Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-02-2022 (God’s creation’s special)
Share:

By Village Missionary Movement

Sunday, 20-Feb-2022

ଆଜିର ବାକ୍ୟ (Oriya) 21-02-2022 (God’s creation’s special)

ସ୍ୱଚ୍ଛତା 

“କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ ।“ - ଯୋହନ 4:14

ଶରୀରକୁ ସୁଧ କରିବାକୁ, ଶରୀରର ଆରୋଗ୍ୟ ନିମନ୍ତେ ମୁଁ ବହୁତ ଉପଯୋଗୀ ହେବି !ଗୋଟିଏ ଦିନକୁ ଦୁଇରୁତିନି ଲିଟର ପିଇବା ବେଳେ ଶରୀରରେ ପ୍ରଭାହିତ ରକ୍ତ ସୁଧ ହୋଇ ମୁତ୍ର ବାହାରକୁ ଆସିପାରିବ !ଆପଣ ଗୋଟିଏ ଦିନ ଆହାର ନ ଖାଇ ରହିପାର, କିନ୍ତୁ ଗୋଟିଏ ଦିନ ସାରା ପାଣି ନ ପିଇ ରହିପାରିବ ନାହିଁ !ଯଦି ମୁ ଆପଣଙ୍କୁ ନ ମିଳେ, ତୁମେ ଶୋଷକୁ ବିକଳ ହୋଇ ଯିବତ !ଜିଭ ବାହାରକୁ ଆସିଯାଇ ସବୁ ଶରୀର ହାଲିଆ ହୋଇ ଯିବତ !ଏପରି ଅବସ୍ଥାରେ, ତୁମ୍ଭ ମୁଖରୁ କୁହାଯିବା ବାର୍ତ୍ତା କଣ ହୋଇଥିବ ? ମୋତେ ଶୋଷ ହେଉଛି,  ଏହାତ !ଏହା ଶାରୀରିକ ବ୍ୟବସ୍ଥା !ପବିତ୍ର ଗ୍ରନ୍ଥରେ ଶମିରୋଣିୟା ସ୍ତ୍ରୀ ବିଷୟରେ ଜାଣିଥିବ !ସେ କୂଅ ନିକଟକୁ ଆସୁଛି ! ସେଇ ସମୟରେ ସେହି ରାସ୍ତା ଦେଇ ଆସୁଥିବା ଯୀଶୁ ମଧ୍ୟ ସେଠାରେ ଥାନ୍ତି !ସେ ମୋତେ ବହୁତ ଶୋଷ ହେଉଛି !ମୋତେ ପିଇବାକୁ ପାଣି ଦିଅ ବୋଲି ସେ ସ୍ତ୍ରୀକୁ ପାଣି ମାଗିଲା !ଯୀଶୁ ଜଣେ ଯିହୂଦୀ, ସାଧାରଣ ଭାବେ ଯିହୂଦୀମାନେ ଶମିରୋଣମାନଙ୍କ ସହ ସମ୍ପର୍କ ରଖନ୍ତି ନାହିଁ !କିନ୍ତୁ ସେ ତାହାକୁ ଅତିକ୍ରମ କରି ତାଙ୍କ ନିକଟରେ ପିଇବାକୁ ପାଣି ଦିଅ ବୋଲି ମାଗୁଛି !କିନ୍ତୁ ଯୀଶୁ ହିଁ ଜୀବନ୍ତ ଜଳ ହୋଇଛନ୍ତି !ହେଲେ କଣ ପାଇଁ ତାଙ୍କ ନିକଟରେ ପିଇବାକୁ ପାଣି ଦିଅ ବୋଲି ମାଗୁଛନ୍ତି ? କିଛି ଗୋଟିଏ ଯୋଜନା ଯୀଶୁଙ୍କ ଠାରେ ଥିବା ମୁଁ ଜାଣି ପାରିଲି !ତାଙ୍କ ଆତ୍ମାରେ ଶୋଷ ହୋଇ ଥାଇ ପାରେ !ଏହି କୂଅରେ ପାଣି ପିଉଥିବା ବ୍ୟକ୍ତି ଆଉ ଥରେ ଶୋଷ ହୁଏ, କିନ୍ତୁ ମୁଁ ଦେଉଥିବା ଜଳ ପାନ କରେ, ସେ ପୁନର୍ବାର ତୃଷିତ ହେବ ନାହିଁ  !ମୁଁ ଆଚର୍ଯ୍ୟ ଭାବେ ଅନାଇଲି !ତାଙ୍କ ନିକଟରେ ଜଣେ ବ୍ୟକ୍ତିଗତ ଭାବେ ସେବାକାର୍ଯ୍ୟ କରି ତାଙ୍କ ଦ୍ଵାରା ଏକ ଗ୍ରାମକୁ ପାଇଲା !ଏହି ଶମିରୋଣିୟ ସ୍ତ୍ରୀଙ୍କ ଠାରେ ଶୋଷ କରାଇଲେ !ଦେଖନ୍ତୁ, ତାଙ୍କ କୂଅରୁ ପାଣି କାଢ଼ିବାକୁ ଭୁଲି ଯାଇ ଗାଁ ନିକଟକୁ ଧାଇଁ ଯାଇ ଘଟିଥିବା ଘଟଣାକୁ ଜଣାଇଲା !ଏହା ଆମେ ଦେଖୁଛୁ !

ପ୍ରିୟ ପ୍ରଭୁଙ୍କର ସନ୍ତାନଗଣ,ମୁଁ ଯାହା କହୁଛି ତାହା ଦୟା କରି ଧ୍ୟାନ କରନ୍ତୁ !ଯୀଶୁଙ୍କ ଠାରେ ଥିବା ଆତ୍ମାର ଶୋଷ, ଆଜି ପ୍ରତ୍ୟେକ ଜଣକୁ ଆସିବା ଉଚିତ !ସେ ସବୁବେଳେ ପିତାଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଅଛନ୍ତି !ସେହି ଶମିରୋଣି ସ୍ତ୍ରୀ ତାର ପରିସ୍ଥିତିକୁ ସ୍ୱୀକାର   କରି ମନ ପରିବର୍ତ୍ତନ କଲା !ତାଙ୍କ ଠାରେ ଜୀବନ୍ତ ଜଳ ପ୍ରଭାହିତ ହେବା ସଙ୍ଗେ ସଙ୍ଗେ, ସେହି ଗ୍ରାମର ସମସ୍ତଙ୍କୁ ସେ ଜଣେ  ଆଶୀର୍ବାଦରେ ବଦଳିଲା !ମୁଁ ସାଧାରଣ ପାଣି ଭାବେ ମନୁଷ୍ୟର ଶରୀରକ ଶୋଷକୁ ମେଣ୍ଟାଇ ପାରିବି, କେବଳ ସେତିକି !ପ୍ରତ୍ୟେକ ମନୁଷ୍ୟ ଜୀବନ୍ତ ଜଳ ଯୀଶୁଖ୍ରୀଷ୍ଟକୁ ଅନୁଧ୍ୟାନ କରି, ତାଙ୍କ ଠାରେ ଥିବା ଶୋଷ ଛାଡିବା ସଦୃଶ୍ୟ ତୁମ୍ଭେ ପରିଶ୍ରମ କର ବୋଲି କହୁଛି !ଯୀଶୁଙ୍କୁ ଦେଖିଥିବା ଶମିରୋଣି ସ୍ତ୍ରୀର ପରିବର୍ତ୍ତନ ଦେଖିବା ବେଳେ ଏହା ହିଁ ମୋର ଶୋଷରେ ବଦଳିଲା !କିନ୍ତୁ ଜୀବନ୍ତ ଜଳ ହୋଇଥିବା ଯୀଶୁ ହିଁ ଆପଣଙ୍କ ଶୋଷକୁ ପୂର୍ଣ୍ଣ କରିପାରିବେ !ହାଲେଲୁୟା !
-    ଶ୍ରୀମତୀ ସାରୋଜା ମୋହନ ଦାସ 

ପ୍ରାର୍ଥନାର ଅଂଶ :-
ଷାଠିଏ ଜଣ ମିଶିନାରୀଙ୍କୁ ସାହାଯ୍ୟକାରୀ ଭାବେ ମିଶିନାରୀର ଭାଗିଦାର ପାଇଁ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice