Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-01-2022 (Kids Special)
Share:

By Village Missionary Movement

Saturday, 22-Jan-2022

ଆଜିର ବାକ୍ୟ (Oriya) 23-01-2022 (Kids Special)

 

ଜ୍ଞାନ ହିଁ ଗୁରୁତ୍ୱ 

 

“ଯେଉଁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ, ସେ ଧନ୍ୟ।“ - ହିତୋପଦେଶ 3:13

 

ହାଲୋ ପିଲାମାନେ, କେମିତି ଅଛ ? ତୁମ୍ଭେ ପ୍ରତିସପ୍ତାହ କାହାଣୀ ଶୁଣୁଛତ ? ଆଜି ବାଇବଲରେ ଘଟିଥିବା ପ୍ରକୃତ ଘଟଣାଟି ଗୋଟିଏ କହୁଛି !ଶୁଣିବାକୁ ତୁମେ ପ୍ରସ୍ତୁତ କି ? ଆର ୟୁ ରେଡି, ଓଃ... ୟେସ ବୋଲି କହନ୍ତୁ ଦେଖିବା !ସୁପର, କହିଲ ତ !ଶୋଲମନ ନାମକ ଜଣେ ରାଜା ଅଛନ୍ତି !ତାହାଙ୍କର ପିତାଙ୍କ ନାମ ଦାଉଦ ରାଜା !ପରମେଶ୍ୱରଙ୍କର ପ୍ରିୟ ପାତ୍ର ହୋଇ ଜୀବନଯାପନ କରି, ଲୋକଙ୍କୁ ଉପକାର କରି, ଉତ୍ତମ ରୂପେ ଶାସନ କଲା !ତାଙ୍କ ସଦୃଶ୍ୟ ତାଙ୍କ ପୁତ୍ର ଶୋଲମନ ରାଜା ମଧ୍ୟ ପ୍ରଭୁଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ଭାବେ ଥିଲା !ଗୋଟିଏ ଦିନ ରାତ୍ରିରେ ନିଦ୍ରା ସମୟରେ ସ୍ବପ୍ନରେ ସଦାପ୍ରଭୁ ପ୍ରତ୍ୟକ୍ଷ ହେଲେ !ତୁମ୍ଭମାନଙ୍କୁ ମଧ୍ୟ ସ୍ବପ୍ନ ଆସିବ ତ !ହଁ ଏହି ସ୍ବପ୍ନରେ ପ୍ରଭୁ ଆସି ଶୋଲମନଙ୍କୁ କହିଲେ, ତୁମ୍ଭର କଣ ଆବଶ୍ୟକ ମାଗ ମୁଁ ଦେବି !ଯଦି ତୁମେ ହେଲେ କଣ ମାଗିଥାନ୍ତ ? ଆଲୋଚନା କରି କୁହ !

 

ଶୋଲମନ ରାଜା ମଧ୍ୟ ଆଲୋଚନା କଲା !ଟଙ୍କା, ସୁନାମ ଅର୍ଜନ, ସମ୍ପତି ଏହି ସବୁ କିଛି ମାଗିଥିବ ବୋଲି ଭାବୁଛ କି ? ଅଥବା ନୁହେଁ !ଆଉ କଣ ମାଗିଥିବ ? କୁହନ୍ତୁ, ନା କହିବି ଶୁଣ !ମୁଁ ଜଣେ ଉତ୍ତମ ରାଜା ରୂପେ ରହିବାକୁ, ଲୋକମାନଙ୍କୁ ଶାସନ କରିବାକୁ ଉତ୍ତମ ଜ୍ଞାନ ଆବଶ୍ୟକ !ଏହା ପ୍ରଭୁଙ୍କର ଦୃଷ୍ଟିରେ ଶ୍ରେଷ୍ଠ ଅଟେ !କାରଣ ସେ ମାଗିଥିବା ଜ୍ଞାନକୁ, ନ ମାଗିଥିବା ସମ୍ପତିକୁ, ମହିମା ମଧ୍ୟ ତାଙ୍କୁ ଦେଲା !ଏହାର ଜ୍ଞାନ ବିଷୟରେ ଶୁଣି ଜଗତର ରାଜାମାନେ ଓ ରାଣୀମାନେ ଶୋଲମନଙ୍କୁ ଖୋଜି ଖୋଜି ଆସିଲେ !ଇଏ ନ୍ୟାୟ ବିଚାର କରିବା ଶୁଣି ସବୁ ଲୋକମାନେ ଆଚର୍ଯ୍ୟ ହେଉଥାନ୍ତି !ଏହାର ନାମ, ସୁନାମ, ମହିମା ସବୁ ସ୍ଥାନରେ କଥା ହେବାକୁ ଲାଗିଲେ !ଶୋଲମନ ଜଣେ ମହାନ ଜ୍ଞାନୀ ହିଁ ନୁହନ୍ତି !ସେ ମହାନ ଧନୀକ ଭାବେ, ବିଖ୍ୟାତ ରାଜା ରୂପେ ଓ ପରମେଶ୍ୱରଙ୍କର ଭୟ ଓ ଭକ୍ତିର ରାଜା ରୂପେ ଥିଲା !

 

ହେ ମୋର ପ୍ରିୟ ସୁନାପିଲାମାନେ, ଶୋଲମନ ରାଜାଙ୍କୁ ଜ୍ଞାନ ଦେଇ ଥିବା ଇଶ୍ୱର, ତୁମ୍ଭମାନଙ୍କୁ ମଧ୍ୟ ଜ୍ଞାନ ଦେଇ ପାରିବ !ତୁମ୍ଭେ ଯଦି ମାଗିବ ସମସ୍ତଙ୍କୁ ସଂପୂର୍ଣ୍ଣ ଦୟା କରୁଥିବା ଯୀଶୁଖ୍ରୀଷ୍ଟ ତୁମ୍ଭଙ୍କୁ ସଂପୂର୍ଣ୍ଣ ଜ୍ଞାନ ଦେଇ ପାରିବ !ଏହି ନୂତନ ବର୍ଷରେ ଜ୍ଞାନକୁ ପାଇ ବିଜୟୀ ଭାବେ ଜୀବନଯାପନ କରିବାକୁ, ଆପଣମାନଙ୍କୁ ଉଚ୍ଚାହିତ କରୁଛୁ !ନୂତନ ବର୍ଷର ଅଭିନନ୍ଦନ !

 

ଭାଇ ବିଜୟ କୁମାର

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet