By Village Missionary Movement
Friday, 15-Jan-2021ଆଜିର ବାକ୍ୟ (Oriya) 15-01-2021
କଳା କଫି
“ତାହାର ଯାହା ସାଧ୍ୟ, ତାହା ସେ କରିଅଛି।“ - ମାର୍କ 14:8
କିଛି ବର୍ଷ ପୂର୍ବେ ଶିବଗଙ୍ଗା ଜିଲ୍ଲାରେ ପ୍ୟାନ ସେବା ସକାଶେ ଦୋଳ ହୋଇ ଯାଇ ଥିଲୁ !ପ୍ରତ୍ୟୋକ ଗ୍ରାମକୁ ପହଂଚି ପତ୍ରିକା ମାଧ୍ୟମରେ ଛୋଟ ପିଲାମାନଙ୍କର ସେବା କରୁଥିଲୁ !ସେବା କାର୍ଯ୍ୟ ଶେଷ କରି ଘରକୁ ଫେରିବା ସମୟରେ ଚିତ୍ରା ନାମକ ଜଣେ ଭଉଣୀ ତାଙ୍କ ଗୃହକୁ ଆସି ପ୍ରାର୍ଥନା କରିବାକୁ ଅନୁରୋଧ କଲା !ଆମ ମଧ୍ୟରେ କେତେ ଜଣ ତାଙ୍କ ଗୃହକୁ ଯାଇ ପ୍ରାର୍ଥନା କଲେ !ଆମକୁ ସେଇ ଘରର ଲୋକ କରିଥିବା ଅଥିତି କଦାପି ଭୁଲି ହେବ ନାହିଁ !ସେଥିରେ ମୁଖ୍ୟ ଭାବେ କଫି, ଯାନ୍ତିକାଲ ବହୁତ ଆମକୁ ଦେଲେ !ଆମେ ଫେରିବା ବେଳେ ଭଉଣୀ ଚିତ୍ରା ଓ ତାଙ୍କ ଗୃହର ଲୋକ କହିଲେ, ଯଦି ତୁମେ ଏହି ରାସ୍ତାରେ ଯିବ ତେବେ ଆମ ଘରକୁ ଆସି ପ୍ରାର୍ଥନା କରି କି ଯିବ !ଆମେ କ୍ରମଶଃ ସେହି ଗ୍ରାମକୁ ଆମ ଫିଲଡ ଗାଁ ସହିତ ମିଶାଇ ପ୍ରତ୍ୟୋକ ସପ୍ତାହରେ ଯାଉ ଥିଲୁ !
ଯୀଶୁଖ୍ରୀଷ୍ଟ ସେବାରେ ଯାଉ ଥିବା ରାସ୍ତାରେ ବେଥନିଆର ଶୀମୋନଙ୍କ ଗୃହରେ ଭୋଜନ କରିବା ବିଷୟରେ ପଢୁଅଛୁ !ସେଠାରେ ଜଣେ ସ୍ତ୍ରୀ ବହୁମୂଲ୍ୟ ଜଟାମାଂସି ତୈଳ ଯୀଶୁଙ୍କ ନିମନ୍ତେ ଦେଲା !ସେଠାରେ ଥିବା ସମସ୍ତଙ୍କଠୁ ତାଙ୍କ ଠାରେ ଥିବା ବହୁମୂଲ୍ୟ ଯୀଶୁଙ୍କ ପାଇଁ ଖର୍ଚ୍ଚ କରି ଥିବା ସେହି ସ୍ତ୍ରୀଙ୍କର ସାକ୍ଷୀ ଯୀଶୁଖ୍ରୀଷ୍ଟ ଦେଉଛନ୍ତି !
ଉପରେ କୁହାଯାଇ ଥିବା ଦୁଇଟି ଘଟଣା ମଧ୍ୟ ସେଇ ଭଉଣୀମାନେ ତାଙ୍କ ଆବଶ୍ୟକରୁ ମଧ୍ୟ ତାଙ୍କେ କରିପାରିବା କାର୍ଯ୍ୟଗୁଡିକ କରି ପରମେଶ୍ୱରଙ୍କର ଗୌରବ କଲେ !ତାହା ଭୁଲି ଯିବାକୁ ସେ ଅନ୍ୟାୟକାରି ନୁହନ୍ତି !ଏହି ସମ୍ବାଦ ଦ୍ଵାରା ପ୍ରଭୁ ତୁମ ସହିତ କଥା କହନ୍ତି !ତୁମ ବଳକାକୁ ପରମେଶ୍ୱରଙ୍କୁ ଖର୍ଚ୍ଚ କରନ୍ତୁ ବୋଲି ନୁହଁ, ବିଧବା ଘରକୁ ଯାଇ ତାଙ୍କର ଥିବା ଅଳ୍ପ ମଇଦା ଚୂନାରେ କରିଥିବା ରୋଟୀ ମଧ୍ୟ ପରମେଶ୍ୱରଙ୍କର ନିମନ୍ତେ ଅର୍ଥାତ ସେବାକୁ ଦେବା ହିଁ ପରମେଶ୍ୱର ଆଶା କରନ୍ତି !"ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି ।"(ମାର୍କ :-14:8)ର ଅନ୍ୟ ଏକ ସାକ୍ଷୀ ତୁମେ ପାଇବା ପରି ରହିପାରିବ ତ !
- ଭାଇ ଯାକବ ସାଙ୍ଗର
ପ୍ରାର୍ଥନା କରନ୍ତୁ :-ବିତି ଥିବା ମାସସାର ଖ୍ରୀଷ୍ଟ ଜନ୍ମ ସୁସମାଚାର ପ୍ରଚାର କରିଥିଲୁ ଶ୍ରବଣ କରିଥିବା ପ୍ରତ୍ୟୋକଙ୍କର ହୃଦୟରେ ଖ୍ରୀଷ୍ଟ ଜନ୍ମ ନିମନ୍ତେ !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.