Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-01-2022
Share:

By Village Missionary Movement

Friday, 14-Jan-2022

ଆଜିର ବାକ୍ୟ (Oriya) 14-01-2022

 

ଯୁଦ୍ଧ ନା ବିରତି 

 

“ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ ।“ - ୧ ତୀମଥି 6:12

 

ବନ୍ଧୁ ଉରୀୟ ଜଣେ ଉତ୍ତମ ଯୋଦ୍ଧା !ସୈନିକ ଦୋଳର ଯେକୌଣସି ଯୋଦ୍ଧାକୁ ଡାକି, ତୁମେ ଘରକୁ ଯାଇ ତୁମ୍ଭ ସପରିବାରରେ ଆନନ୍ଦରେ ରୁହ କହିଲେ, କେହି ହେଲେ ଯିବାକୁ ପଛଘୁଞ୍ଚା ହୁଅନ୍ତି କି ? କଦାପି ନାହିଁ !ଇଶ୍ରାଏଲ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ରାଜା ହୋଇଥିବା ଦାଉଦ କାଳରେ ଏହିପରି ଉରୀୟ ନାମକ ଜଣେ ଯୋଦ୍ଧାଙ୍କୁ ଆଜ୍ଞା କରାଗଲା !ଉରୀୟଙ୍କୁ ନିଜେ ରାଜା ଡାକି, ଘରକୁ ଯିବାକୁ ଉତ୍ତେଜନା କଲା !କିନ୍ତୁ ଉରୀୟ ଘରକୁ ଯିବାକୁ ମନା କଲା !ଏପରି ଅବାଧ୍ଯର କାରଣ ପଚାରିବାରୁ, ଉରୀୟ ପୌରସରେ କହିଲା, ସଦାପ୍ରଭୁଙ୍କର ମଞ୍ଜୁଷା, ଇଶ୍ରାଏଲ ସୈନିକ ଯୁଦ୍ଧରେ ଥିବାବେଳେ, ମୁଁ ଖାଇବାକୁ, ପିଇବାକୁ, ମୋ ପରିବାର ସହ ଆନନ୍ଦ କରିବାକୁ ମୁଁ କଣ ଘରକୁ ଯିବା ଉଚିତ କି ? 

 

ଜଣେ ସାଧାରଣ ଯୋଦ୍ଧା ଉରୀୟ ତାର ପ୍ରଭୁଙ୍କର ପ୍ରତି, ତାର ରାଜାଙ୍କ ପ୍ରତି ରଖିଥିବା ଦାଇତ୍ୱକୁ ଦେଖାନ୍ତୁ !ତାଙ୍କ ଦେଶର ଲୋକଙ୍କ ନିମନ୍ତେ ଯୁଦ୍ଧରେ ଠିଆ ହେବାଠାରୁ ତାର ଆନନ୍ଦ ଗୁରୁତ୍ୱ କି ? ବୋଲି ପୌରସରେ ଅଛି !ଏହିପରି ଜଣେ ପୌରସର ଯୋଦ୍ଧାର ଜୀବନ ଅନ୍ୟାୟରେ ଚାଲିଗଲା !ଦାଇତ୍ୱକୁ ସଂପୂର୍ଣ୍ଣ କରିବା ଦାଉଦ ଯୁଦ୍ଧରେ ନ ରହି ନିଦ୍ରାରେ ଥିବାହେତୁ, ପାପ, ଅଭିଶାପ ଗୁଡିକ ବଡୁଛି !ସେହି ଦିନ ଗଳିୟାତ ଠାରୁ ବିଜୟୀ ହୋଇଥିବା ଦାଉଦ କେଉଁଠି ? ପାଚୟବାଳ ସହ ଯୁଦ୍ଧ କରି ନ ପାରି ଦ୍ୱିଧାଵଧ ହେଉଛନ୍ତି !ଦାଉଦଙ୍କ ଠାରେ ଆରମ୍ଭରେ ଥିବା ପୌରସ, ଧୌର୍ଯ୍ୟ କୁଆଡେ ଗଲା ? ଆଃ ଯୁଦ୍ଧରେ ଉରୀୟ ବିରତିରେ ଦାଉଦ କେତେ ପରିତାପର ବିଷୟ !

 

ବନ୍ଧୁଗଣ, ଆଜିର ଦିନରେ ମଧ୍ୟ ପ୍ରଭୁଙ୍କର ନିମନ୍ତେ କାର୍ଯ୍ୟ କରିବା ଆମ୍ଭେ, ଆମ୍ଭ ମାନଙ୍କର ଦାଇତ୍ୱକୁ ଭୁଲିଯାଇ ନିଦରେ ବିତାଉଛୁ କି ? ଆମ୍ଭମାନଙ୍କର ଇଚ୍ଛା ଅନୁସାରେ ଜୀବନଯାପନ କରିଛୁ କି ? ବୁଝିବା !ଆଣ୍ଟୁକୁ ପ୍ରଭୁଙ୍କର ନିମନ୍ତେ ଭାଙ୍ଗି ବିଜୟୀ ନାମକ ପଦ ଆସିବା ପର୍ଯ୍ୟନ୍ତ ଜୀବନରେ ଆଗକୁ ଯାଉଥିବା !ଉଠିବା, ପ୍ରଭୁଙ୍କର ସାନିଧ୍ୟରେ ଜାଗି ରହିବା !ବିଶ୍ୱାସ ଯୁଦ୍ଧ ପ୍ରାଣପଣ କରିବା !ନିରୁଉଚ୍ଚାହକୁ, ଶକ୍ତିହୀନତାକୁ, କଷ୍ଟନଷ୍ଟକୁ ବିଜୟୀ ହୋଇ ପ୍ରଭୁଙ୍କ ନିମନ୍ତେ ବଞ୍ଚିବା !

- ଶ୍ରୀମତୀ ୠତ ଆଣିସ 

 

ପ୍ରାର୍ଥନାର ଅଂଶ :-

ପ୍ରାର୍ଥନାର ମିଶିନାରୀ ଭାବେ ଆମ୍ଭ ସହ ଏକତ୍ର ରହିଥିବା ପ୍ରତ୍ୟେକ ଜଣକୁ ପରମେଶ୍ୱର ପ୍ରାର୍ଥନାର ଆତ୍ମାରେ ପରିପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet