Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-01-2022 (Kids Special)
Share:

By Village Missionary Movement

Sunday, 30-Jan-2022

ଆଜିର ବାକ୍ୟ (Oriya) 30-01-2022 (Kids Special)

 

ଏ କିଏ ? 

 

“ସେ ଅଧିପତିମାନଙ୍କ ସଙ୍ଗେ, ନିଜ ଲୋକଙ୍କ ଅଧିପତିଗଣ ସଙ୍ଗେ ବସାଇବା ପାଇଁ,” - ଗୀତସଂହିତା 113:7

 

ବର୍ଣ୍ଣବାଟ ନାମକ ଛୋଟ ବାଳକ ସବୁବେଳେ ସକ୍ରିୟ ହୋଇଥାଏ !ଏମାନେ ସମସ୍ତେ ତେର ଜଣ ଭାଇ ଓ ଭଉଣୀ ଅଟନ୍ତି !ସବୁବେଳେ ଘରରେ ହସ କାନ୍ଦ ହୋଇ ଘରଟି କୋଳାହଳ ହୋଇଥିବ !ତାଙ୍କ ପିତା ଗାରଲୋ କାମକୁ ଯିବା ବେଳେ, ମୁଁ ଯିବି କହି ଏହି ବର୍ଣ୍ଣବାଟ କୋଳାହଳ କରେ !ବାପା ଦିନେ ସେହିଁ ବାବୁଙ୍କୁ ତାଙ୍କ ସହିତ ଅଫିସକୁ ନେଲା !ଡେରିରେ ପହଂଚିବା ଯୋଗୁ ତାଙ୍କ ମେନେଜେର ଗାରଲୋକୁ ଗାଳି ଦେଲା !ବାପା ମେନେଜେରଙ୍କ ଠାରୁ ଗାଳି ଶୁଣିବା ବର୍ଣ୍ଣବାଟଙ୍କୁ ବହୁତ ଦୁଃଖ ଲାଗିଲା !ସେହି ମେନେଜେର ବର୍ଣ୍ଣବାଟଙ୍କୁ ଜଣେ ବଡ଼ ମହାନ ବ୍ୟକ୍ତି ଭାବେ ଦେଖା ଗଲା !ସଙ୍ଗେ ସଙ୍ଗେ ବର୍ଣ୍ଣବାଟ ଭାବିଲା, ମୁଁ ଭଲ ଭାବେ ପାଠ ପଡି ଜଣେ ମେନେଜେର ହେବି !ଆପଣମାନଙ୍କୁ ମଧ୍ୟ ଅନେକ ପ୍ରକାରର ସ୍ବପ୍ନ ଅଛି ତ ? ଡାକ୍ତର ହେବି, ଇଂଗିନୀରିଙ୍ଗ ହେବି, ନର୍ସ ହେବି ଆର୍ମି ଅଫିସର ହେବି, ସମସ୍ତେ ଆଶା କରୁଥିବ ତ ? 

 

ଦିନେ ସେହି ମେନେଜେରଙ୍କ ଘରରେ ଏକ ମହାନ ରାତ୍ରି ଭୋଜନ ପ୍ରସ୍ତୁତି ହେଲା !ସେଠାକୁ ବର୍ଣ୍ଣବାଟଙ୍କ ପରିବାରକୁ ଆମନ୍ତ୍ରଣ କରାଯାଇଥିଲା, ସମସ୍ତେ କାରରେ ସେଠାକୁ ଗଲେ !କିନ୍ତୁ ଏହି ବର୍ଣ୍ଣବାଟ ମେନେଜେର କେଉଁଠି କେଉଁଠି ବୋଲି ଖୋଜୁ ଥାଏ !ଆଉ ବଳକା ସବୁ ପିଲାମାନେ ଖାଇପିଇ, ମଉଜ ମସ୍ତ କରି ଖୁସି ମନାଉଥାନ୍ତି !ସେହି ମେନେଜେରଙ୍କୁ ଦେଖି ବର୍ଣ୍ଣବାଟ ଭାବିଲା, ତାଙ୍କ ସଦୃଶ୍ୟ ହେବି, ସେ ହିଁ ମୋର ହିରୋ !ହଠାତରେ ମେନେଜେରଙ୍କୁ ଆଉ ଅନ୍ୟ କେହି ଜଣେ ଗାଳି କରିବା ବର୍ଣ୍ଣବାଟ ଅନୁଧ୍ୟାନ କଲା !ସେତେବେଳେ ବର୍ଣ୍ଣବାଟ ବାପାଙ୍କ ନିକଟକୁ ଯାଇ ପଚାରିଲା, ବାପା ମେନେଜେରଙ୍କଠୁ ମହାନ ବ୍ୟକ୍ତି ଅଛନ୍ତି କି ? ବାପା କହିଲା, ହଁ ବାବୁ ତାଙ୍କ ଠାରୁ ମହାନ ମାଲିକ !ତେବେ ବର୍ଣ୍ଣବାଟ ପଚାରିଲା, ବାପା ଦେଶରେ ସବୁଠୁ ମହାନ ପଦବୀ କଣ ? ବର୍ଣ୍ଣବାଟର ବାପା ହସି ହସି କହିଲା, ରାଜାଙ୍କ ସ୍ନିହାସନ !ସେହି ଦିନଠାରୁ ରାଜା ହେବି ବୋଲି ବର୍ଣ୍ଣବାଟ ଆଲୋଚନା କଲା !ବିଦ୍ୟାଳୟ ପାଠ ସମାପ୍ତି କରି, ସୈନିକରେ ପ୍ରବେଶ କଲା !ତାହାଙ୍କର କଠିନ ପରିଶ୍ରମର ଚେଷ୍ଟା ଦ୍ଵାରା ଅତିଶୀଘ୍ର ସୈନିକର ଅଧିପତି ହେଲା !ସଠିକ ଅବସ୍ଥା ଆସିଲା, ସେହି ଅବସ୍ଥାକୁ ବ୍ୟବହାର କରି,ଫ୍ରାନସ ଦେଶରେ ରାଜା ହେଲା !ରାଜାମାନଙ୍କର ପରିବାରରେ ଜନ୍ମ ନ ହୋଇଥିଲେ ମଧ୍ୟ ଇଏ ରାଜା ହୋଇ ପାରିଲା !ମାତ୍ର ବର୍ଣ୍ଣବାଟ ହିଁ ସେହି ରାଜାର ଇତିହାସ ଲେଖି ପାରିଥିଲେ !ସାଧାରଣ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ରାଜା ହୋଇ ପାରିବେ ବୋଲି ନିରୂପଣ କଲା !ଏ କିଏ ଜାଣିଛ କି ? ଏ ହେଉଛନ୍ତି "ମହାନ ଯୋଦ୍ଧା ନେପୋଲିୟନ ବର୍ଣ୍ଣବାଟ" !ମୋ ଦ୍ଵାରା ହେବ ନାହିଁ ଏହି ବାକ୍ୟ ତାଙ୍କ 'ଶବ୍ଦକୋଷରେ'ରହିବାକୁ ହେବ ନାହିଁ ବୋଲି ବର୍ଣ୍ଣବାଟ କହୁଥାନ୍ତି !ସାଧାରଣ ପରିବାରରେ ଜନ୍ମ ନେଇ ଥିଲେ ବି ନୀରିକ୍ଷଣରେ ଚେଷ୍ଟା କରି, ତାହାଙ୍କ ଲକ୍ଷ୍ୟକୁ ବିଜୟୀ ଭାବେ ପହଁଚିଲା !

 

ପ୍ରିୟ ଭାଇ ଓ ଭଉଣୀମାନେ, ଏହି ନୂତନ ବର୍ଷରେ ମଧ୍ୟ ମୋ ଦ୍ଵାରା ହେବ ନାହିଁ ଏହା ସାଧ୍ୟ ନୁହେଁ, ଏହା ସଂମ୍ପାଦନ କରି ହେବ ନାହିଁ ବୋଲି କୌଣସି କାର୍ଯ୍ୟକୁ ଆଲୋଚନା କରିବା ଉଚିତ ନୁହେଁ !ଆମ୍ଭମାନଙ୍କୁ ସୃଷ୍ଟି କରିଥିବା ପରମେଶ୍ୱର କହନ୍ତି, ମୁଁ ନ କରି ପରିବା ଅସାଧ୍ୟ କାର୍ଯ୍ୟ କିଛି ନାହିଁ !ହଁ ତାହାଙ୍କୁ ସବୁ ସାଧ୍ୟ ଅଟଇ !ତୁମ୍ଭମାନଙ୍କ ଇଚ୍ଛା, ପ୍ରଚେଷ୍ଟା ସବୁକୁ ସେ ସଫଳ କରିବେ !ଯୀଶୁବାପାଙ୍କୁ ବିଶ୍ୱାସ କରି, ତୁମ୍ଭମାନଙ୍କର ଜୀବନ ଯାତ୍ରାକୁ ଜାରି ରଖିଲେ ନିଚୟ ବିଜୟ ତୁମ୍ଭ ହସ୍ତରେ ରହିବ !

- ଶ୍ରୀମତୀ ଜ୍ୟୋତି ଆନନ୍ଦ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al grandpashabet grandpashabet grandpashabet grandpashabet giriş grandpashabet grandpashabet güncel giriş grandpashabet grandpashabet güncel grandpashabet grandpashabet giriş grandpashabet giriş grandpashabet grandpashabet grandpashabet grandpashabet holiganbet giriş holiganbet güncel giriş holiganbet güncel giriş holiganbet giriş sahabet onwin casibom giriş casibom casibom giriş casibom matbet matbet giriş casibom casibom giriş amgbahis amgbahis giriş casibom casibom giriş jojobet jojobet giriş perabet perabet giriş holiganbet holiganbet giriş matbet matbet giriş superbetin superbetin giriş supertotobet supertotobet giriş superbetin superbetin giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş mavibet mavibet giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ grandpashabet jojobet jojobet giriş Hiltonbet Hiltonbet giriş Hiltonbet güncel Hiltonbet jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş casibom casibom giriş