Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-11-2021
Share:

By Village Missionary Movement

Friday, 12-Nov-2021

ଆଜିର ବାକ୍ୟ (Oriya) 12-11-2021

 

ରୁଗ୍ଣତା 

 

“ତୁମ୍ଭେ ଆପଣା ପାଦ ସଳଖ କରି ପକାଅ ଓ ତୁମ୍ଭର ସବୁ ପଥ ସ୍ଥିରୀକୃତ ହେଉ। ଡାହାଣ କି ବାମ ପାର୍ଶ୍ୱକୁ ଯାଅ ନାହିଁ, ପୁଣି ତୁମ୍ଭ ପାଦ ମନ୍ଦଠାରୁ ଦୂର କର।“ - ହିତୋପଦେଶ 4:26-27

 

ପ୍ରାନସ ଦେଶରେ ମହାନ ବିପ୍ଳବତା ଆଣିଥିବା ନେପୋଲିୟନଙ୍କୁ ପେଟୁକ ବୋଲି ନାମାଙ୍କରଣ କରାଯାଇଥିଲା !ଗୁରୁତ୍ୱ ପୂର୍ଣ୍ଣ ଯୁଦ୍ଧ ଘାଟିରେ ଇଂରାଜୀ ଦୋଳ ପକ୍ଷ ଯୁଦ୍ଧ କରିବାକୁ ଯିବା ପୂର୍ବରୁ, ତାଙ୍କୁ ଗୋମାଂସ ଓ ଆଳୁ ରଖା ଗଲା !ମୁଖପାତ୍ର ନ କରି ଖାଇବା ଆରମ୍ଭ କରିଥିବା ସେ, ସକ୍ରିୟରେ କାର୍ଯ୍ୟ କରି ନ ପାରି ଯୁଦ୍ଧରେ ବିଫଳ ହେଲା !ସେଏଣ୍ଡସେରିନା ନାମକ ସ୍ଥାନରେ ତାଙ୍କୁ ବନ୍ଦୀ କରାଗଲା !ବିନତି ନ ହୋଇ ରହିବା ହେଉଛି ଅବିଧେତା !ସତର୍କ ନ ରହି ହୃଦୟ ଯାଉଥିବା ମାର୍ଗରେ ଅସତ୍ୟରେ ଜୀବନଯାପନ କରୁଥିବା ଲୋକଙ୍କୁ ଏହି ରୁଗ୍ଣତା ହଠାତରେ ଧରିବ !କିଛି ଲୋକଙ୍କୁ ନିଶାରେ ଦାସତ୍ଵ ଆଉ କିଛି ଲୋକେ ଦୂରଦର୍ଶନ ସମୁଖରେ ବସି ସମୟକୁ ବୃଥା କରିବା !ଏପରି ଅସତ୍ୟରେ ରହିଲେ, ଶେଷରେ ଏହା ଲୁହରେ ଆମ୍ଭଙ୍କୁ ବୁଡ଼ାଇବ !ଇଶ୍ୱରଙ୍କର ପ୍ରେମରୁ ଆମ୍ଭଙ୍କୁ ବିଛେଦ କରିବ !ଆଦିପୁସ୍ତକରତୃତୀୟ ଅଧ୍ୟାୟରେ ହବାର ରୁଗ୍ଣତା ପୃଥିବୀକୁ ବିନାଶ ଆଣିଲା !ନୋହଙ୍କର ସମୟରେ ପୃଥିବୀରେ ଥିବା ରୁଗ୍ଣତା ଯୋଗୁ ବିନାଶ ହେଲା !କିନ୍ତୁ ସେହି ସମୟରେ ଜୀବନଯାପନ କରୁଥିବା ଲୋକଙ୍କ ମଧ୍ୟରେ ନୋହ ନିତିବନ୍ତ ନିନ୍ଦାବିହୀନ ହୋଇ ଥିଲା !ପରମେଶ୍ୱର ତାଙ୍କୁ ଆଜ୍ଞା କଲା ସଦୃଶ୍ୟ କର୍ମ କଲା ବୋଲି ପବିତ୍ର ଗ୍ରନ୍ଥ କହୁଛି !

 

ପ୍ରିୟ ବନ୍ଧୁଗଣ, ଆମ୍ଭେ ସେମାନଙ୍କର ପ୍ରତିକାର କରିବା ବୋଲି ହୋଶେୟ :-14:4ରେ ଏହୋବା ଆମ୍ଭଙ୍କୁ ଚୁକ୍ତି କଲେ!ପରମେଶ୍ୱରଙ୍କର ସାନିଧ୍ୟରେ ବସି ଗବେଷଣା କରି ଦେଖିଲେ, ଆମ୍ଭ ଠାରେ ଦେଖା ନ ଯିବା ରୁଗ୍ଣତା ପରମେଶ୍ୱର ଉଠାଇବେ !ଆମ୍ଭର ସମସ୍ତ ପାପକୁ ପ୍ରଭୁଙ୍କର ରକ୍ତରେ ଧୋଇ ପବିତ୍ର କରିବେ !ତାଙ୍କ ନିକଟରେ ବିସ୍ତୃତ କରୁଣା ଅଛି !ସେ କ୍ଷମା କରିବାକୁ ଦୟାରେ ଅଛନ୍ତି !ଗୋଟେ ମିନିଟ ଆପଣ ଆପଣାକୁ ପରୀକ୍ଷା କରି ଦେଖିବ କି ? ରୁଗ୍ଣତାକୁ ସ୍ଥିର କରି ଫୋପାଡ଼ିବ କି ? ଆଜି ଆପଣାକୁ ସୁଧାର ହେଲେ, ଏହୋବା ଆଶୀର୍ବାଦ ଯୁକ୍ତ ଜୀବନ ତୁମ୍ଭଙ୍କୁ ଦୟା କରିବେ !

- ଶ୍ରୀ ଯାବା ଗଣେଶ ଶେଖର 

 

ପ୍ରାର୍ଥନାର ଅଂଶ :-

କାର୍ଯ୍ୟ ସ୍ଥାନରେ ସେବା କରୁଥିବା ସହଯୋଗ ସେବକଗଣକୁ ଦୁଇ ଚକିଆ ଯାହାନର ଆବଶ୍ୟକ ଅଛି, ସାହାଯ୍ୟକାରୀ ହସ୍ତ ଉଠିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş