By Village Missionary Movement
Thursday, 10-Feb-2022ଆଜିର ବାକ୍ୟ (Oriya) 10-02-2022 (God’s creation’s special)
ସମୁଦ୍ରର ଡାକ
“ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ, ଚୁପ୍ କର୍ । ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା ।“ - ମାର୍କ 4:39
ସଦାପ୍ରଭୁଙ୍କର ସୃଷ୍ଟିରେ ମୁଁ ଆଚର୍ଯ୍ୟ ଅଟେ !ମୋର ଉଚତା, ଗଭୀର, ଲମ୍ବା, ଓସାର କେହି ମାପ କରିପାରିବ ନାହିଁ !ମୋଠାରେ ଅନେକ ପ୍ରକାରର ଜୀବରାଶି ବଞ୍ଚୁଛନ୍ତି !ମୋର ବିଶ୍ରାମ ନାହିଁ !ତରଙ୍ଗ ତରଙ୍ଗ ହୋଇ ପବନରେ ମିଶି ଚିତ୍କାର କରୁଥିବୁ !ମୋତେ କେହି ହତରେ ରଖି ପାରିବେ ନାହିଁ !ମୋର ଆନନ୍ଦକୁ ବାହାରୁ ଦେଖି ଅନେକ ଆଚର୍ଯ୍ୟ ହୁଅନ୍ତି !ଦିନେ ମୋ ଉପର ଦେଇ ଯାଉଥିବା ଡ଼ଙ୍ଗାରେ ଯୀଶୁବାପା ତାଙ୍କ ଶିଷ୍ୟମାନଙ୍କ ସହିତ ଯାତ୍ରା କରୁଥାଏ !ମୋର ବଡ଼ ଶବ୍ଦ ସମସ୍ତଙ୍କୁ ଶୁଣା ଯାଉ ଥାଏ !ଡ଼ଙ୍ଗା ଯାଉଥାଏ, ଆମର ଆନନ୍ଦ ଧରି ନ ପାରି ତରଙ୍ଗ ଅଧିକ ହେବା ଯୋଗୁ ସେହି ଡ଼ଙ୍ଗା ଡହଲୁ ଥାଏ !ଡ଼ଙ୍ଗାରେ ରହିଥିବା ଶିଷ୍ୟମାନେ ଆମର କଷ୍ଟର ତରଙ୍ଗକୁ ଦେଖି ଚିତ୍କାର କଲେ !କଣ କରିବା ଉଚିତ ଜାଣି ନ ପାରି ଧକ୍କାରେ ଠିଆ ହୋଇଗଲେ !ଆମକୁ ଉଦ୍ଧାର କରିବାକୁ କେହି ନାହାନ୍ତି !ଆମେ ଏକଲା ଛଡା ହୋଇଛୁ ବୋଲି ବାଧା ହେଉଥାନ୍ତି !ସେମାନଙ୍କ ଠାରେ ଆଉ ବଞ୍ଚି ଆସିବା ଉପାୟ ନ ଥାଏ !ସେତେବେଳେ ଏକ ଆଚର୍ଯ୍ୟ କର୍ମ ଆମ ସମ୍ମୁଖରେ ଘଟିଲା !ଆମର ସ୍ଵଭାଵ ବୁଡିବାକୁ ଥିଲା, କିନ୍ତୁ ଏହାଙ୍କୁ କିଛି କରି ପାରିଲୁ ନାହିଁ !କାରଣ, ସେ ହିଁ ସର୍ବଶକ୍ତିଶାଳୀ ଯୀଶୁଖ୍ରୀଷ୍ଟ !ସେ ହିଁ ଆମକୁ ସୃଷ୍ଟି କଲେ !ସେ ଆମ ଉପରେ ଚାଲି ଚାଲି ଆସିବା ବେଳେ ଆମ ସ୍ଵଭାଵଗୁଡିକ, ଆମ ଗୁଣଗାରିମା ଗୁଡିକ ତାଙ୍କ ପ୍ରତି ପ୍ରଭାବିତ କରି ପାରିଲା ନାହିଁ !କାହିଁକିନା ସେ ଦିବ୍ୟ ସ୍ଵଭାଵର ହୋଇଥିବା ହେତୁ ସେହି ସ୍ଵଭାଵ ଆମ ଉପରକୁ ଓଲାଇ ଅସିଲା !ତାପରେ ଯୀଶୁଙ୍କୁ ଦେଖିଥିବା ଶିଷ୍ୟମାନଙ୍କ ମଧ୍ୟରେ ଜଣେ ପିତର ପିତର ନାମକ ଶିଷ୍ୟ ବିଶ୍ୱାସରେ ସମୁଦ୍ର ଉପରେ ଚାଲିଲା !ପବନ ଜୋରସେ ବହିବା ଦ୍ଵାରା ଭୟ ହୋଇଯାଇ ପାଣିରେ ବୁଡିବାକୁ ଲାଗିଲା !ତେବେ ଯୀଶୁବାପା ଡାକିବା ବେଳେ ସେ ହାତ ଉଠାଇ ତାକୁ ଉପରକୁ ଉଠାଇ ଦୁଇ ଜଣ ଡ଼ଙ୍ଗାରେ ଚଡି ବସିବା ଦେଖିବା କ୍ଷଣି ଆମେ ଆଚର୍ଯ୍ୟ ହୋଇଗଲୁ !ପବନ ନିଃଶବ୍ଦ ହୋଇଗଲା !
ହେ ପ୍ରଭୁଙ୍କର ସନ୍ତାନଗଣ, ପ୍ରଭୁଙ୍କର ପ୍ରତି ଆପଣଙ୍କ ବିଶ୍ୱାସ ଯେତେ ଅଧିକ ଅଛି, ସେତିକି ଅଧିକ ଭାବେ ଆପଣ ତାଙ୍କ ସକାଶେ ଧୌର୍ଯ୍ୟରେ ପ୍ରକାଶିତ ହେବ !ଯୀଶୁ ତୁମ୍ଭଠାରେ ଥିଲେ, ଆମ ପରି ମହାନ ସମୁଦ୍ର ହେଲେ ମଧ୍ୟ କିଛି କରି ପାରିବ ନାହିଁ !ଯୀଶୁ କଥାରେ ନିର୍ମଳରେ ରୁହ କହିଲା !ଆମେ ନିର୍ମଳ ହୋଇଗଲୁ !କାହିଁକି ସେହି ବାକ୍ୟରେ ଶକ୍ତି ଅଛି !ସେହି ଶକ୍ତି ତୁମ୍ଭ ନିକଟକୁ ଆସିବା ବେଳେ ଆପଣମାନେ ମଧ୍ୟ ଶକ୍ତିଶାଳୀରେ ପରିବର୍ତ୍ତନ ହେବ !ମୋତେ ବିଶ୍ୱାସ କରିବା ଲୋକ ମୋଠାରୁ ମହାନ କାର୍ଯ୍ୟ କରନ୍ତି ବୋଲି ଯୀଶୁଖ୍ରୀଷ୍ଟ କହିଛନ୍ତି ତ !
- ଭାଇ. ଶଙ୍କର ରାଜ
ପ୍ରାର୍ଥନାର ଅଂଶ :-
ବିଶାଖାପାଟନମ ଜିଲ୍ଲା ପାଡେରୁ ଅଞ୍ଚଳରେ ସେବା କାର୍ଯ୍ୟ ଆରମ୍ଭ ହେବା ନିମନ୍ତେ ସମର୍ପିତ ସେବକ ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !
Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864 ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.