Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-01-2022
Share:

By Village Missionary Movement

Thursday, 20-Jan-2022

ଆଜିର ବାକ୍ୟ (Oriya) 20-01-2022

 

ଅତ୍ୟଧିକ ଭାବନା କରନ୍ତୁ ନାହିଁ 

 

“କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ୍, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ୱର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର ।“ - ରୋମୀୟ 12:3

 

ବକ୍ସସିଂ ପ୍ରତିଯୋଗୀତାରେ ବିଖ୍ୟାତ ହୋଇଥିବା ବ୍ୟକ୍ତି ମହମଦ୍ ଆଳି !ଏକସଠି ପୃଥିବୀ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ସତାବନ ଥର ବିଜୟୀ ହୋଇ ବିଖ୍ୟାତ ହୋଇଥିବା ବ୍ୟକ୍ତି !ସେ ତାଙ୍କ ନିମନ୍ତେ 'ଆଇ ଏମ ଦା ଗ୍ରେଟେଷ୍ଟ 'ବୋଲି ସବୁବେଳେ ଗର୍ବିତ ହୋଇ କହୁଥାଏ !ଦିନେ ସେ ବିମାନରେ ଯାତ୍ରା କରି ଯାଉଥିବା ବେଳେ ସିଟବେଲ୍ଟ ନ ଲଗାଇ ବସିଥାନ୍ତି !ସମସ୍ତଙ୍କୁ ଦେଖି ସିଟବେଲ୍ଟ ଲଗାନ୍ତୁ ବୋଲି ସେହି ବିମାନରେ କାର୍ଯ୍ୟରତ ସ୍ତ୍ରୀ କହିକି ଆସିଲା !ଏହାଙ୍କ ନିକଟକୁ ଆସି ସିଟବେଲ୍ଟ ଲଗାନ୍ତୁ କହିଲା !ଆଳି ଗର୍ବିତ ହୋଇ କହିଲା, ମୁଁ ସୁପର ମେନ ମୋର ସିଟବେଲ୍ଟ ଦରକାର ନାହିଁ !ସେଥିପାଇଁ ସେ ସ୍ତ୍ରୀ କହିଲା, ସୁପର ମେନର ବିମାନ ଯାତ୍ରା ମଧ୍ୟ ଦରକାର ନାହିଁ !ସଙ୍ଗେ ସଙ୍ଗେ କିଛି ନ କହି ଆଳି ସିଟବେଲ୍ଟ ଲଗାଇଲା !ତାଙ୍କଠାରେ ସୁଦୀର୍ଘ ଗର୍ଵତା ଦେଖାଗଲା !

 

ବାଇବଲରେ ରାଜା ନେବବତ ନଜର ଏହା ମୋର ଶକ୍ତି ଓ ପରାକ୍ରମ ଦ୍ଵାରା ମୋର ମହିମାକୁ ବ୍ୟାଖ୍ୟା କରିବାକୁ ମୁଁ ନିର୍ମାଣ କରିଥିବା ମହାବାବିଲନ ତ ବୋଲି ଗର୍ବିତରେ କହିଲା !ଗର୍ବିତମାନଙ୍କୁ ସଦାପ୍ରଭୁ ବିରୋଧୀ ହୁଅନ୍ତି, ବାକ୍ୟ ଅନୁଯାୟୀ ସଦାପ୍ରଭୁଙ୍କ କ୍ରୋଧ ସଙ୍ଗେ ସଙ୍ଗେ ପ୍ରତ୍ୟକ୍ଷ ହୋଇ ସିଂହାସନରୁ ଠେଲିଦେଇ, କେବଳ ସେଥିକି ନ ହୋଇ ମଣିଷମାନଙ୍କର ଠାରୁ ମଧ୍ୟ ଠେଲିଦେଇ ପଶୁ ସଦୃଶ୍ୟ ଘାସକୁ ଚରି, ଜୀବନରେ ପଶୁ ସଦୃଶ୍ୟ ଜୀବନଯାପନରେ ପରିବର୍ତ୍ତନ ହୋଇଗଲା !ଏହିପରି ଦୁଃଖର ପରିସ୍ଥିତିର କାରଣ କଣ ? ତାହା ହେଉଛି ତାହାଙ୍କ ଗର୍ବ !ଯେବେ ଜ୍ଞାନ ଆସି, ତାର ପରିସ୍ଥିତିକୁ ଜାଣି, ନିଜକୁ ପ୍ରଭୁଙ୍କର ଆଡକୁ ଅନାଇ ବିନତି କଲା, ସେତେବେଳେ ହରାଇ ଥିବା ସବୁ ପୁନର୍ବାର ଫେରି ପାଇଲା !

 

ଆମ୍ଭ ଜୀବନରେ ମଧ୍ୟ ଆମ୍ଭଙ୍କୁ ଆସୁଥିବା ପାପମାନଙ୍କରେ ବହୁତ ଶକ୍ତିଶାଳୀ ଗର୍ବ ଅଟେ !ଆମ୍ଭ ଭାବନାରେ ଗର୍ବ ବାସ କଲା ବେଳେ ସଦାପ୍ରଭୁ ଆମ୍ଭ ବିରୋଧୀରେ ଠିଆ ହେବାକୁ ଆସି ଯାଆନ୍ତି !ଅନେକ ଭାବନା କରନ୍ତି, ମୋର ବିନା ଏହି ସେବା କରିବାକୁ କାହାକୁ ଯୋଗ୍ୟତା ନାହିଁ ବୋଲି ନିଜକୁ ଗର୍ବରେ ଆଲୋଚନା କରୁଥାନ୍ତି !ଆଉକିଛି ବ୍ୟକ୍ତି ମୁଁ କିଛି କରି ପାରିବିନି ବୋଲି ସଦାପ୍ରଭୁ ମୋତେ କିଛି ଭାବନା ଦେଇ ନାହାନ୍ତି ବୋଲି ସଂକୋଚନ ହୋଇ ବସି ଥାନ୍ତି !ଏହି ଦୁଇଟି ସବୁ ଭୁଲ ଅଟେ !ଆମ୍ଭେ ପ୍ରତ୍ୟେକ ଜଣ ପ୍ରଭୁଙ୍କ ନିମନ୍ତେ କିଛି ହେଲେ କରିବା ଉଚିତ !ତେଣୁ ଗର୍ବ ଆମ୍ଭ ଜୀବନକୁ ନ ଆଣି ସଞ୍ଚୟ କରି, ଆମ୍ଭେ ପ୍ରଭୁଙ୍କର ନିମନ୍ତେ ମହିମା ଆଣିବା ବ୍ୟକ୍ତି ଭାବେ ପରିବର୍ତ୍ତନ ହେବାକୁ, ସଦାପ୍ରଭୁ ଆମ୍ଭଙ୍କୁ କୃପା କରନ୍ତୁ !

- ଭାଇ ହାଣିଷ ଶାମୂଏଲ 

 

ପ୍ରାର୍ଥନାର ଅଂଶ :-

ବାଇବଲ କଲେଜରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନଙ୍କର ବସତି ନିମନ୍ତେ ନିର୍ମାଣ କରୁଥିବା ବଖରା ଯଥାଶୀଘ୍ର ନିର୍ମାଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet