Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-02-2022 (God’s creation’s special)
Share:

By Village Missionary Movement

Tuesday, 08-Feb-2022

ଆଜିର ବାକ୍ୟ (Oriya) 08-02-2022 (God’s creation’s special)

“ଯେଉଁ ଶୈଳ ତୁମ୍ଭକୁ ଉତ୍ପନ୍ନ କଲେ, ତାହାଙ୍କ ବିଷୟରେ ତୁମ୍ଭେ ଅମନୋଯୋଗୀ ହେଲ ଓ ଯେଉଁ ପରମେଶ୍ୱର ତୁମ୍ଭକୁ ଜନ୍ମ ଦେଲେ, ତୁମ୍ଭେ ତାହାଙ୍କୁ ଭୁଲି ଗଲ।“ - ଦ୍ୱିତୀୟ ବିବରଣ ପୁସ୍ତକ 32:18

ଘୋର ଅରଣ୍ୟରେ ଇଶ୍ରାଏଲ ଲକ୍ଷ ଲକ୍ଷ ଜନତା ତାଙ୍କ ସନ୍ତାନମାନଙ୍କ ସହ ସପରିବାର, ବନ୍ଧୁବାନ୍ଦବମାନଙ୍କ ସହ, ତାଙ୍କ ଗୃହପାଳିତ ପଶୁମାନଙ୍କ ସହିତ ଯାତ୍ରା କରୁଥାନ୍ତି !ଥରେ ପିଇବା ପାଇ ପାଣି ନ ଥାଏ !ସନ୍ତାନମାନେ ଶୋଷରେ କାନ୍ଦୁଥାନ୍ତି !ବୁଡ଼ାବୁଡି କଷ୍ଟ ପାଉଥାନ୍ତି !ପଶୁପକ୍ଷୀ ତଳେ ଟଳି ପଡ଼ୁଥାନ୍ତି !କଣ କରିବାକୁ ହେବ ଜାଣି ନ ପାରି ଲୋକମାନେ, ସେମାନଙ୍କୁ କଢାଇ ନେଉଥିବା ମୋଶା ପ୍ରତି ବହୁତ ରାଗିକି, ବଚସା କରି କଟୁ ବାକ୍ୟରେ ମୋଶାଙ୍କୁ ତାଡନା କରୁଥାନ୍ତି !ମୋଶା କଣ କରିବାକୁ ଉଚିତ ଜାଣି ନ ପାରି, ସେ ପରମେଶ୍ୱରଙ୍କ ସମ୍ମୁଖକୁ ଗଲେ !ପରମେଶ୍ୱରଙ୍କ ମୁଖନିଃଶୃତ ବାକ୍ୟକୁ ମୋଶା ଗ୍ରହଣ କରି ଧୌର୍ଯ୍ୟରେ ଆଗକୁ ଯାଇ ତାଙ୍କ ହସ୍ତରେ ଥିବା ଯଷ୍ଟିରେ ଆଶ୍ରୟଦୁର୍ଗ ନିକଟକୁ ଆସି ଦୁଇଥର ବାଡେଇଲା !ବାଡେବା କ୍ଷଣି ଜଳ ବହିଲା, ସମସ୍ତଙ୍କୁ ପିଇବାକୁ ଜଳ ଯୋଗାଲା !କିନ୍ତୁ ମୋ ଭିତରେ ବହୁତ ବାଧା ଅଛି !ମୁଁ ବହୁତ ବିଶ୍ୱାସରେ, ଆଗକୁ ଅପେକ୍ଷାରେ ମୋଶାଙ୍କ ପ୍ରତି ରଖିଲି !କିନ୍ତୁ ମୋ ଠାରେ କଥା ହେବା ସଦାପ୍ରଭୁ କହିଥିବା କଥା ନ କରି, ଆଗରୁ କରିବା ସଦୃଶ୍ୟ ମୋତେ ଅବଜ୍ଞା କଲେ !ଚାରିପଟେ ଜନତା ମୋତେ ଦେଖୁଥାନ୍ତି !ସେମାନଙ୍କ ଦ୍ଵାରା ରାଗି ଥିବା ମୋଶା, ସଦାପ୍ରଭୁଙ୍କର ବାକ୍ୟକୁ ଶୁଣିଲେ !କିନ୍ତୁ ସେ ସବୁ ଜନତାଙ୍କ ସମ୍ମୁଖରେ ମୋଶାଙ୍କୁ ସନ୍ଦେହ କଲେ !  ପ୍ରଭୁଙ୍କର ବାକ୍ୟକୁ ଲଙ୍ଗନ  କଲେ, ବେଦନାକୁ ସହ୍ୟ କରି ଇଚ୍ଛାକୁ ଦେଲି !କିନ୍ତୁ ମୋ ହୃଦୟର ବେଦନା କିଏ ଜାଣିଛ ? ସଦାପ୍ରଭୁଙ୍କର ମୁଖ ଦର୍ଶନକାରି, ସଦାପ୍ରଭୁଙ୍କର ମହିମାକୁ ଦେଖିଥିବା ବ୍ୟକ୍ତି !ସଦାପ୍ରଭୁଙ୍କର ସମ୍ମୁଖରେ ନ୍ୟାୟବାନ ଅଟନ୍ତି !ସଦାପ୍ରଭୁଙ୍କର ସୂଚନା ଓ ଦର୍ଶନକୁ ସଠିକ ଭାବେ ଜାଣି ପାରି ଲଙ୍ଗନ କରି ତାହା କାର୍ଯ୍ୟରେ ପରିଣତ କରିବା ବ୍ୟକ୍ତି !ଏକ ଛୋଟ ରାଗ ଯୋଗୁ କାକାନକୁ ପାଇ ପାରିଲେ ନାହିଁ !ଆଜି ଆପଣମାନେ ମଧ୍ୟ ଅନେକ ସମୟରେ ଆଶ୍ରୟଦୁର୍ଗ ହୋଇଥିବା ଖ୍ରୀଷ୍ଟଙ୍କୁ କଥାରେ ବେଦନା କରୁଛ କି ? ଅଥବା ସଦାପ୍ରଭୁ ଆପଣ ପ୍ରତି ରଖିଥିବା ବିଶ୍ୱାସକୁ ଆଗକୁ ଅପେକ୍ଷାକୁ ପ୍ରତିରୋଧ କରି ଚାଲୁଛ କି ? ଅଥବା ଖ୍ରୀଷ୍ଟଙ୍କୁ ପ୍ରତିଦିନ କୃଶରେ ମାରୁଛ କି ? ଆଉ କେତେ ଥର ମାରିବ ? କେବଳ ଗୋଟିଏ ରାଗ ଯୋଗୁ ମୋଶା କାକାନକୁ ପ୍ରବେଶ କରି ପାରି ନ ଥିଲେ !ପରମ କାକାନକୁ ଅପେକ୍ଷା କରି ଯାଉଥିବା ଆପଣମାନେ, ପରମେଶ୍ୱରଙ୍କ ବାକ୍ୟକୁ ଲଙ୍ଗନ କରି, ପ୍ରଭୁଙ୍କର ଯୋଜନାକୁ ପୂର୍ଣ୍ଣ କରି, ସ୍ୱର୍ଗରାଜ୍ୟକୁ ଯିବା ନିମନ୍ତେ ଅୟୁଦ୍ଧ ହୋଇଛ କି ? 
-    ଶ୍ରୀମତୀ ବାସନ୍ତୀ ରାଜ ମୋହନ 

ପ୍ରାର୍ଥନାର ଅଂଶ :-
ମିଡ଼ିଆ ସେବାରେ ସଦାପ୍ରଭୁଙ୍କର ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା କରନ୍ତୁ !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al