Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-12-2021
Share:

By Village Missionary Movement

Thursday, 23-Dec-2021

ଆଜିର ବାକ୍ୟ (Oriya) 23-12-2021

 

ହୃଦୟରୁ ଶୁଭେଚ୍ଛା

 

“ଊର୍ଦ୍ଧ୍ୱଲୋକରେ ଈଶ୍ୱରଙ୍କ ମହିମା, ପୁଣି, ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି ।“ - ଲୂକ 2

 

ପୃଥିବୀରେ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମ ଅନେକ ପ୍ରକାରେ ପ୍ରଶଂସା ହୋଇ ଆସୁଅଛି !ଉଗ୍ରାମ ଦେଶର ଖ୍ରୀଷ୍ଟିଆନମାନେ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମକୁ ଆଗ୍ରହରେ ପାଳନ କରୁଥାନ୍ତି !ଏମାନଙ୍କର ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଇତିହାସିକ କାର୍ଯ୍ୟକ୍ରମ ଥିବ !ବେଥଲହିମର ପଶୁଶାଳାକୁ ଏକ ସ୍ମାରକ ଭାବେ ଶୁଖିଲା ଛଣ ବିଡାକୁ ଭୋଜନ ମେଜ ଉପରେ ରଖନ୍ତି !ସେମାନଙ୍କର କାର୍ଯ୍ୟକ୍ରମରେ ଖ୍ରୀଷ୍ଟମାସ ପ୍ରାର୍ଥନା କରିବା ପରେ, ପରିବାରର ମୁଖ୍ୟ ହୋଇଥିବା ପିତା ଖ୍ରୀଷ୍ଟ ଜନ୍ମ ନିଅନ୍ତି ବୋଲି ଶୁଭେଚ୍ଛା ଉଚ୍ଚାରଣ କରନ୍ତି !ପରିବାରର ସମସ୍ତେ ତାହାର ପ୍ରତିଉତ୍ତର ଭାବେ କହନ୍ତି, ଆମ୍ଭେ ତାହାଙ୍କର ମହିମା କରିବା !ଏହିପରି ଭାବେ ଖ୍ରୀଷ୍ଟମାସ ଶୁଭେଚ୍ଛାକୁ ପରିବାରରେ ଜଣକୁଜଣେ ବାଣ୍ଟନ୍ତି

 

ଖ୍ରୀଷ୍ଟମାସ ଶୁଭେଚ୍ଛା କେବଳ  ଅନ୍ୟମାନଙ୍କୁ ହି କହିବା ଅଂଶ ନୁହେଁ !ଖ୍ରୀଷ୍ଟମାସ ଶୁଭେଚ୍ଛା ଆମ୍ଭ ପରିବାରର ଲୋକଙ୍କୁ ମଧ୍ୟ ବାଣ୍ଟିବାକୁ ହେବ !ତାହାଙ୍କୁ ଇଚ୍ଛା ହେବା ମନୁଷ୍ୟମାନେ ମଧ୍ୟ ଆମ୍ଭ ପରିବାରରେ ଅଛନ୍ତି !ଏପରି ଆମ୍ଭେ ଜଣକୁ ଜଣେ ଖ୍ରୀଷ୍ଟଙ୍କର ନିମିତ୍ତ ଶୁଭେଚ୍ଛା ଆଦାନ ପ୍ରଦାନ କରିବାକୁ ହେବ !ଏପରି ଥିଲେ ପରିବାରରେ ପ୍ରେମ, ଆନନ୍ଦ, ପରିପୂର୍ଣ୍ଣ ହୋଇଥିବ !ଅଲଗା ହୋଇଥିବା ପରିବାର, ଅଲଗା ହୋଇଥିବା ସମ୍ପର୍କ ଏହି ସମସ୍ତକୁ ସଂଶଧନ କରିବା ସମୟ ହେଉଛି ଏହି ଖ୍ରୀଷ୍ଟମାସର ଦିନ !କିଛି ଲୋକ ଯୁକ୍ତିତର୍କ କରନ୍ତି କି, ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇବାକୁ ହେବ ନାହିଁ !ତାହା ସେମାନଙ୍କ ଠାରେ ହିଁ ଛାଡି ରହିବାକୁ ଦିଅନ୍ତୁ !କିନ୍ତୁ ଆମ୍ଭେମାନେ, ଆମ୍ଭମାନଙ୍କର ଶୁଭେଚ୍ଛାକୁ ପରିବେଷଣ କରିବା

 

ପରମେଶ୍ୱରଙ୍କର ପୁତ୍ର, ପରିତ୍ରାଣ କର୍ତ୍ତା ଯୀଶୁଖ୍ରୀଷ୍ଟ ଏହି ପୃଥିବୀରେ ଜନ୍ମ ନେଇ ଥିବା ବିଷୟରେ ପରିଚିତ କଲା ବେଳେ ଦେବଦୂତଗଣ ସୁସମାଚାର ସହ ଶୁଭେଚ୍ଛା ମଧ୍ୟ ପରିବେଷଣ କଲେ !ପାପରେ ପୂର୍ଣ୍ଣ ହୋଇଥିବା ମନୁଷ୍ୟକୁ ପରିଷ୍କାର ଭାବେ ଆସୁଥିବା ଯୀଶୁଖ୍ରୀଷ୍ଟକୁ ଘୋଷଣା କରିବା ସୁସମାଚାର ନୁହେଁ, ପରିତ୍ରାଣ ଦେବା ଶୁଭେଚ୍ଛାର ବାର୍ତ୍ତା ମଧ୍ୟ ଅଛି !ତେଣୁ ଆମ୍ଭେ ଆମ୍ଭର ପରିବାରରେ  ଖ୍ରୀଷ୍ଟଙ୍କର ଜନ୍ମକୁ ଜଣକୁ ଜଣେ ପରିବେଷଣ କରି, ଶୁଭେଚ୍ଛା କୁହନ୍ତୁ

- ପି. ଜେକାବ ଶଙ୍କର

 

ପ୍ରାର୍ଥନାର ଅଂଶ 

ଗେତସମନି କ୍ୟାମ୍ପସରେ ହେଉଥିବା ସୁସ୍ଥତା ସେବା ଦ୍ଵାରା ଅନେକ ଲୋକ ଆତ୍ମାରେ ଓ ଶାରୀରିକରେ ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ 

 

*Whatsap

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864*  ନମ୍ବରକୁ ଯୋଗାଯୋଗ କରନ୍ତୁ 

 

Website: www.vmm.org.

Email: reachvmm@gmail.co

Android App: https://play.google.com/store/apps/details?id=com.infobells.vmmorgi

 

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250

ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.l, nmin!p*!:-  ! ! !:14 : 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice