Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-02-2022 (God’s creation’s special)
Share:

By Village Missionary Movement

Wednesday, 09-Feb-2022

ଆଜିର ବାକ୍ୟ (Oriya) 09-02-2022 (God’s creation’s special)

କୋକୋରେ... କୋ

“କିନ୍ତୁ ଈଶ୍ୱରଙ୍କ ଆତ୍ମା ଯଦି ତୁମ୍ଭମାନଙ୍କଠାରେ ବାସ କରନ୍ତି, ତାହାହେଲେ ତୁମ୍ଭେମାନେ ଶରୀରର ବଶରେ ନାହଁ, ମାତ୍ର ଆତ୍ମାଙ୍କ ବଶରେ ଅଛ । ଯଦି କେହି ଖ୍ରୀଷ୍ଟଙ୍କ ଆତ୍ମା ପାଇ ନ ଥାଏ, ତେବେ ସେ ତାହାଙ୍କର ନୁହେଁ ।“ - ରୋମୀୟ 8:9

ପବିତ୍ର ଗ୍ରନ୍ଥରେ ସର୍ବପ୍ରଥମେ କୁହାଯାଇଥିବା ପକ୍ଷୀ ଗଂଜା ହୋଇଥିବା ମୋତେ ରହିଥିଲା !ସଦାପ୍ରଭୁ ସେ ଦିନ ନହଙ୍କୁ କହିଲେ, ତୁମେ ସାତ ଯୋଡ଼ା ପକ୍ଷୀକୁ ବିନାଶ ନ ହେବା ନିମନ୍ତେ ଜାହାଜରେ ଆଣ !ଜଗତ ଶୋଇ ଥିବା ବେଳେ ଚେଇ ଉଠିବା ସମୟ ଆସିଲା !ଶୀଘ୍ର ଉଠନ୍ତୁ କହି ଶବ୍ଦ କରି ଉଠାଇବା ଲୋକ ମୁଁ ଅଟେ !ମୁଁ ଶବ୍ଦ କରିବା ଆଗରୁ ପ୍ରେରିତ ପିତର ସାତ ଥର ଯୀଶୁ କିଏ ମୁଁ ଜାଣିନାହିଁ କହି ସ୍ୱୀକାର କରିବ ବୋଲି କହିବା ପବିତ୍ର ଗ୍ରନ୍ଥରେ ଆମେ ଦେଖୁଛୁ !ଆମ୍ଭେ କେବଳ ମାଂସ ନିମନ୍ତେ ହିଁ ଉପଯୋଗୀ ବୋଲି ଆପଣମାନେ ଭାବୁଛନ୍ତି କି ? ନୁହେଁ, ଆମ ମଧ୍ୟରେ କିଛି ଲୋକ ଆମକୁ ବାଜି ମାରିବାକୁ ପୋଷଣ କରନ୍ତି !ବହୁତ ତାଲିମ ଆମକୁ ଦିଅନ୍ତି !ସେହିପରି ହାସ୍ୟରେ ଗୋଟିଏ କାହାଣୀ କହିବି ଶୁଣନ୍ତୁ !

ଦିନେ ବାଜି ପାଇଁ ପୋଷଣ କରୁଥିବା ଗଂଜାକୁ ବାଜି କରୁଥିବା ବେଳେ ତାହାକୁ ଅନେକ କ୍ଷତ ହେଲା !ବାରମ୍ବାର ତାକୁ ବାଜି କରିବାକୁ ହେବ ନାହିଁ !ତେଣୁ ତାକୁ ପୋଷଣ କରୁଥିବା ସିଏ ତାକୁ ଖାଇବାକୁ ଇଚ୍ଛା ନ ଥାଇ ନିକଟରେ ଥିବା ଯୁବକମାନଙ୍କୁ ଦେଲା !ସେ ସେହି ବାଜି କରିବା ଗଂଜାକୁ ନେଇ ଉତ୍ତମ ରୂପେ ରାନ୍ଧି କରି, ତାଙ୍କ ସାଙ୍ଗସାଥୀମାନଙ୍କ ସହିତ ଖାଉ ଥିଲା !ସେତେବେଳେ ସେମାନେ କଥା ହେଉଥିବା କଥା ଗଣ୍ଡଗୋଲରେ ପରିଣତ ହୋଇ ମରାପିଟାରେ ଶେଷ ହେଲା !ସେମାନେ ରାନ୍ଧିଥିବା କୁକୁଡ଼ା ବାଜିକରିବା ଗଂଜା ତ !ହଁ ତେଣୁ ସାଥୀ ହୋଇଥିବା ଲୋକଙ୍କୁ ବୁଲାଇ ବୁଲାଇ ମାରିବାକୁ ଆରମ୍ଭ କଲା !ତାହା ବାଜି ଗଂଜାର ସ୍ଵଭାଵ ତ !ହଁ ତୁମ୍ଭ ସାଥୀଙ୍କ ସ୍ଵଭାଵ କିପରି ବୋଲି କହିଲେ, ଆପଣ କେମିତି ଲୋକ ବୋଲି କହିବେ !ହଁ ଆମ୍ଭ କାହା ସହ ପ୍ରେମ ଏକତା ଅଧିକ ରଖୁଛୁ, ସେମାନଙ୍କ ଗୁଣ ଗାରିମା, ସ୍ଵଭାଵ ଆମକୁ ଆସିଯିବ !ଆପଣଙ୍କ ଅଜାଣତରେ ତାଙ୍କ ସଦୃଶ୍ୟ ହୋଇଯାଇ ଥିବେ !ପରମେଶ୍ୱରଙ୍କ ଠାରେ ଆମର ଏକତା ଥିଲେ ଆପଣ ପରମେଶ୍ୱରଙ୍କ ସଦୃଶ୍ୟ ଥିବେ !ଆପଣଙ୍କ ସ୍ଵଭାଵ ପରିପୂର୍ଣ୍ଣ ପ୍ରେମରେ ଦେଖା ଯିବ !ଶରୀରକୁ କାର୍ଯ୍ୟ, ରାଗ, ବିରୋଧୀ, ବୈରାଗୀ ସେଠି ଥିବ ନାହିଁ !ଆମେ ସକାଳୁ ଉଠି ପ୍ରଭୁଙ୍କର ସ୍ତୁତି କରି, ଅନ୍ୟମାନଙ୍କୁ ଉଠାଇ ପ୍ରଶଂସା କରିବାକୁ ଉଠାଇବା ପରି, ଆପଣ ସକାଳୁ ପରିବାର ସହ ଉଠି ପ୍ରଭୁଙ୍କର ସ୍ତୁତି କରନ୍ତୁ !ସେହି ଦିନ ସାରା ଆପଣ ଖୁସିରେ ରହିବତ !ହଁ ସେତେବେଳେ ପାର୍ଥିବ ସ୍ଵଭାଵ ନୁହେଁ ପରମେଶ୍ୱରଙ୍କ ସ୍ଵଭାଵ ଆପଣଙ୍କ ଠାରେ ଥିବ !

ଭାଇ. ହାନିସ ଶାମୂଏଲ 

ପ୍ରାର୍ଥନାର ଅଂଶ :-ଆନ୍ଦ୍ର ପ୍ରଦେଶର ରେଖା ପୁଣ୍ୟ ଗିରି ଚର୍ଚ୍ଚ ନିର୍ମାଣ ନିମନ୍ତେ ପ୍ରଭୁଙ୍କର ହସ୍ତ କଡ଼ାଇ ନେବାକୁ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet