Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-02-2022 (God’s creation’s special)
Share:

By Village Missionary Movement

Saturday, 05-Feb-2022

ଆଜିର ବାକ୍ୟ (Oriya) 05-02-2022 (God’s creation’s special)

 

ବିରଳ ଅଟେ 

 

“ଲାବଣ୍ୟ ପ୍ରବଞ୍ଚନାଜନକ ଓ ସୌନ୍ଦର୍ଯ୍ୟ ଅସାର; ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ।“ - ହିତୋପଦେଶ 31:30

 

ସମୁଦ୍ରର ଭୂଲମ୍ବ ଅଞ୍ଚଳରେ ମୁଁ ଜନ୍ମ ହୋଇ ବଢେ !ମୁଁ ପ୍ରସ୍ତୁତି ହେବାର ବିଧାନ କିଛି କଠିନ ଥିବ !ମୋତେ ସନ୍ଧାନ କରିବା ଏତେ ସହଜ ନୁହେଁ !କାହିଁକିନା କାଡ଼ୁଥିବା ସବୁ ଜାହାଜରେ ଯଥା ସବୁ ବସାରେ ମୁଁ ରହିବି ନାହିଁ !ଅଳ୍ପ ସ୍ଥାନରେ ମୁଁ ରହିବି !ଏପରି ମୁଁ ପ୍ରସ୍ତୁତି ହେବା ବିଧାନ କଠିନ ପ୍ରକ୍ରିୟା ଅଟେ !ମୁଁ ବହୁମୂଲ୍ୟ ଜିନିଷ ଭାବେ ସଂଙ୍କୋଚନର କାରଣ ମୋତେ ସୃଷ୍ଟି କରିଥିବା ବ୍ୟକ୍ତି ଆଉ ମୋତେ ସୃଷ୍ଟି କରିଥିବା ବିଧାନ ଆଚର୍ଯ୍ୟ ଭାବେ ରହିଥିବା ହେତୁ !

 

ମୁକ୍ତା ହୋଇଥିବା ମୁଁ ପ୍ରସ୍ତୁତିର ବିଧାନ ଅଳ୍ପ ବର୍ଣ୍ଣନା କରିବି ଟିକେ ଶୁଣନ୍ତୁ !ବସାରେ କେତେକ ଦ୍ରବ୍ୟ ଗୁଡିକ ପ୍ରସ୍ତୁତ ହୋଇ ତାପରେ ଇଫିତିଲିୟାମ ନାମକ ରାସାୟନିକ ଦ୍ଵାରା ମୁଁ ରୂପ ପାଇ, ଆଉ ସେଥିରେ କିଛି ଦ୍ରାଵକ ସଂଯୋଗ ହୋଇ ମୁଁ ପ୍ରସ୍ତୁତ ହେଉଛି !ଏହା କେବଳ ଗୋଟିଏ ଦିନର ପ୍ରକ୍ରିୟା ନୁହେଁ !ଅନେକ ଦିନ ଏହି ପ୍ରକ୍ରିୟା ଚାଲୁଥିବ !କିନ୍ତୁ ବାଇବଲରେ ସ୍ତ୍ରୀର ଗୁଣ ମୋ ଠାରୁ ବହୁମୂଲ୍ୟ ବୋଲି କୁହାଯାଇଛି, ତାହା ଅଟେ, ତାହା କେତେ ଗୁରୁତ୍ୱ ଭାବେ ପରମେଶ୍ୱର କହିଥିବେ ଦେଖନ୍ତୁ !ଗୁଣବତୀ ସ୍ତ୍ରୀ କିଏ ପାଇପାରେ ? ମୁକ୍ତାଠାରୁ ହିଁ ତାହାର ମୂଲ୍ୟ ଅଧିକ।ଓ ମୋ ଠାରୁ ସ୍ତ୍ରୀର ଗୁଣ ବହୁମୂଲ୍ୟ କି ? ଏହା କଣ ମାୟା ବୋଲି ବେଳେବେଳେ ମୁଁ ଭାବୁ ଥାଏ !ଆମଠାରେ ଅନେକ ପ୍ରକାରର, ଅନେକ ରଙ୍ଗୀନର ମୁକ୍ତା ଥିବା ସଦୃଶ୍ୟ ସ୍ତ୍ରୀ ମାନେ ମଧ୍ୟ ଅନେକ କ୍ଷେତ୍ରରେ ଶ୍ରେଷ୍ଠ ହୋଇ ଥିବେ !ଦେଖାନ୍ତୁ(ହିତୋଉପଦେଶ :-31:10-29 ପର୍ଯ୍ୟନ୍ତ )!

 

ମୁକ୍ତା ଠାରୁ ଆପଣଙ୍କୁ ଶ୍ରେଷ୍ଠ ଭାବେ ପରମେଶ୍ୱର ହିଁ କହିଛନ୍ତି !ସ୍ତ୍ରୀମାନେ, ଆପଣମାନେ କିଏ ବୋଲି ଆପଣଙ୍କୁ କହିବି କି ? ତାହାର ସ୍ୱାମୀର ହୃଦୟ ତାହାଠାରେ ନିର୍ଭର କରେ, ପୁଣି, ତାହାର ଲାଭର ଅଭାବ ହୁଏ ନାହିଁ।(ହିତୋଉପଦେଶ :-31:11)! ସେ ଜୀବନଯାଏ ସ୍ୱାମୀର କ୍ଷତି ନ କରି ମଙ୍ଗଳ କରେ।(ହିତୋଉପଦେଶ 31:12)!ସେ ଦୁଃଖୀ ଲୋକମାନଙ୍କ ପ୍ରତି ମୁକ୍ତହସ୍ତା ହୁଏ ଓ ଦରିଦ୍ରମାନଙ୍କ ପ୍ରତି ଆପଣା ହାତ ବଢ଼ାଏ (ହିତୋଉପଦେଶ :-31:20) ସେ ହିମ ଲାଗି ଆପଣା ପରିବାର ବିଷୟରେ ଭୟ କରେ ନାହିଁ; ଯେହେତୁ ତାହାର ସମସ୍ତ ପରିବାର ସିନ୍ଦୂରବର୍ଣ୍ଣ ବସ୍ତ୍ର ପିନ୍ଧନ୍ତି (ହିତଉପଦେଶ:-31:21)! ସେ ଜ୍ଞାନରେ ଆପଣା ମୁଖ ଫିଟାଏ; ତାହାର ଜିହ୍ୱାରେ ଦୟାର ବ୍ୟବସ୍ଥା ଥାଏ (ହିଁତଉପଦେଶ :-31:26)!, ଭବିଷ୍ୟତକାଳ ବିଷୟରେ ସେ ହାସ୍ୟ କରେ (ହିତୋଉପଦେଶ :-31:25)! ସେ ଆପଣା ପରିବାରର ଆଚରଣରେ ମନୋଯୋଗ କରେ, ପୁଣି, ଆଳସ୍ୟର ଆହାର ଖାଏ ନାହିଁ।(ହିତୋଉପଦେଶ:-31:27)!ତାହାର ସନ୍ତାନମାନେ ଉଠି ତାହାକୁ ଧନ୍ୟ ଧନ୍ୟ କହନ୍ତି ଓ ତାହାର ସ୍ୱାମୀ ହିଁ ତାହାକୁ (ଏରୂପ) ପ୍ରଶଂସା କରେ;(ହିତୋଉପଦେଶ:-31:28)!

 

 ଆମ୍ଭେମାନେ ମଧ୍ୟ ସୁନ୍ଦର ଲୋକ !ଅନେକ କ୍ଷେତ୍ରରେ ଅନେକ ବିଧାନରେ ରହିବୁ !କିନ୍ତୁ ଆମ ସୌନ୍ଦର୍ଯ୍ୟ ଠାରୁ ଆମ୍ଭ ସୁନ୍ଦର ଉପରେ ଉପରେ ଥିବ !ଆପଣମାନେ ସେହିପରି ନୁହେଁ !ଆପଣମାନେ ଭିତରେ ଭିତରେ ମଧ୍ୟ ସୌନ୍ଦର୍ଯ୍ୟରେ ଅର୍ଥାତ ପରମେଶ୍ୱରଙ୍କୁ ଭୟ କରି, ଲାବଣ୍ୟ ପ୍ରବଞ୍ଚନାଜନକ ଓ ସୌନ୍ଦର୍ଯ୍ୟ ଅସାର; ମାତ୍ର ଯେଉଁ ସ୍ତ୍ରୀ ସଦାପ୍ରଭୁଙ୍କୁ ଭୟ କରେ, ସେ ପ୍ରଶଂସିତା ହେବ।(ହିତୋଉପଦେଶ:-31:30)!ମୁକ୍ତା ସଦୃଶ୍ୟ ସ୍ତ୍ରୀଗଣ, ଆପଣଙ୍କ ଗୁଣ ମୁକ୍ତା ଠାରୁ ବହୁମୂଲ୍ୟ ଅଟେ !ହାଲେଲୁୟା !

- ଶ୍ରୀ ପୋନମାଣି ପାଲ 

 

ପ୍ରାର୍ଥନାର ଅଂଶ :-

ପ୍ରତିଦିନ ସକାଳୁ ପାଞ୍ଚ ଘଣ୍ଟାରେ ୟୁଟୁବ ଚେନାଲରେ ପ୍ରଚାର କରୁଥିବା ସୁସ୍ଥତା ସେବାରେ ଅନେକ ଅଂଶଗ୍ରହଣ କରି ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio royalbet betpas giriş milanobet bahiscasino betpas bahiscasino atlasbet romabet giriş holiganbet giriş bahiscasino ngsbahis betplay holiganbet jojobet casibom romabet betpas