By Village Missionary Movement
Monday, 13-Dec-2021ଆଜିର ବାକ୍ୟ (Oriya) 13-12-2021
ଭଣ୍ଡାର ଖୋଜିବା
“ଈଶ୍ୱରଙ୍କ ଅକଥନୀୟ ଦାନ ନିମନ୍ତେ ତାହାଙ୍କର ଧନ୍ୟବାଦ ହେଉ ।“ - କରିନ୍ଥୀୟ ଦ୍ୱିତୀୟ ପତ୍ର 9:15
ଇଂଲଣ୍ଡ ଦେଶ ନିବାସୀ ଦେଭଖ୍ରୀଷ୍ଟ ନାମକ ଜଣେ, ଲୁଚେଇ ଥିବା ଭଣ୍ଡାର ଖୋଜିବା କାର୍ଯ୍ୟରେ ଅଂଶଗ୍ରହଣ କଲା !ଦେଶର ଦକ୍ଷିଣ -ପଶ୍ଚିମ ଦିଗର ଗୋଟିଏ ଗୁପ୍ତ ସ୍ଥାନରେ ଲୁଚେଇ ଥିବା ରୋମିୟ ମୁଦ୍ରା ଗୁଡିକ ପାଇଲା !ଲୁଚେଇ ଥିବା ମୁଦ୍ରାରେ ବାବନଟି ମୁଦ୍ରା ରହିଥିବା ବଡ଼ ହାଣ୍ଡିକୁ ପାଇଲା !ଏହି ପୁରୁଣା ରୁପା ଓ ପିତ୍ତଳ ମୁଦ୍ରା ପ୍ରାୟ ଏକ ଶହ ପଞ୍ଚସ୍ତରୀ କିଲୋଗ୍ରାମ ଓଜନର ଏବଂ ପଚାଶ ଲକ୍ଷ ଟଙ୍କା ମୂଲ୍ୟର ଥିଲା !ଏହି ଅବସରରେ ଦେଭ ପାଇଲା ମୁଦ୍ରା ସଦୃଶ୍ୟ ଆମ୍ଭେ ଅତ୍ୟଧିକ ବହୁମୂଲ୍ୟ ବିଶିଷ୍ଟ ମୁଦ୍ରାକୁ ଆମ୍ଭେ କଣ ପାଇ ପାରିବା ନାହିଁ କି ବୋଲି ଏକଲା ଏକ ସ୍ବପ୍ନ ଭାବରେ, ସେହିପରି କରିବାକୁ ହେବ ବୋଲି ଇଚ୍ଛା ହେଉଛି !
ଏହା ଶୁଣୁଥିବା ଆପଣ ଆଉ ବିଶେଷ ମୁଦ୍ରା ସନଦାନକାରୀ ହେବା ଉଚିତ !ଆମ୍ଭେ ଖୋଜିବା ମୁଦ୍ରା ରୁପା ଓ ସୁନା ନୁହେଁ !ଏହା ମୁକ୍ତା ସଦୃଶ୍ୟ !ତୁମ୍ଭେ ଖୋଜିଲେ ଖ୍ରୀଷ୍ଟମାସ ଦିନରେ ମୂଲ୍ୟବାନ ମୁଦ୍ରା ଦେଖିବ !ହଁ ସେହି ମୁଦ୍ରା ଯୀଶୁଖ୍ରୀଷ୍ଟ ଅଟନ୍ତି !ସ୍ବର୍ଗୀୟ ପରମେଶ୍ୱର ଜଗତରେ ମନୁଷ୍ୟକୁ ମୂଲ୍ୟବାନ ମୁଦ୍ରା ସଦୃଶ୍ୟ ତାଙ୍କ ନିଜର ପୁତ୍ରଙ୍କୁ ଦେଲେ !ଏହି ମୁଦ୍ରା ଜଣେ ମନୁଷ୍ୟକୁ କେବଳ ଜଗତ ସମ୍ବନ୍ଦୀୟ ଜୀବନ ପାଇ ନୁହେଁ, ସ୍ୱର୍ଗ ରାଜ୍ୟରେ ଅନନ୍ତ ଜୀବନକୁ ମିଶ୍ରିତ କରି ଦିଆ ଗଲା !ଏହି ବାର୍ତ୍ତା ଶୁଣୁଥିବା ଆପଣ ମୂଲ୍ୟବାନ ମୁଦ୍ରା ସଦୃଶ୍ୟ ଯୀଶୁଙ୍କୁ ସନଦାନ କଲ କି ?, ନିଜର କଲ କି ? ମାଥିଉ ସୁସମାଚାରରେ ପଡିବା ବେଳେ ପଣ୍ଡିତମାନେ ଯୀଶୁଙ୍କୁ ଦେଖି ଆରାଧନା କରିବାକୁ ବହୁତ ଦୂର ଯାତ୍ରା କଲେ !ଶେଷରେ ଯୀଶୁକୁ ଦେଖିବା କ୍ଷଣି ତାଙ୍କ ହସ୍ତରେ ଥିବା ସମସ୍ତ ମୁଦ୍ରା ଠାରୁ ମୂଲ୍ୟବାନ ମୁଦ୍ରା ସଦୃଶ୍ୟ ଯୀଶୁଙ୍କୁ ଦେଖିଲେ !ଆଜି ଆପଣମାନେ ମଧ୍ୟ ଯୀଶୁଙ୍କୁ ତୁମ୍ଭର ନିଜର କରନ୍ତୁ !ତାହାହିଁ ଆପଣଙ୍କର ମୂଲ୍ୟବାନ ମୁଦ୍ରା ହୋଇଛି !ଅକଥନୀୟ ଦାନ ନିମନ୍ତେ ଇଶ୍ୱରଙ୍କର ଧନ୍ୟବାଦ ହେଉ, ଆମେନ୍ !
- ପି. ଜାକବ ଶଙ୍କର
ପ୍ରାର୍ଥନାର ଅଂଶ :-
ଝାଡ଼ଖଣ୍ଡରେ ନୂତନ ଭାବେ କାର୍ଯ୍ୟଳୟର ସ୍ଥାନ ଆରମ୍ଭ କରିବାକୁ ପରମେଶ୍ୱରଙ୍କର ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.