Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-02-2022 (God’s creation’s special)
Share:

By Village Missionary Movement

Monday, 07-Feb-2022

ଆଜିର ବାକ୍ୟ (Oriya) 07-02-2022 (God’s creation’s special)

ମୋ ଠିକଣା 

“ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ ।“ - ମାଥିଉ 16:24

ଦୁଇ ହଜାର ବର୍ଷ ପୂର୍ବରୁ ଥିବା ମୁଁ ଲୋକଙ୍କ ସହିତ କ୍ରୋଧିତ ହୋଇ ଥିଲି !ମୋତେ ଦେଖିବା ଲୋକେ ଭୟ ଓ ଭ୍ରାନ୍ତି ହୁଅନ୍ତି !ଏହା ହିଁ ମୋର ଠିକଣା !ମୁଁ କିଏ ବୋଲି ଆଲୋଚନା କରୁଛ କି ? ରୋମିୟମାନଙ୍କ ଶାସନ କାଳରେ ସେମାନେ ସେମାନଙ୍କର ଅଧିନିୟମକୁ ଉଲଙ୍ଗ କରିବା ଲୋକଙ୍କୁ ତାଡନା କରିବାକୁ ଏବଂ ସେମାନଙ୍କର ହାତଗୋଡ଼ରେ ଲୁହାର କଣ୍ଟା ମାରି, ସମସ୍ତ ଶରୀରକୁ ରକ୍ତ ଝରାଇଲା ପରି କରି ସର୍ବଦା କୋଠର ଭାବେ ମୃତ୍ୟୁ ଦଣ୍ଡ ଦେବାକୁ ଅଭିଶାପର ସ୍ନିହ ସଦୃଶ୍ୟ କୃଶ ହିଁ କଥା ହେଉଛି !ସବୁବେଳେ ମୋ ଠାରେ ମୃତ୍ୟୁର କ୍ରନ୍ଦନ, ରକ୍ତରପାଦ ଦେଖା ଯାଉଥିବ !ଏପରି ମୋ ଜୀବନ ମୋତେ ହିଁ ଇଚ୍ଛା ଲାଗି ନାହିଁ !ମୁଁ ନିଜକୁ ଆଲୋଚନା କରି ବାଧା ହେଉଥିବା ବେଳେ,  ମୋତେ ଯୀଶୁଖ୍ରୀଷ୍ଟ ଇଚ୍ଛା ହୋଇ ତାଙ୍କ କାନ୍ଦ ଉପରେ ଉଠାଇଲେ !ସେହି ଦିନଠାରୁ ଅଭିଶପ୍ତ ମୁଁ ତ୍ରାଣକର୍ତ୍ତା ରୂପେ ବଦଳି ଗଲି !

ସେ ମୋତେ ବହନ କରି, କୃଶରେ ମୃତ୍ୟୁ ବରଣ କରିବା ପରି କୌଣସି ପାପ କରି ନାହାନ୍ତି !କିନ୍ତୁ ପୃଥିବୀର ପ୍ରତ୍ୟେକ ଲୋକଙ୍କ ନିମନ୍ତେ କୃଶରେ ହତ ହୋଇ, ସେମାନଙ୍କ ମୁକ୍ତି ନିମନ୍ତେ ସେ ନିଜକୁ ସମର୍ପିତ ହେଲେ !ସେମାନଙ୍କ ପାପର ବୋଝକୁ ପାପ ବିହୀନ ସେ ପବିତ୍ରରେ ଥିବା ବେଳେ ସେ କୃଶରେ ମୋ ଉପରେ ଝୁଲି, ପାପ ଦ୍ଵାରା ବନ୍ଦନ ହୋଇଥିବା ତାଙ୍କ ଲୋକମାନେ ମୁକ୍ତି ହେବାକୁ, ମୃତ୍ୟୁର ଅଧିକାରୀ ହୋଇଥିବା ସଇତାନକୁ ତାଙ୍କ ମୃତ୍ୟୁ ବଳରେ ପତନ କଲେ !ଅଧିକାର ନିମନ୍ତେ ପ୍ରଭୁଙ୍କୁ ତ୍ୟାଗ କରି ଦୂରରେ ଥିବା ମଣିଷକୁ, ପିତାପୁତ୍ର ନାମକ ରକ୍ତବନ୍ଦନରେ ଆଉଥରେ ମିଳନ କରିବାକୁ,  ସେ ମୋତେ ହସ୍ତରେ ରଖି ନୂତନ ବ୍ୟବହାର କଲେ !କେବଳ ସେଥିକି ନୁହେଁ, ତାହାଙ୍କୁ ବିଶ୍ୱାସ କରିବା ଲୋକଙ୍କୁ, ମୋ ଦ୍ଵାରା ସେମାନଙ୍କ ଅଭିଶାପକୁ, ରୋଗଗୁଡିକରୁ ଅପସାରଣ କଲେ !ତାହାଙ୍କୁ ଅନୁସରଣ କରିବାକୁ ମୋତେ ନିଚୟ ବହନ କରି ଅନୁସରଣ କରିବା ଉଚିତ ବୋଲି କହିଛନ୍ତି !

କିନ୍ତୁ ବର୍ତମାନର ଖ୍ରୀଷ୍ଟିଆନମାନଙ୍କୁ ଦେଖିଲେ, ମୋତେ ବହୁତ ଦୁଃଖ ଲାଗେ !ପ୍ରତିଦିନ ଧ୍ୟାନ କରିବା ମୋତେ ପୁଣ୍ୟଶୁକ୍ରବାର ଦିନ ହିଁ ଆଲୋଚନା କରନ୍ତି !କ୍ରୋଧ ଉପରେ ଥିବା ମୋତେ ତାଙ୍କ ଜୀବନରେ ବଢିବାକୁ ଭୁଲି ଯାଉଛନ୍ତି !ମୋତେ ତାଙ୍କ ବେକରେ ଶୃଙ୍ଗଲରେ ପଦକ ଭାବେ ବହନ କଲେ ଯଥେଷ୍ଟ ବୋଲି ଆଲୋଚନା କରୁଛନ୍ତି !କିନ୍ତୁ ମୋ ନିମନ୍ତେ ତାଙ୍କ ବେକକୁ ମଧ୍ୟ ମାରିବାକୁ ଦେବା ଲୋକ ହିଁ ଖ୍ରୀଷ୍ଟିଆନ ବୋଲି ସେମାନେ ଜାଣି ନାହାନ୍ତି !

ପ୍ରିୟ ବନ୍ଧୁଗଣ, ଆପଣ ଯୀଶୁଖ୍ରୀଷ୍ଟଙ୍କ ପ୍ରକୃତ ଶିଷ୍ୟ ଭାବେ ବଦଳି ତାହାଙ୍କ ଅନୁଗାମୀ  ହେବାକୁ ହେଲେ, ମୋତେ ନୀଚୀତ ବହନ କରିବା ଉଚିତ !ପ୍ରତିଦିନ ମୋତେ ତାହାଙ୍କ ଶକ୍ତିରେ ବହନ କରି ଯାଆନ୍ତୁ !ଆପଣ ଜୀବନକୁ ମୁଁ ବୋଝ ଭାବେ ନୁହେଁ ସହଜ ହୋଇ ରହିବି !ମୋ ଠିକଣା ଦେଇଦେଲି !ଭ୍ରାନ୍ତ ନ ହୋଇ କୃଶକୁ ବହନ କରି ଫେରି ଆସିଲେ ନିତ୍ୟଆନନ୍ଦର ଅନନ୍ତ ଜୀବନକୁ ପାଦ ଥାପିବେ !
-    ଏସ. ମୋନଜ କୁମାର 

ପ୍ରାର୍ଥନାର ଅଂଶ :-
ୟୁଟୁବରେ ପ୍ରଚାର ହେଉଥିବା ଗ୍ରାମୀଣ ସମୟ କାର୍ଯ୍ୟକ୍ରମକୁ ଅନେକ ଲୋକ ଦେଖି ଆଶୀର୍ବାଦ ପାଇବା ନିମନ୍ତେ ପ୍ରାର୍ଥନା କରିବା !

Whatsapp
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ +91 94440 11864  ନମ୍ବରକୁ ଯୋଗାଯୋଗ କରନ୍ତୁ !

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al