Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-12-2021
Share:

By Village Missionary Movement

Friday, 10-Dec-2021

ଆଜିର ବାକ୍ୟ (Oriya) 10-12-2021

 

ସ୍ବର୍ଗୀୟ ଭଣ୍ଡାର 

 

"...ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ ।" - ମାଥିଉ 2:11

 

ଯିହୁଦା ପ୍ରଦେଶର ବେଥଲିହିମରେ ଯୀଶୁଖ୍ରୀଷ୍ଟ ଜନ୍ମ ହେବା ପରେ, ପୂର୍ବଦେଶର ପଣ୍ଡିତମାନେ ଆସି ତାହାଙ୍କୁ ପ୍ରଣାମ କରି ବହୁମୂଲ୍ୟ ବସ୍ତୁ ଗୁଡିକ ତାଙ୍କୁ ଉପହାର ଦେଇ ତାହାଙ୍କର ସମର୍ପଣକୁ ପ୍ରକାଶିତ କଲେ !ସେଗୁଡିକ ଜଗତରେ ବହୁମୂଲ୍ୟ ବସ୍ତୁ ଏବଂ ତାହା ରାଜାମାନେ ଓ ଦୋରାମାନେ ବ୍ୟବହାର କରିବା ଦ୍ରବ୍ୟ !ତାହା ଜଗତରେ ବହୁତ ମୂଲ୍ୟବାନ ହୋଇଥିଲେବି, ସ୍ୱର୍ଗୟ ଦୃଷ୍ଟିରେ ତାହା ଭିନ୍ନ ଅଟେ ବୋଲି ତାହା ଏବେ ଆମେ ଜାଣିବା !

 

 

(1)ନଷ୍ଟ ହେଉଥିବା ସୁନା ଓ ଅବିଶ୍ଵରଣୀୟ ବିଶ୍ୱାସ :-ଆମ୍ଭେ ପୃଥିବୀରେ ଗଚ୍ଚିତ କରିଥିବା କୌଣସି ଦ୍ରବ୍ୟ ବି ନିଁଚିତ ନଷ୍ଟ ହୋଇଯିବ !କିନ୍ତୁ ପରମେଶ୍ୱର ଆମ୍ଭ ହୃଦୟରେ ଦେଇଥିବା ବିଶ୍ୱାସର କାର୍ଯ୍ୟ ଗୁଡିକ ଜଗତରେ ଆମ୍ଭଙ୍କୁ ଉତ୍ତମ ଫଳ କେବଳ ପ୍ରଦାନ କରିବା ହିଁ ନୁହେଁ ସ୍ୱର୍ଗ ରାଜ୍ୟକୁ ଆମ୍ଭଙ୍କୁ ନେବା ନିମନ୍ତେ ଶକ୍ତିଶାଳୀ ହୋଇ ଅଛି !ସେହି ବିଶ୍ୱାସ ନିଚ୍ଚୟ ଆମ୍ଭଙ୍କୁ ଲଜିତ ହେବାକୁ ଦେବ ନାହିଁ !

 

(2).କୁନ୍ଦୁରୁ ପ୍ରାର୍ଥନା :-ପୃଥିବୀ ଓ ଆକାଶ ସୃଷ୍ଟି କରିଥିବା ପରମେଶ୍ୱର ମୋ ପ୍ରାର୍ଥନା ଦ୍ଵାରା କାର୍ଯ୍ୟ ଗୁଡିକ କରିବା ଉଚିତ ଭାବୁଛୁ ଏହା କେତେ ବଡ଼ ଅଦ୍ଭୁତ ଆଶୀର୍ବାଦ ଅଟେ !କିନ୍ତୁ ଆଜିର ଦିନରେ ପୃଥିବୀରେ ଥିବା ମନୁଷ୍ୟମାନଙ୍କ ଠାରେ କିମ୍ବା ବସ୍ତୁରେ, ବିଶେଷକରି ସେଲଫୋନ ଠାରେ ନଷ୍ଟ କରୁଥିବା ସମୟ, ପରମେଶ୍ୱରଙ୍କ ଠାରେ ବିତାଇବାକୁ ଅଧିକାଂଶଙ୍କର ଇଚ୍ଛା ନାହିଁ ଏହା ଅନେକ ଅନେକ ଦୁଃଖର ବିଷୟ ଅଟେ !

 

(3).ଗନ୍ଦରସ :-ଗନ୍ଦରସ ହେଉଛି ପ୍ରତି ଖ୍ରୀଷ୍ଟିଆନ ତାଙ୍କ ହସ୍ତରେ ନିଆଯିବା କୃଶର ପରାମର୍ଶ ଦେଉଛି ! କେବଳ ତାହାହିଁ ନୁହେଁ ଜଗତର ସମ୍ପଦକୁ ଅଧୀନ ନ ହୋଇ ସ୍ବର୍ଗୀୟ ମହିମାର ଅଧୀନ ହୋଇ ଖ୍ରୀଷ୍ଟଙ୍କର ବାସନାକୁ ଅନ୍ୟମାନଙ୍କୁ ପ୍ରସ୍ଥାନ କଲା ପରି ହେବ !

 

ପ୍ରିୟ ବନ୍ଧୁଗଣ, ଆମ୍ଭେ ଉପରେ ଶୁଣିଥିବା ବିଶ୍ୱାସ, ପ୍ରାର୍ଥନା, କୃଶିୟ ଜୀବନ ହେଉଛି ସ୍ବର୍ଗୀୟ ଅତି ଉତ୍ତମ ଭଣ୍ଡାର ହୋଇ ଦେଖାଦେଉଛି !ତେଣୁ ଏହି ଖ୍ରୀଷ୍ଟମାସ ଦିନମାନଙ୍କରେ ଏପରି ଗୁଣଗାରିମା ପାଇବା ନିମନ୍ତେ ଚେଷ୍ଟା କରିବା !ତାପରେ ହିଁ ସ୍ବର୍ଗୀୟ କୋଳାହଳ କରିବା ଭଣ୍ଡାରରେ ଆମ୍ଭେ ପରିବର୍ତ୍ତନ ହୋଇପାରିବା, ଆମେନ୍ !

- ଏସ. ମୋନଜ କୁମାର 

 

ପ୍ରାର୍ଥନାର ଅଂଶ :-

ଓଡିଶା ରାଜ୍ୟର ଗ୍ରାମ ଗୁଡିକରେ ପ୍ରତ୍ୟେକ କାର୍ଯକ୍ରମ ଦ୍ଵାରା ବିଶ୍ୱାସୀମାନଙ୍କର ବନ୍ଧୁମାନଙ୍କୁ ସୁସମାଚାର ଘୋଷଣା ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet