By Village Missionary Movement
Sunday, 16-Jan-2022ଆଜିର ବାକ୍ୟ (Oriya) 17-01-2022
ଇଶ୍ୱର ତୁମ୍ଭର ମଙ୍ଗଳ କରନ୍ତୁ
“ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, ତୁମ୍ଭେ ଆପଣା ଏହି ବଳରେ ଯାଇ ମିଦୀୟନ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କର; ଆମ୍ଭେ କି ତୁମ୍ଭକୁ ପଠାଇ ନାହୁଁ ?” - ବିଚାରକର୍ତ୍ତା 6:14
ପ୍ରସିଦ୍ଧ ଉଯୋଗୀ ପ୍ରସଙ୍ଗକ ଡି. ଏଲ. ମୋଦିଙ୍କ ଜୀବନରେ ଘଟିଥିବା ଏହା ପ୍ରକୃତ ଘଟଣା !ତାଙ୍କର ଶାରୀରିକ ଦୁର୍ବଳ ଯୋଗୁ ସେ ଜଣେ ଚିକିତ୍ସକସହ ମିଶିଲା !ସେହି ବଇଦ କହିଲା, ତୁମ୍ଭ ହୃଦୟରେ ସମସ୍ୟା ଅଛି, ତେଣୁ ତୁମର ବିଶ୍ରାମ ଦରକାର !ମୋଦିଙ୍କର ମନ ଏବଂ ହୃଦୟ ମଧ୍ୟ ସେହି ଅବସ୍ଥା ପାଇଁ ବିଶ୍ରାମକୁ ଇଚ୍ଛା ହେଲା !ଏହି ପରିସ୍ଥିତିରେ ପାଞ୍ଚ ମାସ ବୈଠକ ନିମନ୍ତେ ଆମେରିକା ଦେଶ ଯିବାକୁ ଜଳ ଜାହାଜରେ ଯାତ୍ରା ଆରମ୍ଭ କଲା ମୋଦି !ଜାହାଜ ଯାତ୍ରାଟି ଶରୀରକୁ ଅନୁପଯୋଗ ଯୋଗୁ ସେ ତାଙ୍କ ବଖରାରେ ହିଁ ରହିଥିଲେ !ଘଟିବାକୁ ଯାଉଥିବା ଉଯୋଗୀ ବୈଠକରେ ତାଙ୍କ କାର୍ଯ୍ୟକ୍ରମ କାହା କାହାକୁ ଦାଇତ୍ୱ ଦେବା ଉଚ୍ଚିତ ବୋଲି ଯୋଜନା କରୁଥାନ୍ତି !ସମୁଦ୍ରରେ ତୋଫାନ ଆସି, ସମୁଦ୍ରଟି ଟଳମଳ ହୋଇ ଜାହାଜର ମଧ୍ୟ ସ୍ତମ୍ଭକୁ ଭାଙ୍ଗି ଦେଲା !ଆଉ ସମୁଦ୍ରର ପାଣି ଜାହାଜ ଭିତରକୁ ପଶିବାକୁ ଆରମ୍ଭ ହେଲା !ମୋଦି ପ୍ରଭୁଙ୍କର ଆଡକୁ ଦୃଷ୍ଟି କରି ପ୍ରାର୍ଥନା କଲା !ପ୍ରାର୍ଥନାର ଉତ୍ତର ପରମେଶ୍ୱର କହିଲେ, ତୁମେ ବିଶ୍ରାମ ଦରକାର କହିଲ !ତୁମେ ତୁମର ସମ୍ପୂର୍ଣ ଶକ୍ତିରେ କାର୍ଯ୍ୟ ନ କଲେ, କିଛି ପ୍ରୟୋଜନ ନାହିଁ !ତେଣୁ ମୁଁ ମୋ ନିକଟକୁ ଡାକିନେବି ବୋଲି କହିବା କଥାକୁ ମୋଦିଙ୍କ ହୃଦୟକୁ ଥରାଇ ଦେଲା !ଏହି ବିପଦରୁ ତାଙ୍କୁ ଉଦ୍ଧାର କଲେ, ମୁଁ ସମ୍ପୂର୍ଣ ଶକ୍ତିରେ ତୁମ୍ଭ ସେବାରେ ଥିବି ବୋଲି ନିର୍ଣ୍ଣୟ କଲା !ତାପରେ ତାଙ୍କ ଶକ୍ତି ହୀନତା ନିମନ୍ତେ, ତାଙ୍କ ଜୀବନରେ କେବେବି ମନେ କରି ନାହିଁ !ସକାଳେ ଆଉ ଏକ ଜାହାଜ ସେମାନଙ୍କୁ ଉଦ୍ଧାର କରିବାକୁ ଆସିବା ଦ୍ଵାରା ସମସ୍ତେ କୂଳକୁ ପହଂଚିଲେ !ପ୍ରାସଙ୍ଗିକ ସଦାପ୍ରଭୁଙ୍କୁ ସ୍ତୁତି କରି ପ୍ରସଙ୍ଗଶିତ କଲା !ତାଙ୍କ ହୃଦୟରେ ପୌରସ ପ୍ରାନ୍ତରରୁ ଉଚ୍ଚିଳି ପଡିଲା !
ବାଇବଲରେ ମଧ୍ୟ ପରମେଶ୍ୱର ବ୍ୟବହାର କରିଥିବା ଅନେକଙ୍କୁ ଅନୁଧ୍ୟାନ କରି ଦେଖିଲେ, ତାଙ୍କ କାର୍ଯ୍ୟରେ ସମ୍ପୂର୍ଣ ମନରେ କାର୍ଯ୍ୟ କରିବା ବ୍ୟକ୍ତିମାନଙ୍କୁ ସଦାପ୍ରଭୁ ତାଙ୍କ ମହିମା ନିମନ୍ତେ ବ୍ୟବହାର କଲେ !ବର୍ଷାକୁ ନ ଦେଖିବା ସମୟରେ ମହାନ ଜାହାଜ ପ୍ରସ୍ତୁତ କରିବାକୁ ନହଙ୍କୁ ମୋନାନୀତ କଲେ !ମିଦିୟାନଙ୍କ ହସ୍ତରୁ ଗହମ ଏଡାଇବାକୁ ଲୁଟ କରିବା ମିଦିୟନଙ୍କୁ ବ୍ୟବହାର କଲେ !ବାର ଯୋଡ଼ି ବଳଦର ଲଙ୍ଗଳ ଦ୍ଵାରା ଚାଷ କରୁଥିବା ଏଳିଶାକୁ ଦ୍ଵିଗୁଣ ବର ଦେଇ ବ୍ୟବହାର କଲେ !ମେଷ ଜଗୁଆଳି ଦାଉଦ ସିଂହ ଏବଂ ଭାଲୁ ଠାରୁ ତାଙ୍କ ମେଷ ଗୁଡିକୁ ଉଦ୍ଧାର କରିବା ଦ୍ଵାରା ଦାଉଦଙ୍କୁ ସଦାପ୍ରଭୁ ମୋନାନୀତ କଲେ !ଏହିପରି ପ୍ରଭୁଙ୍କର ସେବାକାର୍ଯ୍ୟ ନିମନ୍ତେ ସମ୍ପୂର୍ଣ ଶକ୍ତିରେ ଆପଣ ମଧ୍ୟ କାର୍ଯ୍ୟ କରିବାକୁ ପ୍ରସ୍ତୁତ କି ?
ଗୋଟିଏ ସମୟର କଥା ଶକ୍ତିହୀନତା ଯୋଗୁ ନିରୁଉଚ୍ଚାହିତ ହୋଇଛ କି ? ଆବଶ୍ୟକକୁ ଆଲୋଚନା କରି ନିରୁଉଚ୍ଚାହରେ ଅଛ କି ? ସଦାପ୍ରଭୁଙ୍କର ନିମନ୍ତେ ପୌରସରେ ଉଠି କାର୍ଯ୍ୟକ୍ରମକୁ ଚଲାଅ !ଆପଣା ନିମନ୍ତେ ତାଙ୍କ ମହିମାର ଶକ୍ତିକୁ ତୁମ୍ଭଙ୍କୁ ଦେଇ ଆପଣାକୁ ବ୍ୟବହାର କରିବାକୁ ସେ ପ୍ରସ୍ତୁତ ଅଛନ୍ତି !ହାଲେଲୁୟା !
- ଆର. ମଂଜୁଲା
ପ୍ରାର୍ଥନାର ଅଂଶ :-
ଉତ୍ତର ଭାରତ ରାଜ୍ୟ ଗୁଡିକରେ ନୂତନ ସେବାକାର୍ଯ୍ୟ ଆରମ୍ଭ ହେବାକୁ ପ୍ରଭୁଙ୍କର କୃପା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.