Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-12-2021 (Kids Special)
Share:

By Village Missionary Movement

Sunday, 05-Dec-2021

ଆଜିର ବାକ୍ୟ (Oriya) 05-12-2021 (Kids Special)

 

ବିଶେଷକରି ଛୋଟପିଲାମାନଙ୍କୁ 

 

"ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ...|" - ୧ ତୀମଥି 1:15

 

ହାଲୋ ପିଲାମାନେ, ଡିସେମ୍ବର ମାସ ଆସିଗଲା, ଖ୍ରୀଷ୍ଟମାସ ନିମନ୍ତେ ସମସ୍ତେ ଆଶାରେ ଅପେକ୍ଷା କରୁଛ କି ? ପାଟପୋଷାକ, ସୁମିଷ୍ଟ ଖାଦ୍ୟ,ରଙ୍ଗବେରଙ୍ଗର ନକ୍ଷତ୍ର, ଏହିପରି ଖୁସିରେ ଖ୍ରୀଷ୍ଟମାସ ପାଳନ କରିଆସେ !କିନ୍ତୁ ଯୀଶୁଙ୍କର ଇଚ୍ଛାର କାର୍ଯ୍ୟ କଲେହିଁ, ସେ ଆନନ୍ଦିତ ହେବେ !ଓକେ ଆଜି ଜେରୋମ ନାମକ ମାମୁଁ ପଶୁଶାଳାକୁ କିପରି ଗବେଷଣା କଲେ ଶୁଣିବା କି ? 

 

ଜେରୋମ ମାମୁଁ କିଏ ? ଶହ ଶହ ବର୍ଷ ପୂର୍ବେ ସର୍ବପ୍ରଥମେ ପବିତ୍ର ବାଇବଲକୁ ଲାଟିନ ଭାଷାରେ ଅନୁବାଦ କରିଥିଲା !ସେ ଯୀଶୁଖ୍ରୀଷ୍ଟ ଜନ୍ମ ନେଇଥିବା ବେଥଲହିମର ପଶୁଶାଳାକୁ ଗବେଷଣା କରି, ଅନୁବାଦ କରିବା ବେଳେ, ଯୀଶୁଖ୍ରୀଷ୍ଟ ବାଳକ ଭାବେ ଜେରୋମ ମାମୁଁଙ୍କ ସହ ଚାଲି ଚାଲି ଆସିବା ସେ ଅନୁଭବ କଲା !ତାହାର ହୃଦୟ ସାରା ଖୁସିରେ ଶୁଭାଶୀତ ହେଲା !ପିଲାମାନେ ତୁମ୍ଭେ ମଧ୍ୟ ଯୀଶୁ ତୁମ୍ଭଠାରେ ରହିବା ଭାବନା କରି ଦେଖିଲ କି ? ଭେରୀ ଗୂଡ଼ !ଯୀଶୁ ବାପାଙ୍କ ସହ ଜେରୋମ ମାମୁଁ କଥା ହେଲା !ମୋର ଅତି ସୁନା ବାଳକ ଯୀଶୁ, ମୋର ପୂର୍ଣ୍ଣ ହୃଦୟରେ ତୁମ୍ଭଙ୍କୁ ଗୋଟିଏ ଉପହାର ଦେବାକୁ ଇଚ୍ଛା କରୁଛି !ଜେରୋମ ପଚାରିଲା, କଣ ଦେବି ? ବାଳକ ଯୀଶୁ କହିଲେ, ସବୁ ମୋର ଠାରେ ଅଛି ଆକାଶ ଓ ପୃଥିବୀ ମଧ୍ୟ ମୋହର, ତେଣୁ ମୋର କିଛି ଦରକାର ନାହିଁ !ଜେରୋମ ମାମୁଁ କହିଲା, ନା ସେମିତି କୁହ ନାହିଁ, ମୁଁ ତୁମ୍ଭଙ୍କୁ ବହୁତ ପ୍ରେମ କରୁଛି !ମୋର ପ୍ରେମ ପ୍ରକାଶ ହେଲା ପରି କିଛି ହେଲେ ମୋ ଠାରୁ ନିଅ !ବାଳକ ଯୀଶୁ ତାଙ୍କୁ ଚାହିଁ କହିଲେ, ଯଦି ତୁମ୍ଭେ ମୋତେ ପ୍ରେମ କରୁଛ, ତେବେ ତୁମ୍ଭର ସମସ୍ତ ପାପ ମୋତେ ଦିଅ, ତୁମ୍ଭର ମନ୍ଦ ଆଲୋଚନା, ତୁମ୍ଭର ଗୁପ୍ତ ପାପ ସମସ୍ତ ମୋତେ ଦେଇ ଦିଅ, ମୁଁ ସେ ସମସ୍ତକୁ କୃଶରେ ବହନ କରିବି, ମୋର ରକ୍ତ ଝରାଇ ତୁମ୍ଭ ନିମନ୍ତେ ମୃତ୍ୟୁବରଣ କରିବି !ଏହି କଥା ଜେରୋମ ମାମୁଁଙ୍କର ହୃଦୟକୁ ଭାଙ୍ଗି ଦେଲା !ଜେରୋମ ମାମୁଁ ଜୋରରେ କାନ୍ଦିଲା !ସେ ଯୀଶୁବାପାଙ୍କୁ ଦେଉଥିବା ଉପହାର କଣ ଜାଣିପାରିଲା !ସେ ଲୁହକୁ ରଖି ପାରିଲାନି !ପାପ କ୍ଷମା ହୋଇ, ଯୀଶୁ ତାଙ୍କର ହୃଦୟରେ ଜନ୍ମ ନେଇଥିବା ଖୁସିକୁ ଅନୁଭବ କରି, ବେଥଲହିମ ପଶୁଶାଳାକୁ ଗବେଷଣା କରି ସମାପ୍ତ କଲା !

 

କଣ ପିଲାମାନେ ଯୀଶୁ ରାଜାଙ୍କର ସହ କଥା ହେବାକୁ ଆଶା ଅଛି କି ? କଥା ହୋଇ ଦେଖ !ଖ୍ରୀଷ୍ଟମାସ ଆନନ୍ଦ ଠାରୁ ତୁମ୍ଭ ହୃଦୟରେ ଜନ୍ମ ନେବାକୁ ହିଁ ଯୀଶୁ ବହୁତ ଇଚ୍ଛା କରୁଛନ୍ତି !ମଇଲା ହୃଦୟକୁ ପ୍ରଭୁଙ୍କୁ ଦେଇକି ଦେଖ, ପ୍ରକୃତ ଖ୍ରୀଷ୍ଟମାସକୁ ଉଚ୍ଚାହର ସହିତ ପାଳନ କରିବ !ସମସ୍ତ ପ୍ରକାର ଖୁସିରେ !ପିଲାମାନେ ପ୍ରସ୍ତୁତ ତ !ଓକେ ପିଲାମାନେ, ଆମ୍ଭ ପାପକୁ ପରିତ୍ୟାଗ କରି ପବିତ୍ରରେ ଜୀବନଯାପନ କରିବା ହିଁ ଇଶ୍ୱରକୁ ଆମେ ଦେଉଥିବା ଉପହାର ବୋଲି ଜାଣି ପାରୁଲୁ ତ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş matbet holiganbet holiganbet giriş casibom giriş casibom matbet matbet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş supertotobet giriş supertotobet jojobet giriş jojobet casibom casibom giriş jojobet giriş jojobet interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş marsbahis giriş marsbahis restbet restbet giriş egebet egebet giriş Hiltonbet Hiltonbet giriş superbetin superbetin giriş perabet perabet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş Hiltonbet Hiltonbet giriş grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel jojobet jojobet giriş holiganbet holiganbet giriş casibom casibom giriş jojobet jojobet giriş alobet alobet giriş marsbahis marsbahis giriş milanobet jojobet grandpashabet jojobet casinoroyal jojobet holiganbet ibizabet holiganbet amkbet sonbahis betgit cratosroyalbet cratosroyalbet tlcasino perabet perabet giriş meritking meritking giriş meritking meritking giriş matbet matbet giriş superbetin superbetin giriş