By Village Missionary Movement
Monday, 22-Nov-2021ଆଜିର ବାକ୍ୟ (Oriya) 22-11-2021
ହୃଦୟରେ ପ୍ରଥମ ସ୍ଥାନ
“କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।“ - ମାଥିଉ 6:33
ଜଣେ ଏକଲା ବ୍ୟକ୍ତି ପରମେଶ୍ୱରଙ୍କୁ ପ୍ରଥମ ସ୍ଥାନ ଦେବାବେଳେ ହଜାର ହଜାର ଉପକାର ପାଇ ପାରିବ !ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି, ରେଭିରେଣ୍ଡ ଜି. ଏସ. ମୋହନ ନାମକ ପ୍ରଭୁଙ୍କର ଦାସ !ସେ ତାଙ୍କ ଯୌବନ ଅବସ୍ଥାରେ ତାର ଇଛାରେ ଜୀବନଯାପନ କରି ଆସିଲା !ଯୀଶୁଙ୍କୁ ସେ ତାର ନିଜର ରକ୍ଷାକର୍ତ୍ତା ରୂପେ ଗ୍ରହଣ କଲା ପରେ, ପ୍ରତିଦିନ ପ୍ରଭୁଙ୍କୁ ଅନ୍ବେଶନ କରିବାକୁ ଆରମ୍ଭ କଲା !ଯୀଶୁଙ୍କ ବିନା ମୁଁ ଆଉ କିଛି କରି ପାରିବି ନାହିଁ ବୋଲି ନିର୍ଣ୍ଣୟ କରି, ପ୍ରଭୁଙ୍କର ଆହ୍ୱାନକୁ ଗ୍ରହଣ କରିବା ଲୋକ ସଦୃଶ୍ୟ, ତାଙ୍କ ବାକ୍ୟର ଅଧୀନ ହୋଇ ଚାକିରିକୁ ଇସ୍ତପା ଦେଇ, ସଂପୂର୍ଣ୍ଣ ମିଶିନାରୀ କାର୍ଯ୍ୟ ନିମନ୍ତେ ସେ ନିଜକୁ ସମର୍ପିତ ହେଲା !ଏପରି ତାଙ୍କ ଜୀବନରେ ପ୍ରଭୁଙ୍କୁ ପ୍ରଥମ ସ୍ଥାନ ଦେବା ଦ୍ଵାରା ସେ ପାଇ ଥିବା ଉପକାର ଅନେକ !ତାମିଲ ମେଧାଷ୍ଟିଟ ମଣ୍ଡଳୀରେ ପାଳକ ଭାବେ ସେବା କରି, ପ୍ରଭୁଙ୍କର କୃପାକୁ ପାଇଲା !ତାମିଲନାଡୁରେ ରହିଥିବା ସେଲମଢ଼େନିଇସ ପ୍ରାର୍ଥନା ଦୋଳରେ ଅନେକ କାର୍ଯ୍ୟକ୍ରମର ଅଧିକାରୀ ହୋଇ ପ୍ରଭୁଙ୍କର କାର୍ଯ୍ୟ କଲା !ତାପରେ ଗୋଟିଏ ମିଶିନାରୀ ସଂସ୍ଥାରେ ଅତ୍ୟଧିକ କାର୍ଯ୍ୟ କରି ଆଶୀର୍ବାଦ ପାଇଲା !ତାଙ୍କ ପିଲାଙ୍କ ଜୀବନରେ ଉର୍ନତି ଦେଖିଲେ !ସଦାପ୍ରଭୁ ତାଙ୍କୁ ଅଧିକରୁ ଅଧିକ ଉର୍ନତି ସ୍ଥାୟୀକୁ ନେଲା !
ପବିତ୍ର ଗ୍ରନ୍ଥରେ ମଧ୍ୟ ଯିହୂଦୀ ରାଜା ଅବୀୟଙ୍କ ଶାସନରେ ଥିବା ବେଳେ, ଯୁଦ୍ଧକୁ ଯିବାକୁ ପଡିଥିଲା !ସର୍ବ ପ୍ରଥମେ ସେ କରୁଥିବା କାର୍ଯ୍ୟ କଣ ମାନେ, ସେ ସଦାପ୍ରଭୁଙ୍କର ଅନ୍ବେଶନ କଲା ଏବଂ ସଦାପ୍ରଭୁ ଆମ୍ଭର ସହବର୍ତ୍ତୀ ବୋଲି ଧଉର୍ଯ୍ୟରେ କହିବା ଦେଖୁଛୁ !ସେହି ଦେଶର ପ୍ରଜାମାନଙ୍କୁ ଓ ରାଜାଙ୍କୁ ପରମେଶ୍ୱର ସହବର୍ତ୍ତୀ ହେବା ଦ୍ଵାରା ଯୁଦ୍ଧ ଧଉର୍ଯ୍ୟରେ କରି ପାରିଲେ ବୋଲି ଆମ୍ଭେ ଦେଖିପାରିଲୁ !ତହିଁରେ ଇସ୍ରାଏଲ ସନ୍ତାନଗଣ ଯିହୁଦା ସମ୍ମୁଖରୁ ପଳାଇଲେ ଓ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ଅବୀୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଧ କଲେ !
ହେ ମୋର ପ୍ରିୟ ପ୍ରଭୁଙ୍କର ସନ୍ତାନଗଣ, ଯୀଶୁଙ୍କୁ ଗ୍ରହଣ କଲେ ଯଥେଷ୍ଟ ନୁହେଁ, କିନ୍ତୁ ଯୀଶୁଙ୍କୁ ପ୍ରଥମ ସ୍ଥାନ ଦେଲେ ରାଜାଙ୍କୁ ମିଳିଥିବା ବିଜୟୀ ଓ ଉପରେ ଦେଖିଥିବା ପ୍ରଭୁଙ୍କର ବ୍ୟକ୍ତିକୁ ମିଳିଥିବା ଉପକାର ନିଚୟ ଆମ୍ଭ ଜୀବନରେ ମଧ୍ୟ ମିଳିବ, ଏଥିରେ କିଛି ସନ୍ଦେହ ନାହିଁ !ସଦାପ୍ରଭୁ ହି ଏପରି ଜୀବନଯାପନ କରିବାକୁ, ଆମ୍ଭଙ୍କୁ ଆଶୀର୍ବାଦ କରନ୍ତୁ !
- ଶ୍ରୀମତୀ ଯୋହନସ ମେରୀ ରବର୍ଟ
ପ୍ରାର୍ଥନାର ଅଂଶ :-
ସେବା ସ୍ଥାନରେ ସୁସମାଚାର ନିମନ୍ତେ ଯାଉଥିବା ଯାହାନ ଗୁଡିକ ସଦାପ୍ରଭୁ ସଂରକ୍ଷଣ କରି ଦୁର୍ଘଟଣାରୁ ଉଦ୍ଧାର କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.