Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-12-2021
Share:

By Village Missionary Movement

Thursday, 30-Dec-2021

ଆଜିର ବାକ୍ୟ (Oriya) 30-12-2021

 

ଆସନ୍ତୁ ରେଫେରେନ୍ସରେ ଜାଣିବା 

 

“କିନ୍ତୁ ଯଦି ଆମ୍ଭେମାନେ ଆପଣା ଆପଣାର ବିଚାର କରନ୍ତୁ, ତେବେ ବିଚାରିତ ହେଉ ନ ଥାଆନ୍ତୁ ।“ - କରିନ୍ଥୀୟ 11:31

 

ଆମକୁ ପରମେଶ୍ୱର କେତେ ଉତ୍ତମ ଜୀବନ ଦୟା କରିଛନ୍ତି !କିନ୍ତୁ ଏଥିରେ ମଧ୍ୟ କେତେ ସକାରତ୍ମକ !ଜୀବନର ମୂଲ୍ୟ ଜାଣି ନ ପାରି କେତେକ ଥର ନିରୁଉଚ୍ଛାହିତ ହୋଇ ଯାଉଛୁ !ଆମ୍ଭେମାନେ ପ୍ରତିଦିନ ସକାଳୁ ଉଠିବା ବେଳେ ଛଆଅଶୀ ହଜାର ଚାରି ଶହ ସେକେଣ୍ଡ ଆମ୍ଭମାନଙ୍କୁ ପରମେଶ୍ୱର ଦୟା କରିଛନ୍ତି !ସେହିପରି ହେଲେ ବର୍ଷକୁ କେତେ ସେକେଣ୍ଡ ? 86, 400ଗୁଣନ 360 ଆଲୋଚନା କରିବା !ଏତିକି ଆମ ହସ୍ତରେ କଠିନ ଭାବରେ ଦେଇଥିବା ବେଳେ, ତାହାକୁ ଯତ୍ନର ସହିତ ଖର୍ଚ୍ଚ କରିବା !ଖର୍ଚ୍ଚ ନ କରିବା ଟଙ୍କା ଆମ୍ଭ ପାଖରେ ଥିବ, କିନ୍ତୁ ଖର୍ଚ୍ଚ ନ କରିବା ସେକେଣ୍ଡ ଆମ୍ଭ ପାଖରେ ରହୁ ନାହିଁ, ରଖାଯାଇପାରିବ ନାହିଁ !ସେ ସମସ୍ତ ପୁନର୍ବାର ଆଉ ପାଇ ପାରିବା ନାହିଁ !ତେଣୁକରି ଧନ ଠାରୁ ମୂଲ୍ୟବାନ ହେଉଛି,ପରମେଶ୍ୱର ଆମକୁ ଦେଇଥିବା ପ୍ରତିଦିନ ଛଆଅଶୀ ହଜାର ଚାରିଶହ ସେକେଣ୍ଡ !ତାହାକୁ ଆମ୍ଭେ କଣ କରୁଛୁ ? ଏହାକୁ ଆଲୋଚନା କରିବା !

 

କେବଳ ସେତିକି ନୁହେଁ, ଗୋଟିଏ ବର୍ଷରେ ରହିଥିବା ସମୟ ଆଠ ହଜାର ସାତଶହ ଷାଠିଏ ଘଣ୍ଟା !ସେଥିରେ କାର୍ଯ୍ୟ କରିବାକୁ ଦୁଇ ହଜାର ନଶହ କୋଡିଏ ଘଣ୍ଟା, ଶୋଇବାକୁ ଦୁଇ ହଜାର ନ ଶହ କୋଡିଏ ଘଣ୍ଟା, ଏପରି ଆଉ ବଳକା ଦୁଇ ହଜାର ନ ଶହ କୋଡିଏ ଘଣ୍ଟା !ଜ୍ଞାନବାନ ପରମେଶ୍ୱର କେତେ ସମାନ ଭାବରେ ଆମକୁ ସମାନତା କରି ଦେଲେ !ଆଉ ବଳକା ସମୟକୁ ପରମେଶ୍ୱର ଆମକୁ ଅନନ୍ତ କାଳ ପାଇଁ ସିଦ୍ଧ ହେବାକୁହିଁ ଦୟା କରିଛନ୍ତି !ଏହି ସମୟକୁ ଆମ୍ଭେ କିପରି ବିତାଉଛୁ, ଆଲୋଚନା କରିବା !

 

ଆପଣ ଆପଣାକୁ ସମାଲୋଚନା କଲେ ବିଚାର କର ନାହିଁ ବୋଲି ବାଇବଲରେ କୁହାଯାଇଛି ! ବାଇବଲରେ ଆମ୍ଭ ହୃଦୟକୁ ଏକାଗ୍ରତ କଲା ବେଳେ ଆପଣ ଆପଣା ବିଷୟରେ ଜାଣି ପାରିବା !ଆମ୍ଭେ ଏହି ବର୍ଷରେ ବାଇବଲ ଧ୍ୟାନ, ପ୍ରାର୍ଥନା, ଅନ୍ୟମାନଙ୍କ ସହ ରହିଥିବା ସମ୍ପର୍କ, ଘରୋଇ କାର୍ଯ୍ୟ, ପାଠ ପଡିବା କାର୍ଯ୍ୟରେ, ଆମ୍ଭେ ଅବାଣ୍ଟିତ ସମୟକୁ, ଖ୍ରୀଷ୍ଟଙ୍କର ଶିଷ୍ୟ ଓ ଶିଷ୍ୟା ଭାବେ କଣ କରିଛୁ, ଅବା ଅଭିବୃଦ୍ଧି କରିଛୁ ? ଏଥିରେ ଯେକୌଣସି ଗୋଟିଏ ଅଭିବୃଦ୍ଧି ଅଛି କି ? ଅଥବା ନୁହେଁ, ଏତେ ସମୟକୁ ଯେପରି ଅତିରିକ୍ତ କରିବା, ଏକ ଗ୍ରେହାଉଣ୍ଡ ଭାବରେ ପରମେଶ୍ୱରଙ୍କ ଠାରେ କ୍ଷମା ମାଗିବା, ଆପଣ ଆପଣାକୁ ସଂଶୋଧନ କରିବା !ଏଥିରେ ଯେକୌଣସି ଠାରେ ଅଭିବୃଦ୍ଧି ନ ହେଲେ, ଅଭିବୃଦ୍ଧି ହେବାକୁ ଯୋଜନା କରିବା, ଚେଷ୍ଟା କରିବା !

- ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଲିନ୍

 

ପ୍ରାର୍ଥନାର ଅଂଶ :-

ଏହି 2021ବର୍ଷରେ ସଦାପ୍ରଭୁ ଆମ୍ଭମାନଙ୍କୁ ସଂରକ୍ଷଣ କରି, ସଞ୍ଚୟ କରି ଆସିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al