Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-01-2022
Share:

By Village Missionary Movement

Friday, 28-Jan-2022

ଆଜିର ବାକ୍ୟ (Oriya) 28-01-2022

 

ତାହାଙ୍କ ଆଗମନ ପର୍ଯ୍ୟନ୍ତ 

 

“ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ।“ - ଉପଦେଶକ 9:10

 

ଆମ୍ଭେ ସମସ୍ତେ ପ୍ରତିଦିନ ସମାଧି ଆଡକୁ ଦୌଡୁଛୁ !କିଏ ଆଗ ପହଂଚିବ, କିଏ ପଛେ ପହଂଚିବ, ଶେଷରେ କିଏ କିଏ ପହଁଚିବେ ଏହା ସଦାପ୍ରଭୁ ହିଁ ସ୍ଥିର କରନ୍ତି !ଆମ୍ଭେ ଅନେକ ବର୍ଷ ଏହି ଜଗତରେ ବଞ୍ଚିରହି ପାରିବା ନାହିଁ !ରୋଗ ଏବଂ ପ୍ରକୃତି ଏହି ଦୁଇଟି ମିଶି ଅନେକ ମରଣ ଧରିକି ଆଣୁଛି !ବର୍ତ୍ତମାନ ଏହି ରୋଗ କୋରନା ଭାଇରସ ଦ୍ଵାରା ମୃତ୍ୟୁ ଅନେକ ମାର୍ଗରେ ପ୍ରକୃତି ବିପର୍ଯ୍ୟୟ , ଭୂମିକମ୍ପ, ବର୍ଷା, ବନ୍ୟା, ତୋଫାନ, ହତ୍ୟା ଓ ଆତ୍ମହତ୍ୟା ବୋଲି ମୃତ୍ୟୁ ଧରିକି ଆସିଲେ ସାରଣୀ ବିସ୍ତାର ହୋଇ ଯାଉଛି !

 

ଆମ୍ଭେ ଜୀବନରେ ଥିବା ପର୍ଯ୍ୟନ୍ତ ହିଁ ଅନେକ ସତକର୍ମ କରି ପାରିବା !ସେଥିପାଇଁ ସଦାପ୍ରଭୁ ଆମ୍ଭଙ୍କୁ ଉତ୍ତମ ଜ୍ଞାନ, ବୁଦ୍ଧି ଅନେକ ଭାବନା ଦେଇଛନ୍ତି !ତାହାକୁ ଆମେ ସଠିକ ରୂପେ ଠିକରେ ବ୍ୟବହାର କରୁଛୁକି ? ଅଥବା ଅଳସୁଆରେ ରହି ଦିନ ବିତାଉଛୁ କି ? ସଦାପ୍ରଭୁ ଆମକୁ ଦେଇଥିବା ଜ୍ଞାନ ଦ୍ଵାରା ପ୍ରଭୁଙ୍କ ଇଚ୍ଛାର ମହିମା କାର୍ଯ୍ୟ କରିପାରିବା !ତାହାହିଁ ଶୋଲମନ କହନ୍ତି, ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର !ଆମ୍ଭେ ଆମ ଘରରେ ଥିବା ଲୋକଙ୍କୁ ସାହାଯ୍ୟ କି ସେବା କରିପାରିବା !ସାଧାରଣ ଭାବେ କରୁଥିବା ଦାଇତ୍ୱଠୁ ଅତ୍ୟଧିକ ଆମ୍ଭେ ଚେଷ୍ଟା କରି ପାରିବା !ବୃଦ୍ଧା ଅବସ୍ଥାରେ ଥିବା ପିତାମାତାଙ୍କୁ, ଶାଶୂଶଶୂରଙ୍କୁ ଉତ୍ତମ ଭାବେ ଦେଖାସାକ୍ଷାତ କରିପାରିବା !ସନ୍ତାନମାନଙ୍କୁ ଆଗ୍ରହରେ ଲାଳନପାଳନ କରି ଉତ୍ତମ ମାର୍ଗରେ କଢାଇ ପାରିବା !ଆମ୍ଭ ଚାରିପଟେ ଥିବା ଲୋକଙ୍କୁ ଆବଶ୍ୟକ ସମୟରେ ଧନ ସାହାଯ୍ୟ ଅଥବା ଅନ୍ୟ ସାହାଯ୍ୟ କରି ସେମାନଙ୍କୁ ଖୁସି କରି ପାରିବା !ସଦାପ୍ରଭୁଙ୍କର ଇଚ୍ଛା ଜଣେ ଖ୍ରୀଷ୍ଟିଆନର ସାକ୍ଷ ଜୀବନ ତାଙ୍କ ପରିବାରରୁ ହିଁ ଆରମ୍ଭ ହେବା ଉଚିତ !ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବ୍ୟକ୍ତି ତାଙ୍କ ସହପାଠୀଙ୍କ ସହ ସେମାନେ ପାଇଥିବା ଶିକ୍ଷା ସେମାନଙ୍କୁ ଶିଖାଇ, ସେମାନଙ୍କୁ ଉଚ୍ଚାହିତ କରି ବିଦ୍ୟାରେ ଉପରକୁ ଆସିବାକୁ ସାହାଯ୍ୟ କରି ପାରିବା !ସତକର୍ମ କରିବାରେ ନିରୁଉଚ୍ଚାହିତ ନ ହୋଇ ରହିବା ଉଚିତ !କାହିଁକିନା ପରମେଶ୍ୱର ମଧ୍ୟ ଆକାଶରୁ ଦୂତଗଣଙ୍କ ସହ ଆସିବା ବେଳେ ସେମାନେ ସେମାନଙ୍କର କର୍ମ ଅନୁଯାୟୀ ତାହାଙ୍କ ପରିଣାମ ଧରି ଆଣିବି କହୁଛନ୍ତି !

 

ହଁ ସମୟାନୁବର୍ତ୍ତିତ କରି ଆମ୍ଭ ହସ୍ତକୁ ସମର୍ପଣ କରାଯାଇ ଥିବା କାର୍ଯ୍ୟକୁ ଦୁର୍ବଳତା ନ ରହି କରିବା !ଯଦି ଏ ସମସ୍ତ କଲା ବେଳେ ପୃଥିବୀରେ ଆମକୁ କଷ୍ଟ, ନଷ୍ଟ, ନିରୁଉଚ୍ଚାହିତ, ଅପେକ୍ଷା କରୁଥିବା ପ୍ରେମ ପାଇ ନ ପାରୁ, କିନ୍ତୁ ନିରୁଉଚ୍ଚାହିତ ନ ହୋଇ ଆଉ ଅତ୍ୟଧିକ କାର୍ଯ୍ୟ କରିବା !ତାହାଙ୍କ ଆଗମନରେ ଜୀବନ ମୁକୁଟକୁ ଆମ୍ଭ ନିମନ୍ତେ ଦେବା ପାଇଁ ଆଗ୍ରହରେ ଅଛନ୍ତି !ଏହାକୁ ମନେ ରଖି ଆଉ ଅଧିକ ସତକର୍ମ ଗୁଡିକୁ ତାହାଙ୍କ ଆଗମନ ପର୍ଯ୍ୟନ୍ତ ଅତିଉଚ୍ଚାହରେ କର୍ମ କରି ଆଗକୁ ବଢିବା !

- ଶ୍ରୀମତୀ ଭୁବାନା ଧାଁନା ବାଲାନ୍

 

ପ୍ରାର୍ଥନାର ଅଂଶ :-

ଆମ୍ଭ ଫିସ କେନ୍ଦ୍ରକୁ ଆସୁଥିବା ବ୍ୟକ୍ତିଗଣ ଶାରୀରିକରେ ଆତ୍ମାରେ ମୁକ୍ତ ହୋଇ ପରିତ୍ରାଣ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş casibom casibom giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet