ଥିବା ସ୍ଥାନରେ ଯୀଶୁବାପା ମୋତେ ସାହାଯ୍ୟ କର, କହିଲେ ଯଥେଷ୍ଟ !ସେ ଆପଣଙ୍କୁ ଖୋଜି ଆସି ଆପଣଙ୍କୁ ମୁକ୍ତ କରି, ଏହି ପୃଥିବୀରେ ଆଶୀର୍ବାଦରେ ପରିବର୍ତ୍ତନ କରି, ଖୁସିର ଜୀବନ ଅନୁଗ୍ରହ କରିବେ !ଆମେନ୍ !
- ଏସ. ପି. ଚାନ୍ଦନା ପାଣି
ପ୍ରାର୍ଥନାର ଅଂଶ :-
ପ୍ରତି ସୋମବାର ହେଉଥିବା ସେବା ଦ୍ଵାରା ପୁନଃ ସଂଯୋଗ ହେଉଥିବା ଆତ୍ମା ଗୁଡିକ ଆଉ ଅତ୍ୟଧିକ ବଢିବା ନିମନ୍ତେ ପ୍ରାର୍ଥନା କରିବା !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.