Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-01-2022
Share:

By Village Missionary Movement

Tuesday, 18-Jan-2022

ଆଜିର ବାକ୍ୟ (Oriya) 18-01-2022

 

ପ୍ରଭୁଙ୍କର ଦ୍ଵାରା ପ୍ରସଂଶିତ ହେବା 

 

“କାରଣ ଈଶ୍ୱର ତୁମ୍ଭମାନଙ୍କର କର୍ମ, ଆଉ ସାଧୁଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଯାହା ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ କରୁଅଛ, ତାହା ଈଶ୍ୱର ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହଁନ୍ତି ।“ - ଏବ୍ରୀ 6:10

 

ଜଗତ ଦ୍ଵାରା ପ୍ରସଂଶିତ ହେବା ମଧ୍ୟରେ ରାଜନୀତି ନେତା, ସିନିମା ଅଭିନେତମାନେ ହିଁ ସ୍ଥାନ ସଂରକ୍ଷଣ କରି ପାରନ୍ତି !ସାଧାରଣ କାର୍ଯ୍ୟକାରୀମାନଙ୍କ ନାମ ସେହି ଟେବୁଲରେ ସ୍ଥାନ ରହିବ ନାହିଁ !କିନ୍ତୁ ସାଧାରଣ କାର୍ଯ୍ୟକାରି ମଧ୍ୟ ପ୍ରଭୁଙ୍କର ନିମନ୍ତେ ପରିଶ୍ରମ କଲା ବେଳେ ରାଜାମାନଙ୍କର ରାଜା ସଦାପ୍ରଭୁଙ୍କ ଠାରୁ ପ୍ରସଂଶା ପାଆନ୍ତି !ଉପରେ କୁହାଯାଇ ଥିବା ଓ ପାଠ କରାଯାଇ ଥିବା ଲେଖା ଅଂଶରେ ଆସିଥିବା ନାମାନ ସିରିୟା ରାଜାର ସେନାପତି !ମାତ୍ର ତାର ଜୀବନକୁ ପତନ କରିବା କୁଷ୍ଠ ରୋଗ ତାହାଙ୍କ ଠାରେ ଥିଲା !ସେ କୁଷ୍ଠ ରୋଗରୁ ସୁସ୍ଥତା ନିମନ୍ତେ କାରକ ଅଟେ, ଇଶ୍ରାଏଲ ଦେଶରୁ ବନ୍ଦୀ ହୋଇ ଅଣା ଯାଇଥିବା ତାହାଙ୍କ ସ୍ତ୍ରୀର ଦାସ କର୍ମ କରି ରହିଥିବା ଛୋଟ ଝିଅଟି !

 

ଏଲିଶା ପ୍ରବକ୍ତା ତାଙ୍କୁ କହିଲା, ତୁମେ ଜର୍ଦ୍ଦନ ନଦୀରେ ସାତ ଥର ସ୍ନାନ କର ବୋଲି ଉପଦେଶ କରିବାରୁ, ନାମାନ କପିଷ୍ଠ ହେଲା !ସେତେବେଳେ ତାହାଙ୍କର ଦାସ ବିନୟ ହୋଇ କହିଲା, ଏଲିଶାଙ୍କ ଆଜ୍ଞାକୁ ମାନ୍ୟ କର !ସେ ତାଙ୍କ କଥାକୁ ଶୁଣି ଜର୍ଦ୍ଦନରେ ସ୍ନାନ କଲା ବେଳେ ସୁସ୍ଥତା ପାଇଲା !ଇଶ୍ରାଏଲ ରାଜା କି, ଏଲିଶା କି, ଏହି ମହାନ କାର୍ଯ୍ୟ କରି ନାହାନ୍ତି !ସହଜ ସୁନ୍ଦର ଉପଦେଶ ଦେଇଥିବା ଛୋଟ ଝିଅଟି ଏବଂ ସେହି ଦାସମାନେ ଏହି ମହାନ ଅଦଦ୍ଭୁତ ଘଟିବାର କାରକ ଅଟନ୍ତି !ସାଧାରଣ କାର୍ଯ୍ୟକାରି ହିଁ ପରମେଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କରିବା ଦ୍ଵାରା କଣ ପାଇଲେ ? ଏହି ଦେଖ ଇଶ୍ରାଏଲ ମାନଙ୍କ ମଧ୍ୟରେ ଥିବା ଇଶ୍ୱରଙ୍କ ଛଡା ଆଉ କୌଣସି ଇଶ୍ୱର ଏହି ଜଗତରେ ନାହାନ୍ତି ବୋଲି ଗ୍ରହଣ କରିଛି କହି ନାମାନ ସାକ୍ଷୀ କହି ପାରୁଛନ୍ତି !

 

ସଦାପ୍ରଭୁଙ୍କ ଦ୍ଵାରା ଘୃଣିତ ହୋଇଥିବା ବ୍ୟକ୍ତିବୃନ୍ଦ, ଆପଣମାନେ ମଧ୍ୟ ଯଦି ଜଗତର ଦୃଷ୍ଟିରେ ସାଧାରଣ କାର୍ଯ୍ୟକାରି ଭାବେ ଧନ, ସମ୍ପତି, ପ୍ରତିଷ୍ଠିତରେ ତୁମ୍ଭେ ପ୍ରସଂଶିତ ନ ଥାଇପାର !ପାଠ, ଜ୍ଞାନ, ସାମର୍ଥ୍ୟ ଏହା କିଛି ନ ଥାଇ ମଧ୍ୟ ରହି ଥାଇପାର !ବିଚଳିତ ହୁଅନ୍ତୁ ନାହିଁ !ଆପଣାକୁ ସଦାପ୍ରଭୁ ରଖିଥିବା ସ୍ଥାନରେ ପ୍ରଭୁଙ୍କର ମହିମା କରନ୍ତୁ !ତାଙ୍କ ନିମନ୍ତେ ତାଙ୍କୁ ପ୍ରଶଂସା କରୁଥାଅ !ତୁମ୍ଭମାନଙ୍କର କାର୍ଯ୍ୟ ସ୍ଥାନରେ, କାର୍ଯ୍ୟ କରୁଥିବା ସମସ୍ତଙ୍କ ଭଲ ପାଇଁ, ପରିତ୍ରାଣ ନିମନ୍ତେ ପ୍ରାର୍ଥନା କରୁଥାଅ !ସେମାନେ ପ୍ରଭୁଙ୍କୁ ଜାଣିବା ନିମନ୍ତେ ପରିଶ୍ରମ କର !ଏପରି କଲେ ସ୍ବର୍ଗୀୟ ଦୃଷ୍ଟି ତୁମ୍ଭଙ୍କୁ ହିରୋ ରୂପେ ଦେଖିବ !ତୁମ୍ଭ ଦ୍ଵାରା ସ୍ୱର୍ଗ ରାଜ୍ୟ ଆନନ୍ଦିତ ହେବ !ଆମେନ୍ !

- ଶ୍ରୀମତୀ ଗୀତା ରିଚାର୍ଡ 

 

ପ୍ରାର୍ଥନାର ଅଂଶ :-

ବାଇବଲ କଲେଜରେ ଅଧ୍ୟୟନ କରି ଆସୁଥିବା ବିଦ୍ୟାର୍ଥୀଙ୍କୁ ପରମେଶ୍ୱରଙ୍କ ହସ୍ତରେ ଶେଷ ସମୟରେ ଉଜୋଗୀ ଅସ୍ତ୍ର ରୂପେ ବ୍ୟବହାର ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet