Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-01-2022
Share:

By Village Missionary Movement

Sunday, 30-Jan-2022

ଆଜିର ବାକ୍ୟ (Oriya) 31-01-2022

 

ମନେ ପକାନ୍ତୁ 

 

“ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ ।“ - ଲୂକ 17:32

 

ଗୋଟିଏ ପରିବାରର ଆଶୀର୍ବାଦ ଏବଂ ଅଭିଶାପର କାରଣ ସ୍ତ୍ରୀମାନେ ବଡ଼ ଗୁରୁତ୍ୱ ହୋଇଥାନ୍ତି !ତେଣୁ ବାଇବଲରେ ମଧ୍ୟ ଦୁଇଟି ସ୍ତ୍ରୀଙ୍କୁ ଚେତାବନୀ ସଦୃଶ୍ୟ ଆମ ସମୁଖରେ ରଖି, ସେମାନଙ୍କୁ ସ୍ୱରଣ ବୋଲି ବାଇବଲ ଆମକୁ ଶିକ୍ଷା ଦେଉଛି !ସେମାନେ ହିଁ ତଳେ ଥିବା ସ୍ତ୍ରୀ ଅଟନ୍ତି !

 

ଲୋଟଙ୍କ ସ୍ତ୍ରୀ :-ସେ ଧାର୍ମିକ ଲୋଟର ସ୍ତ୍ରୀ ଅଟେ !ପରମେଶ୍ୱରଙ୍କ କୃପା ଦ୍ଵାରା ସୋଦମର ବିନାଶ ଠାରୁ ଖସିଆସିବାକୁ ଦୟା ପାଇ ଥିବା ବ୍ୟକ୍ତି !ଛାଡି ପଳାଇ ଆସୁଥିବା ସୋଦମ ପ୍ରତି ଇଚ୍ଛା ଓ ଲୋଭ ଥିବା ଯୋଗୁ, ପଛକୁ ଚାହିଁ , ପରମେଶ୍ୱରଙ୍କ ଆଜ୍ଞାକୁ ଉଲଙ୍ଗନ ଯୋଗୁ ଲୋଟସ୍ତ୍ରୀ ଲବଣ ସ୍ତମ୍ଭରେ ପରିଣତ ହୋଇଗଲା !ଯଦି ତାଙ୍କ ସ୍ୱାମୀ ଧାର୍ମିକ ବ୍ୟକ୍ତି ଲୋଟଙ୍କ କଥା ଶୁଣି ତାହାଙ୍କ ସହିତ ପଛେ ପଛେ ଅନୁଗାମୀ ହୋଇଥିଲେ, ତାହାଙ୍କ କନ୍ୟାଗଣ ଦ୍ଵାରା ମୋୟାବିୟ ଓ ଆମବିୟ ବୋଲି ଅଭିଶାପର ସନ୍ତାନଗଣ ଆସି ନ ଥାନ୍ତା !ପରିବାରର ମୁଖିଆ ଅତି ଉତ୍ତମରେ ରହିବାକୁ, ତାହାଙ୍କ ପରିବାର ଆଶୀର୍ବାଦ ପାଇବାକୁ ହେଲେ, ସେ ପରମେଶ୍ୱରଙ୍କ ଆଜ୍ଞାକୁ ଉଲଙ୍ଗନ କରିବା ଉଚିତ ନାହିଁ !ପରିତ୍ରାଣ ପାଇବା ପୂର୍ବରୁ ଦେଖାଯାଉଥିବା ଠକୁ ଥିବା ଲୋଭ ଗୁଡିକ ବୋଲି ବିନାଶ କରିବା ପୁରୁଣା ମଣିଷକୁ ପରିତ୍ୟାଗ କରି, ପରମେଶ୍ୱରଙ୍କ ସଦୃଶ୍ୟ ସୃଷ୍ଟି ହୋଇଥିବା ନୂତନ ମନୁଷ୍ୟକୁ ଧାରଣ କରିବା ଉଚିତ !

 

ମରୀୟମ :-ଇଏ ସଦାପ୍ରଭୁଙ୍କ ଦ୍ଵାରା ମନୋନୀତ ବ୍ୟକ୍ତି ଅଟେ !ଆଉ ଏକ ପ୍ରବକ୍ତି ଅଟେ !ଏହିପରି ବିଶେଷତ୍ୱ ଅମଂତ୍ରଣ ପାଇଥିବା ତାହାଙ୍କ ଠାରେ ବଚସା କରିବା ଆତ୍ମା ଥିଲା !ଛଅ ବର୍ଷ କାଳ ଛୋଟ ହୋଇଥିବା ତାହାର ଭାଇ, ସେବକ ହୋଇଥିବା ମୋଶାଙ୍କୁ ବିରୋଧୀରେ କଥା ହେବା ଦ୍ଵାରା କୁଷ୍ଠ ରୋଗୀରେ ପରିଣତ ହେଲା !

 

ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରୀୟମ ପ୍ରତି ଯାହା କରିଥିଲେ, ତାହା ସ୍ମରଣ କର(ଦ୍ୱିତୀୟ ବିବରଣୀ :-24:9)ରେ ବାଇବଲ କହେ !ବଚସା କରୁଥିବା ଇଶ୍ରାଏଲଙ୍କୁ ଦୂତ ବିନାଶ କଲା !ତେଣୁ ଆପଣମାନେ ମଧ୍ୟ ବଚସା କର ନାହିଁ ବୋଲି ବାଇବଲ ସତର୍କ କରାଉଛି !ତେଣୁ ସବୁ କାର୍ଯ୍ୟରେ କୃତଜ୍ଞତାର ସ୍ତୁତି ଜଣାଇ ମନତତ୍ୱ, ବଚସା କରିବା କାର୍ଯ୍ୟଗୁଡିକୁ ସ୍ଥାନ ନ ଦେଇ ସହାୟକ ହେଉଛି !ସେବକମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଛାଡିବା !ବଚସା କରିଥିବା ମରୀୟମ ସେବକମାନଙ୍କୁ ଦୋଷାରୋପ କଲେ ବି ମରୀୟମଙ୍କ ଭୟ, ସତର୍କତାକୁ ସ୍ୱରଣ କରିବା !ଜଗତ ପଛକୁ ଚାହିଁ ଲବଣ ସ୍ତମ୍ଭରେ ପରିଣତ ହୋଇଥିବା ଲୋଟଙ୍କ ସ୍ତ୍ରୀଙ୍କୁ ସ୍ୱରଣ କରି ସତର୍କରେ ଜୀବନଯାପନ କରିବା !

- ଶ୍ରୀମତୀ ଗୀତା ରିଚାର୍ଡ 

 

ପ୍ରାର୍ଥନାଅଂଶ :-

ପ୍ରତିଦିନ ସକାଳୁ ପାଞ୍ଚ ଘଣ୍ଟା ସମୟରେ ହେଉଥିବା ସୁସ୍ଥତା ଆରାଧନାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କୁ ପରମେଶ୍ୱର ତାଙ୍କ ଶକ୍ତିରେ ଭରି ଅଭିଷେକ କରି ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş mavibet mavibet giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot sweet bonanza betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş