Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-01-2022
Share:

By Village Missionary Movement

Tuesday, 04-Jan-2022

ଆଜିର ବାକ୍ୟ (Oriya) 04-01-2022

 

ସାହାଯ୍ୟକାରୀ 

 

“କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।“ - ଯିଶାଇୟ 41:13

 

ଯୋହନ ନାମକ ବାଳକ ତାଙ୍କ ଘରର ଉପର ମହଲାରେ ଛଡି ଚାରିପଟ ଦେଖି ଖେଳୁଥାଏ !ହଠାତରେ ଧୂଆଁ ଆସିବା ଆରମ୍ଭ ହେଲା !ତାଙ୍କ ବାପା ତଳେ ରହି ପୁଅକୁ କହିଲା, ପୁଅ ତଳକୁ ଡେଇପଡ଼ !ସଙ୍ଗେ ସଙ୍ଗେ ଯୋହନ ଆଉ କିଛି ନ କହି ତଳକୁ ଡେଇ ପଡିଲା !ତାଙ୍କ ବାପା ବଡ଼ ଜାଲ ତଳେ ଧରିକି ଥାଏ !କାହିଁକିନା ବିଦ୍ୟୁତ ସ୍ତମ୍ଭରେ ସକସର୍କିଟ ହୋଇ ନିଆଁ ଲାଗିଯାଇଥିଲା !ତେଣୁ ତାକୁ ସୁରକ୍ଷା ଦେବାକୁ ବାପା ଏପରି ଡାକିଲା !ଗାଁର ସମସ୍ତେ ଯୋହନକୁ ପଚାରିଲେ, ତୁମେ କିପରି ତଳକୁ ଡେଇଲ ? ତେବେ ଯୋହନ କହିଲା, ଡେଇ ପଡ଼ ବୋଲି ମୋର ବାପାର ରବ ଶୁଣାଗଲାତ !ମୋର ବାପା ମୋର ସୁରକ୍ଷାକାରୀ !ଭୁଲରେ କିଛି କହନ୍ତି ନାହିଁ !ଏହିପରି ଆମ୍ଭେ ମଧ୍ୟ ବାଇବଲ ପଡିବା ବେଳେ, ଇଶ୍ୱର ଆମ୍ଭ ସହ କଥା ହେଉଥିବା କାର୍ଯ୍ୟ ଗୁଡିକୁ ଯାହା ସତ୍ୟ ତାହା ବିଶ୍ୱାସ କଲା ବେଳେ, ଆମ୍ଭମାନଙ୍କର ଜୀବନରେ ଆଶୀର୍ବାଦ ଆସିବ !ପାପରୁ, ଦୁର୍ଘଟଣାରୁ ସୁରକ୍ଷା ପାଇ ପାରିବା !ଆଜି ମଧ୍ୟ ଆମ୍ଭ ଇଶ୍ୱର ଆମ୍ଭ ଡାହାଣ ହସ୍ତକୁ ଧରି ମୁଁ ତୁମ୍ଭର ସହବର୍ତ୍ତୀ ଅଟେ ବୋଲି କହନ୍ତି !ଏହି ବର୍ଷ ସାରା ଆମ୍ଭ ପରମେଶ୍ୱର ଆମ୍ଭ ସାହାଯ୍ୟକାରୀ ଭାବେ ରହିଲେ କେତେ ଆନନ୍ଦ ଅଟଇ !ଏହି ବର୍ଷ ସାରା ଆମ୍ଭ ଇଶ୍ୱରଙ୍କୁ ସାହାଯ୍ୟକାରୀ ଭାବେ ବିଶ୍ୱାସ କଲେ, ସେ ସବୁକାର୍ଯ୍ୟକୁ ସହାୟତା ହୋଇ ରହି ଆମ୍ଭମାନଙ୍କୁ କଢାଇ ନେବ ! ମନୁଷ୍ୟମାନଙ୍କୁ ବିଶ୍ୱାସ କଲେ ମଧ୍ୟ କିଛି କାର୍ଯ୍ୟ ସେମାନେ କରି ପାରନ୍ତି ନାହିଁ, କରନ୍ତିବି ନାହିଁ !କିନ୍ତୁ ଆମ୍ଭ ପରମେଶ୍ୱରଙ୍କୁ ସହାୟକ ଭାବେ ରଖିଲେ, ସେ ସର୍ବ ଶକ୍ତିଶାଳୀ !ସମସ୍ତ କାର୍ଯ୍ୟକୁ ସହଜରେ, ଉପକାରରେ କରି ଶେଷ କରିବ !ପରମେଶ୍ୱର ଆମ୍ଭ ସାହାଯ୍ୟ କାରୀ ଭାବେ ଥିଲେ, ତାହା କେତେ ବଳବାନ !

 

ପ୍ରିୟ ବନ୍ଧୁଗଣ, ଏହି ବର୍ଷକୁ କିପରି ମୁହାଁମୁହିଁ ହେବା, ଏହି ବର୍ଷରେ ଆଜି ଶକ୍ତିହୀନରେ ରହିବା କି ? ଏହି ଅବସ୍ଥା ବଦଳିବ ନାହିଁ କି ? ଏପରି ପ୍ରଶ୍ନରେ ଅଛ କି ? ତୁମ୍ଭଙ୍କୁ ଦେଖି ପରମେଶ୍ୱର ତୁମ୍ଭର ଡାହାଣ ହାତ ମୁଁ ଧରି, ଭୟ କର ନାହିଁ, ମୁଁ ତୁମ୍ଭର ସହାୟ ଅଟେ, କହନ୍ତି !ସେ ତୁମ୍ଭର ସାହାଯ୍ୟକାରୀ ହୋଇ ଥିବା ବେଳେ,ଏହି ପରିସ୍ଥିତି ଏକ ସମସ୍ୟା ନୁହେଁ !କିପରି ପରିସ୍ଥିତି ହେଉ କି, କିପରି ସମସ୍ୟାକୁ ମଧ୍ୟ ତୁମ୍ଭେ ମୁକାବିଲା କରି ପାରିବ !କାହିଁକିନା ଆମ୍ଭ ପରମେଶ୍ୱର ମହାନ ସର୍ବ ଶକ୍ତିଶାଳୀ !ତାହାଙ୍କ ସମୁଖରେ ଥିବା ସମସ୍ୟା ଯାହା ବି ବହୁତ ସଂକ୍ଷିପ୍ତ ଲାଗେ !ସର୍ବ ଶକ୍ତିଶାଳୀ, ତାହାଙ୍କୁ ଅସମ୍ଭବ କାର୍ଯ୍ୟ କିଛି ନାହିଁ !ଏହି କଥାକୁ ଅନୁସରଣ କରି ପ୍ରାର୍ଥନା କରି, ଆମ୍ଭ ଜୀବନରେ ଆଗକୁ ବଢିବା, ବିଜୟୀ ପାଇବା !ହାଲେଲୁଆ !

- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ୍ 

 

ପ୍ରାର୍ଥନାର ଅଂଶ :-

ଆଜିର ଦର୍ଶନ ଅନୁସାରେ ସମସ୍ତ ସେବାରେ ପବିତ୍ରତା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al meritking meritking giriş meritking güncel giriş perabet perabet perabet giriş deneme bonusu deneme bonusu veren siteler matbet matbet giriş matbet güncel giriş betsat betsat giriş betsat güncel giriş perabet perabet giriş perabet güncel giriş kingroyal kingroyal giriş kingroyal güncel giriş vaycasino vaycasino giriş vaycasino güncel giriş jojobet superbetin matbet jojobet deneme bonusu deneme bonusu veren siteler holiganbet holiganbet giriş Superbetin superbetin giriş superbetin güncel giriş süperbetin aresbet aresbet giriş perabet perabet giriş milanbahis milanbahis giriş milanbahis milanbahis giriş holiganbet holiganbet giriş holiganbet holiganbet giriş jojobet jojobet giriş alobet alobet giriş casibom casibom giriş