Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-01-2021 (Kids Special)
Share:

By Village Missionary Movement

Sunday, 17-Jan-2021

ଆଜିର ବାକ୍ୟ (Oriya) 17-01-2021 (Kids Special)

ସାନ ପିଲାଙ୍କୁ :-

ତ୍ୟାଗର ରୂପ 

“ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ବଞ୍ଚିବ ।“ - ଏଫିସୀୟ 6:3

ମୋର ପ୍ରିୟ ପିଲାମାନେ, ତୁମକୁ ଉପହାର ବହୁତ ଇଚ୍ଛା ତ !ହଁ ତୁମେ ତୁମର ପିତାମାତାକୁ ପରମେଶ୍ୱର ଦେଇ ଥିବା ଉପହାର  ତେଣୁ ତୁମେ କହିଲେ ସେମାନଙ୍କୁ ବହୁତ ଇଚ୍ଛା !ସେହି ସମୟରେ ତୁମ ପିତାମାତାଙ୍କୁ ତୁମେ ବାଛିପାରିବ ନାହଁ, ସେମାନଙ୍କୁ ପରମେଶ୍ୱର ତୁମ ସକାଶେ ତିଆରି କରି ଦେଇ ଥିବା ପୁରସ୍କାର !ତେଣୁ ସେମାନେ କେମିତି ଥିଲେ ମଧ୍ୟ ତୁମେ ସେମାନଙ୍କୁ ଗୌରବ ଦେଲେ ହିଁ ତୁମ ଜୀବନ ଆଶୀର୍ବାଦ ପ୍ରାପ୍ତ ହେବ !ହଁ ଆଜିର କାହାଣୀ ଶୁଣିବା କି ? 

ଭିଗନସ ଜଣେ ଉତ୍ତମ ବାଳକ ଅଟେ !ତାହାର ଦୁଇଟି ଆଖି ଦୀପ ସଦୃଶ୍ୟ ଥିବ !ଉତ୍ତମ ବୁଦ୍ଧିଜୀବୀ !ଶିକ୍ଷକ ଓ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସେ କହିଲେ ବହୁତ ଇଚ୍ଛା ମାତ୍ର ତାଙ୍କର ଜୀବନରେ ଗୋଟିଏ ମହାନ ସମସ୍ୟା, ତାଙ୍କ ମାଆର ଗୋଟିଏ ଆଖି ହିଁ ରହିଛି ତେଣୁ ମାଆଙ୍କର ମୁହଁକୁ ଚାହିଁବା ତାର ଇଚ୍ଛା ନାହଁ !କେବଳ ସେତିକି ନୁହେଁ ମାଆଙ୍କୁ ସେ ବହୁତ ଘୃଣା କରୁଥିଲା !ମାଆ ପ୍ରେମରେ କରି ଥିବା ଖାଦ୍ୟ, ସାହାଯ୍ୟ କିଛି ମଧ୍ୟ ତାଙ୍କୁ ତୃପ୍ତି ଲାଗୁ ନ ଥିଲା !ମଧ୍ୟାହ୍ନ ଭୋଜନ ଦେବାକୁ ମାଆଙ୍କୁ ବିଦ୍ୟାଳୟକୁ ଆସିବାକୁ ମନା କରୁଥିଲା !ମାଆ ପରିଶ୍ରମ କରି ତାକୁ ପାଠ ପଢାଇଲା !ପ୍ରତ୍ୟୋକ ଦିନ ପରମେଶ୍ୱର ଙ୍କ ନିକଟରେ ତାଙ୍କ ନିମନ୍ତେ ଲୁହ ଝରାଇ ପ୍ରାର୍ଥନା କରୁଥିଲା !ଦଶମ ଶ୍ରେଣୀରେ, ଦ୍ଵାଦଶ ଶ୍ରେଣୀରେ ପ୍ରଥମ (1ମ )ମାର୍କ ଆସିଲା !ସେତେବେଳେ ମଧ୍ୟ ତାଙ୍କ ମାଆ କରିଥିବା ପରିଶ୍ରମକୁ ଗୌରବ ଦେବାର ଆଲୋଚନା ଆସିନାହିଁ !ବିଦ୍ୟାଳୟର ଶିକ୍ଷକଙ୍କ ସହିତ ହିଁ ଫୋଟ ଉଠାଇଲା !ପରମେଶ୍ୱରଙ୍କର  ସାହାଯ୍ୟ ଦ୍ଵାରା ତାହାର ମା ତାକୁ ପାଠ ପଢାଇଲେ !ପରମେଶ୍ୱର ତାଙ୍କ ହୃଦୟରେ କଥା କହିବାକୁ ଲାଗିଲା !ଗୋଟିଏ ଦିନ ତାଙ୍କର ମାଆ ନ ଥିବା ସମୟରେ ସୁଟକେଶ 

ଖୋଲି ସବୁ ଦେଖିବା ଆରମ୍ଭ କଲା !ସେଥିରେ ଏକ କାଗଜ ତାଙ୍କୁ ବିଚଳିତ କରିଦେଲା !ତାଙ୍କର ମାଆ ତାର ଏକ ଆଖି ତାଙ୍କ ପୁଅକୁ ଦାନ କରିଥିବା ଡାକ୍ତର ସାର୍ଟିଫିକେଟ ଦେଖିଲା !ଲୁହ ଝରାଇ କାନ୍ଦି କାନ୍ଦି ପରମେଶ୍ୱରଙ୍କର ନିକଟରେ କ୍ଷମା ଭିକ୍ଷା ମାଗିଲା !ସେହି ଦିନ ଠାରୁ ତାଙ୍କ ମାଆଙ୍କୁ ପରମେଶ୍ୱର ତାକୁ ଦେଇଥିବା ପୁରସ୍କାର ବୋଲି ପ୍ରେମ କଲା !ଏତେ ମୋତେ ପ୍ରେମ କରିଥିବା ମାତୃ ପ୍ରେମ ବଦଳରେ ମୁଁ କଣ କରିପାରିବି ବୋଲି ବହୁତ ଦୁଃଖିତ ହେଲା !ତାଙ୍କର ମାତାଙ୍କର ଶେଷ ଦିନ ପର୍ଯ୍ୟନ୍ତ ତାଙ୍କର ସହିତ ରଖି ପ୍ରେମରେ କୋଣସି ଅଭାବ ନ କରି ମାଆଙ୍କୁ ଦେଖିଲା !

ମୋର ପ୍ରିୟ ଭାଇ, ଭଉଣୀ ମାନେ, ତୁମ ପାଇଁ ତୁମର ମାଆ କରିଥିବା ତ୍ୟାଗ ମହାନ ଅଟେ !ତୁମକୁ ଗର୍ଭଧାରଣ କରିଥିବା ଦିନରେ, ତୁମ ବାଳକ ଅବସ୍ଥାରେ, ତୁମ ଶରୀର ଦୁର୍ବଳ ଓ ଅସୁସ୍ଥତା ହୋଇଥିବା ଦିନମାନଙ୍କରେ ଏହି ପରି ତୁମ ପାଇଁ ତାଙ୍କର ସୁଖକୁ ତ୍ୟାଗ କରିଛନ୍ତି !ତେଣୁ ଯେକୌଣସି ଦିନରେ ମଧ୍ୟ ତାଙ୍କୁ ଅଭାବ କରିବାକୁ ହେବ ନାହଁ !ସ୍ୱାଧୀଷ୍ଟ ମଧ୍ୟାହ୍ନ ଭୋଜନ ପାଇ ତୁମେ ତାଙ୍କୁ କୃତଜ୍ଞତା ଜଣାଇବ, ମାଆ କରିଥିବା ସମସ୍ତ କାର୍ଯ୍ୟକୁ ତୁମେ କୃତଜ୍ଞତା ଜଣାଇବା !ପିତାମାତାଙ୍କୁ ଗୌରବ କଲେ ଯୀଶୁ ବାପାଙ୍କର ତୁମେ ପ୍ରିୟ ପାତ୍ର  ହୋଇ ପାରିବ !ଓକେ ତ !
-    ଭଉଣୀ ଦେବୋରା

ପ୍ରାର୍ଥନା କରନ୍ତୁ :-ଭି. ଏମ. ଏମ. ସହିତ ମିଶି 
କାର୍ଯ୍ୟ କରୁଥିବା ସ୍ବେଛାସେବୀ ସେବକମାନଙ୍କ ନିମନ୍ତେ !
ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al