By Village Missionary Movement
Friday, 11-Feb-2022ଆଜିର ବାକ୍ୟ (Oriya) 11-02-2022 (God’s creation’s special)
ଜୀବନ ରକ୍ଷାକାରୀ ସିନ୍ଦୁକ
"...ଯେ ଜ୍ଞାନବାନ, ସେ ଅନ୍ୟମାନଙ୍କର ଆତ୍ମା ଲାଭ କରେ।“ - ହିତୋପଦେଶ 11:30
ଆପଣମାନେ ସମସ୍ତଙ୍କୁ ମୋଶାଙ୍କ ବିଷୟରେ ଅତି ଭଲ ଭାବେ ଜଣା !ମୋଶାଙ୍କ ଜୀବନ ରକ୍ଷା କରିବାକୁ ମୁଁ ମୁଖ୍ୟ ଭୂମିକା ନେଇଥିଲି !ତାହା ଆଜ୍ଞା, ମୁଁ ଜଳ ସିନ୍ଦୁକ କଥା ହେଉଛି !ଲକ୍ଷଲକ୍ଷ ଇଶ୍ରାଏଲ ଜନତାଙ୍କୁ କଢାଇ ନେଉଥିବା ଜଣେ ଅଧିପତିଙ୍କୁ ମୁଁ ସୁରକ୍ଷିତରେ ଆଣୁଛି ବୋଲି ମୁଁ ଜାଣି ନାହିଁ !କେତେ ଜଣ ଛୋଟ ପିଲାମାନେ ମୃତ୍ୟୁବରଣ କରି, ସେହି ନଦୀରେ ଭାସି ଯାଉଥିବା ବେଳେ ମୁଁ ଫାରୋଙ୍କ କନ୍ୟାର ଆଖିରେ ପଡିଲି !ତାପରେ ଘଟିଥିବା ଘଟଣା ବିଷୟରେ ଆପଣ ଜାଣିଛନ୍ତି !ମୋତେ କାହିଁକିନା ମୁଁ ବଢିବା ବିଧାନ, ଆପଣଙ୍କ ଆତ୍ମୀୟ ବୃଦ୍ଧି ଯଥେଷ୍ଟ ନୁହେଁ ଲାଗୁଛି !ତାହା କଣ କହିବି ଶୁଣିବ କି ?
ବୃକ୍ଷ ଭାବେ ମୁଁ ବୃଦ୍ଧି ହୋଇଥିବା ମୋତେ କାଦୁଅରୁ କାଡ଼ନ୍ତି !କାଦୁଅରୁ ଚେର ଅଲଗା କରନ୍ତି !ଆପଣଙ୍କ ଜୀବନ ମଧ୍ୟ ପ୍ରଥମେ ପାପର କାଦୁଅରେ ଅଳିଆ ଗଦାରେ ଅଛି !ସେଠାରୁ କାଟି କାଡ଼ି ଅଲଗା କରାଯାଇଥିବା ଜୀବନରେ ବଞ୍ଚିବାକୁ ଆରମ୍ଭ କରିବା ଉଚିତ !ତାପରେ ମୋତେ ସୂର୍ଯ୍ୟ କିରଣରେ ଶୁଖାଇବେ !ସେହି ପ୍ରକାରେ ନ୍ୟାୟବନ୍ତ ସୂର୍ଯ୍ୟ କିରଣର ଆଲୋକରେ ଆପଣଙ୍କ ଜନ୍ମର ସ୍ଵଭାଵ ସବୁ ପରିବର୍ତ୍ତନ ହେବା ଉଚିତ !ଏପରି ଶୁଖିଲା କାଠରେ ମୋର ସିନ୍ଦୁକ କରିବେ !ମୁଁ ସଫୋକଟେଡ଼ ହୋଇଯିବି !ମୋ ଉପରେ ପାଣି ପକାଇ ପରିପକ୍ୱତା କରିବା ଉଚିତ !ସେହି ସମାନ ପବିତ୍ର ଆତ୍ମାର ଅଭିଷେକ ପାଇ ବାକ୍ୟ ଦ୍ଵାରା ପରିପକ୍ୱତା ହେବା ଉଚିତ !ସିନ୍ଦୁକ ଭାବେ ପ୍ରସ୍ତୁତ ହୋଇଥିବା ମୋଠାରେ ଛୋଟ ଛୋଟ ଶୂନ୍ୟସ୍ଥାନକୁ ଛିଟିକା ମାଟିରେ ଘୋଡେଇଲେ !ସେଥିପାଇଁ ଗୋଟିଏ ବିନ୍ଦୁ ପାଣି ଭିତରକୁ ନ ଯାଇ ମୋଶାଙ୍କ ଜୀବନକୁ ରକ୍ଷା କରିପାରିଲି !କିଳା ଓ ଚିକିଟା ମାଟି ସିନ୍ଦୁକ ଭାସିବାକୁ ଯେତେ ଭୂମିକା କି ତଦ୍ରୁପ ଆପଣମାନେ ମଧ୍ୟ ପ୍ରଭୁଙ୍କର ପ୍ରେମ ଦ୍ଵାରା ଘୋଡେଇ ହୋଇ ତାହାଙ୍କ କୃପାରେ ପୂର୍ଣ୍ଣ ହୋଇ ରହିବା ଅନେକ ଅନେକ ଗୁରୁତ୍ୱ !ସେତେବେଳେ ହିଁ ଆମ୍ଭେମାନେ ଚୁକ୍ତି କରିଥିବା ଆତ୍ମାକୁ ଜାଗ୍ରତରେ ସ୍ୱର୍ଗ ରାଜ୍ୟରେ ପହଞ୍ଚାଇ ପାରିବା !ଠିକ ଅଛି ତ !
ହଁ ପ୍ରିୟ ବନ୍ଧୁଗଣ, ଜଳସିନ୍ଦୁକ ଠିକ କହିଛି ତ !ଆମ୍ଭେ ଏତେ ପ୍ରଣାଳୀ ଅତିକ୍ରମ କଲେ ହିଁ ବିନାଶ ଆତ୍ମାଗୁଡିକ ଉଦ୍ଧାର କରି, ଆତ୍ମା ଜମା କରିପାରିବା !ଆଜି ଅନେକ ଲୋକ ବ୍ୟାଧି ଦ୍ଵାରା କଠିନ ରୋଗ ଦ୍ଵାରା, ହତ୍ୟା ଦ୍ଵାରା ପ୍ରଭୁଙ୍କୁ ଜାଣି ନ ପାରି ନର୍କକୁ ଚାଲି ଯାଉଛନ୍ତି !ଏହି ବର୍ଷ ପ୍ରଭୁ ଯୀଶୁଙ୍କୁ ଜାଣି ନ ପାରି ପାପର ଦାସତ୍ୱ ହୋଇ ଜୀବନଯାପନ କରୁଥିବା ଲୋକଙ୍କୁ ପ୍ରଭୁଙ୍କର ନିକଟକୁ ନେଇ ତାହାଙ୍କ ଠାରେ ପହଂଚାଇବା ଜମାକାରୀ ସଦୃଶ୍ୟ ଚାଲିବାକୁ ସମର୍ପିତ ହେବ କି ?
- ଭାଇ. ଯୋହନ ଜୟରାଜ
ପ୍ରାର୍ଥନାର ଅଂଶ :-
ଅଫିସ କାର୍ଯ୍ୟରେ ବିନିଯୋଗ କରୁଥିବା କମ୍ପୁଟର ଲେପଟପ ଏବଂ ଛାପା ମିସିନ ଗୁଡିକ ଉତ୍ତମ ରୂପେ ବିନିଯୋଗ ହେବା ନିମନ୍ତେ ପ୍ରାର୍ଥନା କରିବା
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.