By Village Missionary Movement
Thursday, 25-Nov-2021ଆଜିର ବାକ୍ୟ (Oriya) 25-11-2021
ବିଚରାଧୀନ ମୃତ୍ତିକା
“ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।“ - ଯିଶାଇୟ 64:8
ମହାନ ପ୍ରତିଭା ଓ କଳାକାର ସମ୍ପର୍ଣ୍ଣ ଜଣେ କୁଂଵାର, ସୁନ୍ଦର ସୁନ୍ଦର ମାଟିର ପାତ୍ର ଉତ୍ତମ ରୂପେ କରୁଥାଏ !ମୃତ୍ତିକାକୁ ଗୋଡ଼ରେ ଚକଟି, ତାହାକୁ ନରମରେ ଦଳି, ପରିପକ୍ୱ କରି ଛତ୍ରରେ ରଖି ଏକ ରୂପ ଦେବା ବେଳେ, ସେ ଭାବନା କରିଥିବା ରୂପ ନ ଆସିବା ଦ୍ଵାରା, ବାରମ୍ବାର ତାହାକୁ ସଜାଇ, ସେ ଭାବନା କରିଥିବା ରୂପ ଆସିବା ପର୍ଯ୍ୟନ୍ତ ସେ ଚେଷ୍ଟା କରୁଥାଏ !ପ୍ରତ୍ୟେକ ଥର କୌଣସି ଗୋଟେ ଅଂଶ ବଙ୍କା ହେଉଥାଏ ନାଇତ ଭାଙ୍ଗୁ ଥାଏ !ମାତ୍ର କିଛି ବି ବିରକ୍ତ ନ ହୋଇ ଚେଷ୍ଟାକୁ ନ ଛାଡି ଧଉର୍ଯ୍ୟର ସହିତ ବିଶ୍ୱସ୍ତରେ ରହିଲା !ସେ ଅଳ୍ପ ସମୟ ବିଶ୍ରାମ ନେବା ବେଳେ, ତାହାର ଦ୍ଵାରା କରାଯାଇ ଥିବା ଅନ୍ୟ ପାତ୍ରଗୁଡିକ, ଭେଜଗୁଡିକ,ଫୁଲର ଟାଟସ ଗୁଡିକ ଭେଜରେ ଥିବା ମାଟି ଦେଖି ହାସ୍ୟାସ୍ପଦ କରି ହସୁଥାଏ ! ତାହାହିଁ କେବଳ ନୁହେଁ ଆମ୍ଭେ ସମସ୍ତେ ଭାଗ୍ୟବାନ ଲୋକ !କେତେ ଜଲଦି ସୌନ୍ଦର୍ଯ୍ୟରେ ଉପଯୋଗୀ ହେବା ପାତ୍ର ସଦୃଶ୍ୟ ନିର୍ମିତ ହେଲୁ !କିନ୍ତୁ ତୁମ୍ଭେ ମାତ୍ର ବହୁତ ଥର ଚେଷ୍ଟା କଲା ପରେ ମଧ୍ୟ କାହାକୁ ଉପଯୋଗୀ ନ ହୋଇ ଅଛୁ ବୋଲି ହାସ୍ୟାସ୍ପଦ କଲେ !ଛତ୍ରରେ ଥିବା ମାଟିକୁ ବିରକ୍ତ ଲାଗିଲେ ମଧ୍ୟ, ମୁଁ ମୋର ମାଲିକଙ୍କର ନିକଟରେ ଅଛି !ସେ ଭାବନା କରିଥିବା ବିଧାନରେ ନିର୍ମାଣ କରିବାକୁ ମୁଁ ସମର୍ପିତ ହେଲି ବୋଲି ନିଃଶବ୍ଦରେ ରହୁଥାଏ !ଆଉଥରେ ସେଇ କୁଂଵାର ଆସି, ତାଙ୍କ ମନରେ ଭାବନା କରିଥିବା ରୂପ ଆସିବା ପର୍ଯ୍ୟନ୍ତ ନିର୍ମାଣ କରିବା ଆରମ୍ଭ କରି ସୁନ୍ଦର ସୁନ୍ଦର ଚକ ଗୁଡିକ ସେଥିରେ ପୁରାଇ, ଆଖିକୁ ଝଲସିଲା ପରି ସୁନ୍ଦର କୁଣ୍ଡ ସଦୃଶ୍ୟ କଲା !ରାଜ ଭବନରେ କର୍ମକର୍ତ୍ତା କିଛି ଜିନିଷକୁ କୁଂଵାର ଠାରୁ କ୍ରୟ କରି ରାଜ ଭବନ ବଗିଚାକୁ ସଜାଉ ଥାନ୍ତି !ସେତିକି ବେଳେ ସେଇ ଭବନରେ ଚାଲି ଯାଉ ଥିବା ରାଜା, ସେଇ ସୌନ୍ଦର୍ଯ୍ୟ କୁଣ୍ଡକୁ ଦେଖି, କେବଳ ତାଙ୍କ ବଖରାରେ ହିଁ ଉପଯୋଗ କରିବାକୁ ଆଣନ୍ତୁ କହିଲା !ହାସ୍ୟାସ୍ପଦ କରିଥିବା ଅନ୍ୟ ପାତ୍ର ସବୁ ଆଚର୍ଯ୍ୟରେ ସେଇ କୁଣ୍ଡକୁ ଦେଖିଲେ !
ଏହିପରି ଭାବରେ ଯୋଶେଫ ଫାରୋଙ୍କର ଦ୍ୱିତୀୟ ସ୍ଥାନରେ ମିଶର ଦେଶର ଅଧିକାରୀ ହେବାକୁ, ପ୍ରଥମେ ସେ ଅନୁଭବ କରି ଆସିଥିବା ମାର୍ଗ, ଅଭିବୃଦ୍ଧି ହୋଇଥିବା ବିଧାନ ଭିନ୍ନ ଅଟେ !ବେଦନାରେ ପୂର୍ଣ୍ଣ ଦିନ ଗୁଡିକ ଅନେକ !କିନ୍ତୁ ସଦାପ୍ରଭୁଙ୍କର ଉପରେ ରଖିଥିବା ବିଶ୍ୱାସରେ, ସେ ଅଭିବୃଦ୍ଧି ହେବା ବିଧାନରେ ସେ ତାଙ୍କ ହସ୍ତରେ ସମର୍ପିତ ହେବା ଦ୍ଵାରା ସେ ସମସ୍ତଙ୍କୁ ପ୍ରୟୋଜନ ପାତ୍ରରେ ବଦଳିଲା !ଆମ୍ଭେ ମଧ୍ୟ ଆମ୍ଭ ଜୀବନକୁ ପରମକୁଂଵାର ହୋଇଥିବା ଯୀଶୁଙ୍କର ଠାରେ ସମର୍ପିତ ହେବା ବେଳେ, ଆମ୍ଭ ନିମନ୍ତେ ତାହାଙ୍କର ଯୋଜନା ସଂପୂର୍ଣ୍ଣ ହେବାକୁ, ଆମ୍ଭଙ୍କୁ ନିର୍ମାଣ କରି, ଉପଯୋଗ ପାତ୍ର ଭାବେ ଆମ୍ଭମାନଙ୍କୁ ବଦଳାଇବ !ଆମେନ୍ !
ଶ୍ରୀମତୀ ବାସନ୍ତୀ ରାଜ ମୋହନ
ପ୍ରାର୍ଥନାର ଅଂଶ '-
ବିଦ୍ୟାଳୟକୁ ଯାଉଥିବା ମିଶିନାରୀ ପିଲାମାନଙ୍କୁ କୌଣସି ଭାଇରସ ସ୍ବର୍ଶ ନ କରି ସଦାପ୍ରଭୁ ଜଗିରହିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.