Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-01-2021
Share:

By Village Missionary Movement

Friday, 08-Jan-2021

ଆଜିର ବାକ୍ୟ (Oriya) 08-01-2021

ମୁଁ ହିଁ 

“ଆପଣା ଭ୍ରାନ୍ତିସବୁ କିଏ ବୁଝିପାରେ? ତୁମ୍ଭେ ଗୁପ୍ତଦୋଷରୁ ମୋତେ ପରିଷ୍କାର କର।“ - ଗୀତସଂହିତା 19:12

ଦିନେ ଚାରଲସ ପାରିଜଣ କ୍ରିତଦାସ ମାନେ ଯାତ୍ରା କରୁଥିବା ନୌସେନା ଜାହାଜରେ ଯାତ୍ରା କଲା !ସେଠାରେ ଥିବା ସମସ୍ତଙ୍କ ସହିତ ଉତ୍ତମ ରୂପରେ କଥା ଭାଷା ହୋଇ ସମସ୍ତଙ୍କୁ ସୁହାଇଲା ଭଳି ଗୋଟିଏ ପ୍ରଶ୍ନ ପଚାରିଲା !ତୁମେ କାହିଁକି ବନ୍ଦୀ ରୂପେ ବାନ୍ଦୀ ହେଲ? ସମସ୍ତେ ଉତ୍ତର ଦେଲେ ଏହାର କାରଣ ଅନ୍ୟମାନଙ୍କ ଯୋଗୁ କହିଲେ !ଆଉ କେତେ ଜଣ ପରିସ୍ଥିତିର କାରଣ ଦେଖାଇଲେ !ଜଣେ କହିଲା ମୋର ଧନର ଆଶା ହିଁ ମୋତେ ଚୋର ରୂପେ କଲା କହିଲା !ମୋର ପରିସ୍ଥିତିର କାରଣ ମୁଁ ହିଁ କହି ଉତ୍ତର ଦେଲା !ସଂଗେ ସଂଗେ ପାରିଜଣ ତାଙ୍କ କାନ୍ଦକୁ ଆଉଶି କହିଲା ଇଶ୍ୱର ତୁମକୁ ପ୍ରେମ କରୁଛନ୍ତି !ତୁମେ ତାଙ୍କର ବାହାର ଲୋକ ନୁହଁ କହି ତାଙ୍କୁ ଉଚ୍ଚାହ କଲେ !ଏହା ବୁଝି ପାରୁ ଥିବା ଅଧିକାରୀ ପାରିଜଣ ଓଲାଇବା ସହରରେ ସେହି ବ୍ୟକ୍ତିଙ୍କୁ ମଧ୍ୟ ବନ୍ଦୀରୁ ମୁକ୍ତି କରି ପାରିଜଣଙ୍କ ସହିତ ଛାଡିଦେଲେ !କିଛି ବର୍ଷ ପରେ ସେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ମହାନ ସେବକ ଭାବେ ଅନେକ ଆତ୍ମାଙ୍କୁ ପ୍ରଭୁଙ୍କର ନିକଟରେ ସମର୍ପଣ କରି ପାରିବା ସେବକ ଭାବରେ ଉଭା ହୋଇ ଥିଲା !

ସାଧାରଣ ଭାବେ ଆମର ନିଜର ଦୋଷ ନିଜେ ସ୍ୱୀକାର କରୁ ନାହୁଁ !କିଛି କିଛି କାରଣ ଦରସାଇ ନିଜକୁ ନିରଅପରାଧୀ ଭାବେ ଲୋକଙ୍କ ସମୁଖରେ ରଖୁ !ଏହା ଆଦାମ ଓ ହେବାଙ୍କର ଠାରୁ ଆସୁଥିବା ଏକ ପ୍ରକ୍ରିୟା !ମାତ୍ର ଯେଉଁ ମାନେ ସେମାନଙ୍କର ଦୋଷ ସ୍ୱୀକାର କରନ୍ତି ସେମାନଙ୍କୁ ଇଶ୍ୱର ଗ୍ରହଣ କରିବେ !ଦାଉଦଙ୍କର ଜୀବନ ଏହାର ଏକ ଉତ୍ତମ ଉଦାହରଣ ଅଟେ !ଦାଉଦ ଉରିଆଙ୍କର ସ୍ତ୍ରୀ ସହିତ ପାପରେ ପଡିଲା କ୍ଷଣି ଉରିଆଙ୍କୁ ହତ୍ୟା କରାଯାଇଥିବା ସତ୍ୟ ଅଟେ, ମାତ୍ର ଇଶ୍ୱର ପ୍ରବକତାଙ୍କୁ ପଠାଇ ଦୋଷ ଦେଖାଇବା କ୍ଷଣି ଦାଉଦ  ରାଜା ରୂପେ ଗର୍ବିତ ନ ହୋଇ ଦୋଷକୁ ନ ଲୁଚେଇ ଉରିଆଙ୍କ ହତ୍ୟାର କାରଣ ନ କହି, ଗୀତସଂହିଁତା 51ଅଧ୍ୟାୟ ଲେଖିଲେ !ଏହି ଅଧ୍ୟାୟ ପଡିଲା ବେଳେ ଦାଉଦ ପ୍ରତି ମର୍ଯ୍ୟାଦା ଅଧିକ ହେଉଛି !ଦାଉଦ ଲେଖି ଥିବା ଗୀତସଂହିଁତା ସବୁ ପବିତ୍ର ବାଇବଲରେ ସଂଯୋଗ କରିବା ପାଇଁ ଇଶ୍ୱର ପଛଘୁଞ୍ଚା ହୋଇ ନ ଥିଲେ !ହଁ ତାଙ୍କ ଦୋଷ ସ୍ୱୀକାର କରି ମଣିଷ ଜୀବନକୁ ପରିବର୍ତ୍ତନ କରିବାକୁ ତାଙ୍କୁ ବ୍ୟବହାର କରିବାକୁ ପରମେଶ୍ୱର ଆଶା କରି ଅପେକ୍ଷା କରୁଛନ୍ତି !

ମୋର ପ୍ରିୟ ବନ୍ଧୁଗଣ, ପରମେଶ୍ୱର ତୁମ ସହିତ କଥା ହେଉଛନ୍ତି !ତୁମର ଦୋଷକୁ ପରିସ୍ଥିତିର କାରଣ ନ ଦେଖାଇ ଦୋଷକୁ ସ୍ୱୀକାର ନ କରି ଜୀବନଯାପନ କରୁଛ କି ? ବାଇବଲ ବାକ୍ୟ ଦ୍ଵାରା ଇଶ୍ୱର ଆମ ସହିତ କଥା ହେଉ ଥିବା ସମୟରେ ନିଉନତମ କାର୍ଯ୍ୟରୁ ଦୁରେଇ ରହିବା !ନିଜର  ଦୋଷ ସ୍ୱୀକାର କାରିଙ୍କୁ ଇଶ୍ୱର ଆଶୀର୍ବାଦ କରି ଗ୍ରହଣ କରିବାକୁ କଦାପି ଆଲୋଚନା କରିବେ ନାହିଁ !ହଁ ଆତ୍ମୀୟ ଜୀବନରେ ବଢି ଆଗକୁ ଯିବା ପାଇଁ ସ୍ୱାର୍ଥପରରୁ ଦୁରେଇ ରହି ଆମ ପରିସ୍ଥିତିକୁ ବୁଝି ନେବା !ଦୋଷ ସ୍ୱୀକାର କରିବା !ଆଶୀର୍ବାଦ ପାଇବା !
-    ଏଲ. ଆଲ୍ଲାଗାର ସ୍ୱାମୀ 

ପ୍ରାର୍ଥନା କରନ୍ତୁ :- ଆମ ବାଇବଲ ତାଲିମ ବିଦ୍ୟାଳୟରେ ଜାନୁଆରୀ 21ରେ ଶଷ୍ଟ ବ୍ୟାଚ ଆରମ୍ଭ ହେବାକୁ ଯାଉଛି ନୂଆ ଛାତ୍ରଛାତ୍ରୀ ଆତୁର ଭାବରେ ଯୋଗଦାନ କରିବା ସକାଶେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al