Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-01-2021
Share:

By Village Missionary Movement

Monday, 18-Jan-2021

ଆଜିର ବାକ୍ୟ (Oriya) 18-01-2021

ଗୋପନତା ଫୂର୍ତ୍ତି ଅଟେ 

“କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର କବାଟ ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।“ - ମାଥିଉ 6:6

ଅଶୋକଙ୍କର ଘରର ସମସ୍ତେ ତର ତର କାମକୁ ବାହାରୁ ଥାନ୍ତି !ମାତ୍ର ଅଶୋକ ତାଙ୍କର ମୋବାଇଲର ଚାର୍ଜ ନ କମିବାର ଦେଖି ରହିଥାଏ !ବାପା ତାକୁ କହିଲେ, ରେ ଅଶୋକ ଦାଇତ୍ୱବାନ ହୋଇ ରହ, ବୃଥାରେ ସମୟକୁ ନଷ୍ଟ  କରୁ ନା !ଏଥର ହେଲେ ଆଇ. ଏ. ଏସ. ପରୀକ୍ଷାରେ ପାସ ହେବାକୁ ଚେଷ୍ଟା କର କହି ତାହାର କାମକୁ ବାପା ଚାଲିଗଲା !ହେଲେ ଅଶୋକ ଗୋପନରେ ସବୁବେଳେ ମୋବାଇଲରେ ଅନ୍ୟମାନଙ୍କର ୱାଟ୍ସଅପ, ଫେସବୁକ, ୟୁଟ୍ୟୁର ଅପଡେଟ ଦେଖି ସମୟକୁ ବୃଥାରେ କଟାଏ !ସମୟ ବିତିଯାଉଥିବା ଜାଣି ନ ପାରି ବୃଥା କାର୍ଯ୍ୟଗୁଡିକ କରି ଅଶୋକ ତାଙ୍କର ସମୟକୁ ବିତାଇ ଦେଉଥାଏ !ବିଦ୍ୟାଳୟରେ ଉତ୍ତମ ରୂପେ ବୁଦ୍ଧିବାନ ହୋଇ ପଢି ମଧ୍ୟ ସେ ଆଇ. ଏ. ଏସ. ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିଲିନି !ଘରର ଦାଇତ୍ୱ, ଦେଶର ଦାଇତ୍ୱ ସବୁ ଭୁଲିଗଲା !ତାଂକୁ ମିଳିଥିବା ଗୋପନ ସମୟକୁ ଉଚ୍ଚାହ ଦେଖାଇବା ସମୟରେ ଉଚ୍ଚାହତା ନ ରହି 
ମନ୍ଦ କାର୍ଯ୍ୟରେ ତାଙ୍କର ସମୟ ବିତାଇ ଦେଲା !

ଦାଉଦ ରାଜା ଦିନେ ଏକଲା  ଭବନ ଉପରେ ଭ୍ରମଣ କରୁଥିବା ବେଳେ ପାପରେ ପଢିଗଲା !ଖୋଲା ଭାବରେ ଦାଉଦ ପରମେଶ୍ୱରଙ୍କର ସ୍ତୁତି କରି ରାଜା ଭାବରେ  ଅଭିଷେକ ପାଇଲା !ସେହି ଦାଉଦ ଗୋପନରେ ପରମେଶ୍ୱରଙ୍କୁ ନ ଚାହିଁ ଚାରି ପଟେ ଭ୍ରମଣ  କରି ଦେଖି ପାପରେ ପଢିଗଲା !ସାମସନ ଗୋପନରେ ଗୋଟିଏ ସ୍ତ୍ରୀ ସହିତ ଧରା ପଢିଥିଲେ !ଏହିପରି ଆମେ କ୍ରମଶଃ ପାପରେ ଛନ୍ଦୀ ହୋଇ ମୋବାଇଲ ଦେଖି ଗୋଟିଏ ମାୟା ଜଗତର ଦାସତ୍ଵ ହୋଇ ଯାଉଅଛୁ !କେଉଁଠି କି ଯାହା ଆଖିକୁ ଦେଖା ଯାଉ ନ ଥିବା ସ୍ଥାନରେ ସୃଷ୍ଟି ହେଉଥିବା ମାୟା ଦୃଶ୍ୟକୁ ଆମେ ଦାଶତ୍ଵ ହୋଇ ଯାଉଅଛୁ !ମାତ୍ର ଯୋଶେଫ ଗୋପନରେ ଦେଖାଇ ଥିବା ପୌରଷକୁ ତାହାଙ୍କୁ ଏକ ମହାନ ବିଜୟୀ ପଥରେ ଚଲାଇ ନେଲା !

ମୋର ସ୍ନେହଅଭିଳାଷ ଗଣ,  ଆପଣଙ୍କ ଗୋପନର ଚି଼ହ୍ନ ଦଶ ସଂଖ୍ୟା ବିଶିଷ୍ଟ  ଏକ ସେଲ ଫୋନରେ ବଦଳିବାକୁ ହେବ ନାହିଁ !ଗୋପନରେ ଆମେ ପରମେଶ୍ୱରଙ୍କର ସମୁଖକୁ ଚାହିଁ ପ୍ରାର୍ଥନା କରିବାକୁ ଅଭ୍ୟାସ କରିବା !ଯୀଶୁ ଖ୍ରୀଷ୍ଟ କହିବା ପରି ଆନ୍ତରିକ ଭାବେ ପିତାଙ୍କର ସମୁଖର ଗୋପନରେ ମୋବାଇଲ ଫୋନକୁ ଛାଡି ଦେଇ ପିତାଙ୍କ ସମୁଖରେ ପ୍ରାର୍ଥନା କରନ୍ତୁ !ଆପଣଙ୍କ ଦାଇତ୍ୱ ଆପଣ ବୁଝି ପାରିବେ !ଆପଣଙ୍କର ଗୁପ୍ତ ଜୀବନ ପରମେଶ୍ୱରଙ୍କର ନିକଟରେ ସମର୍ପଣ କର !ପରମେଶ୍ୱରଙ୍କର ବିନା ଗୋପନର ଜୀବନ ଆପଣଙ୍କ ହୃଦୟ ପାପରେ ପଢି ଯିବ  !ଆମର ଏକାକୀ ସମୟ ପରମେଶ୍ୱରଙ୍କର ଠାରେ ବିତାଇବାକୁ ସ୍ଥିର କଲେ ତେବେ ଅମର ଗୋପନତା ଫୁର୍ତ୍ତି ହୁଏ !ତେଣୁ ଆଜି ହିଁ ନିର୍ଣ୍ଣୟ ନେବା !ଗୋପନରେ ପରମେଶ୍ୱରଙ୍କର ଠାରେ ରହିବାକୁ ଆଶା କରିବା !
-    ଭାଇ   ଟି. ସାଙ୍କାର ରାଜନ 

ପ୍ରାର୍ଥନା କରନ୍ତୁ :-ଆମର ସେବାରେ ନୂତନ ଭାବରେ ମିଶି ଥିବା ନୂତନ ସେବକଗଣ ଦର୍ଶନ ସହିତ ମିଶି ସେବା କରିବା ନିମନ୍ତେ l

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al