Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-12-2021
Share:

By Village Missionary Movement

Thursday, 02-Dec-2021

ଆଜିର ବାକ୍ୟ (Oriya) 02-12-2021

 

ଆହ୍ୱାନ ନିମନ୍ତେ ଭୟ କି ?  

 

"...ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ" - ମାଥିଉ 2:11

 

ମରୀୟମ ଏବଂ ଯୋଶେଫ ଦମ୍ପତିଙ୍କୁ ସେବା ନିମନ୍ତେ ଆହ୍ୱାନ ଦିଆଯାଇ ଥିଲା !ମଶୀହଙ୍କୁ ଏହି ଜଗତରେ ଲାଳନପାଳନ କରିବା ଏକ ସେବା !ଏହି ଦମ୍ପତି ଗରିବ ଥିଲେ !ଏହି ଅବସ୍ଥାରେ ଗୋଟିଏ ସ୍ଥାନରେ ରହି,କାମ ଧନ୍ଦା କରି, ପରିବାରକୁ ପୋଷଣ କରିବା ବହୁତ କଠିନ ଥିଲା !କିନ୍ତୁ ଯୋଶେଫ ଗୋଟିଏ ସ୍ଥାନରେ ତାଙ୍କର କାଠ ତିଆରି କାମ ନ କରି ସରକାରୀ ଜନଗଣନା ନିମନ୍ତେ ବେଥଲେହିମକୁ ଯିବାକୁ ପଡିଲା !ହେରୋଦ ରାଜାଙ୍କ ଠାରୁ ପଳାୟନ କରି ମିଶର ଦେଶକୁ ଯିବାକୁ ପଡିଥିଲା !ଆଉଥରେ ଇଶ୍ରାଏଲ ଦେଶକୁ ଆସି ନାଜରିତିୟକୁ ଯିବାକୁ ପଡିଥିଲା !ଏହି ପରି ଘଟୁଥିବା, ସେ ଜାଣି ନ ପାରି ନ ଥିବା ବେଳେ, ଜଣେ ଦାୟିତ୍ୱ ସ୍ୱାମୀଙ୍କ ପରି ଯୋଶେଫ, ତାପରେ କଣ କରିବାକୁ ଯାଉଛୁ ବୋଲି ଆଲୋଚନା କରି ବହୁତ ଦୁଃଖ ହୋଇଥାଇ ପାରେ !ମରୀୟମ ମଧ୍ୟ ଆବଶ୍ୟକତା କାର୍ଯ୍ୟକୁ ମନରେ ରଖି ଆଲୋଚନା କରିଥାଇ ପାରେ !ଆଜି ପର୍ଯନ୍ତ ସେବା ନିମନ୍ତେ ଆହ୍ୱାନ ହୋଇଥିବା ଅନେକ, ସେବା କଲେ ମୋର ଆବଶ୍ୟକତା ପୂରଣ କରାଯିବ ବୋଲି ଧନ ନିମନ୍ତେ ଆଲୋଚନା କରି, ଚିନ୍ତା କରି ସେବାକୁ ଆସିବା ନିମନ୍ତେ ଡେରି କରୁଛନ୍ତି !ଅନେକଙ୍କୁ ସେବା କରିବା ନିମନ୍ତେ ଆଶା ଅଛି !ଆତ୍ମାରେ ବୋଝ ମଧ୍ୟ ରହିଛି !କିନ୍ତୁ ସେମାନେ ପୂର୍ଣ୍ଣ ରୂପେ ସେବାକୁ ନ ଆସିବାର ମୂଳ ବାଧା ରହିଛି, ତାହା କଣ ମାନେ, ଭବିଷ୍ୟତରେ ମୋର ଆବଶ୍ୟକତା ଦିଆ ଯାଇ ପାରିବ କି ? କିନ୍ତୁ ଏହି ଦମ୍ପତି ଏହି ପ୍ରଶ୍ନ ପଚାରି, ଭାବନା କରିଥିବା ଭୟ ମନରେ ରଖି ଏହି ସେବାର ଆହ୍ୱାନକୁ ମନା କରି ନାହାନ୍ତି !ତୁମ୍ଭର ଇଚ୍ଛା ସଫଳ ହେଉ ବୋଲି ସେମାନେ ସେବା ନିମନ୍ତେ ସମର୍ପିତ ହେଲେ !କଣ ଘଟିଲା, ବାଳକ ଜନ୍ମ ହେବା ଅଳ୍ପ ସପ୍ତାହରେ କେଉଁଠାରୁ କି ପଣ୍ଡିତମାନେ ଓ ଗୋଟିଏ ମହାନ ସମନ୍ୱୟ ଆସିଲା !ଏମାନେ କିଏ ବୋଲି ଆଚର୍ଯ୍ୟ ହେବା ପରି ସେମାନେ ଆସି ସେହି ବାଳକକୁ ଭୂମିଷ୍ଠ ପ୍ରଣାମ କଲେ !ସେଠାରେ ଅଳ୍ପସମୟ ମଧ୍ୟରେ, ଅପେକ୍ଷା ନ ଥିବା ଘଟଣା ଘଟିଗଲା !ଆପଣା ଆପଣା ପେଡ଼ି ଫିଟାଇ ତାହାଙ୍କୁ ସୁନା, କୁନ୍ଦୁରୁ ଓ ଗନ୍ଧରସ ଉପହାର ଦେଲେ ବୋଲି ଆମେ ଦେଖୁଛୁ !ମୁକ୍ତା କହିଲେ, କେବଳ ସୁନା ନୁହେଁ, କୁହାଯାଇଥିବା ଆଉ ଦୁଇଟି ମଧ୍ୟ ମୂଲ୍ୟବାନ ବୋଲି ଜାଣିବାକୁ ହେବ !ହାଲେଲୁୟା !

 

ଜନ୍ମ କରି ଥିବା ଯୀଶୁଖ୍ରୀଷ୍ଟିଙ୍କୁ ଲାଳନପାଳନ କରିବାକୁ, ମିଶର ଦେଶକୁ ଯିବା ପାଇଁ, ଯାତ୍ରା ଖର୍ଚ୍ଚ, ମିଶର ଦେଶରେ ନେଇ ଥିବା ଭଡାଘର ନିମନ୍ତେ ଅଗ୍ରିମ ଟଙ୍କା ଦେବା ଏବଂ ସେଠାରେ କାଠ କାମ ଆରମ୍ଭ କରିଥିବା ନିବେଶ ଟଙ୍କା ବୋଲି କହି, ଏପରି ଅନେକ ଆବଶ୍ୟକ ପୂରଣ କରିବାକୁ ସଦାପ୍ରଭୁ ସେମାନଙ୍କୁ ସାହାଯ୍ୟ କଲେ !

 

ସେବା ନିମନ୍ତେ ଆହ୍ୱାନ ହୋଇଥିବା ମୋ ପ୍ରିୟବନ୍ଧୁଗଣ, ମୋର ଆବଶ୍ୟକତା ମିଳିବ କି ବୋଲି ସେବାକୁ ଆସିବା ନିମନ୍ତେ ପଛଘୁଞ୍ଚା ହେଉଛ କି ? ବିଶ୍ୱାସରେ ପ୍ରଥମ ପାଦ ପକାନ୍ତୁ !ତୁମ୍ଭ ଜୀବନରେ ଆବଶ୍ୟକତା ପାଇବାକୁ ତାହାଙ୍କର ଭଣ୍ଡାର ଦେଇ,କୌଣସି ଅଭାବ ନ କରି ସଦାପ୍ରଭୁ ତୁମ୍ଭଙ୍କୁ କଢାଇ ନେବେ !ଆମେନ୍ !

- ଜେ. ସନ୍ତୋଷ 

 

ପ୍ରାର୍ଥନାର ଅଂଶ :-

ଆମ୍ଭ ହୋମରେ ରହିଥିବା ପିଲାମାନଙ୍କୁ, ଏହି ଶୀତ ଦିନରେ କୌଣସି ଶାରୀରିକ ବଳହୀନ ନ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet