Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 07-01-2021
Share:

By Village Missionary Movement

Thursday, 07-Jan-2021

ଆଜିର ବାକ୍ୟ (Oriya) 07-01-2021

ଉତ୍ତମ ସେଓ 

“ହେ ପରମେଶ୍ୱର, ମୋ’ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋ’ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।“ - ଗୀତସଂହିତା 51:10

ଡାନି ତାଙ୍କ ବାପାଙ୍କ ସହିତ ଫଳ କିଣିବାକୁ ଗଲେ !ଉତ୍ତମ ଭାବେ ଭିନ୍ନ ଭିନ୍ନ ଫଳ ସଜାଇ ରଖା ଯାଇଛି !ବାପା ଫଳ ଗୁଡିକ ଚିପି ଚିପି ଦେଖି ଚାଙ୍ଗୁଡ଼ିରେ ପକାଇଲେ !ଘରକୁ ଆଣିଲା ପରେ ମାଆ ଭଲରେ ଧୋଇ ତାହା କଟିବାବୁ ଆରମ୍ଭ କଲେ !ମାତ୍ର ଭିତରେ 
ସବୁଜ ରଙ୍ଗର ପୋକ ହଲୁ ଥାଏ !ପୋକ ଦେଖି  ଡାନି ବାପାଙ୍କୁ ପଚାରିଲା, ବାପା ଆମେ ଭଲ ସେଓ କିଣିଲୁ ପୋକ କେମିତି ଭିତରକୁ ଆସିଲା !ବାପା କହିଲେ , ସେଓ ଗଛରେ ଫୁଲ ହେବା ବେଳେ ହିଁ ପୋକ ଡିମ୍ବ ଦେଇଦିଏ !ଦିନ ଦିନକୁ ଫୁଲ ଫଳ ହେବା ସମୟରେ ଫୁଲର ଡିମ୍ବ ଫଳରେ ପୋକ ହୋଇ ଜୀବନ ବଂଚିବା ଆରମ୍ଭ କରେ !ଡାନିକୁ ଏହା ଆଚାର୍ଯ୍ୟ ଲାଗିଲା !

ଏହିପରି ଆମେ ଆମ ମାତାଙ୍କ ଗର୍ଭରେ ସୃଷ୍ଟି ହେଉ ଥିବା ବେଳେ ପାପରେ ହିଁ ଗର୍ଭ ଧାରଣ ହେଉ !ଏହା ଆମ ହୃଦୟରେ ପାପର ଗୁଣରେ ସୁଭାସିତ ହୋଇ  ଶାସନ କରୁଥାଏ !ଏହାକୁ ହିଁ ଜନ୍ନ ସ୍ଵଭାଵ କହିଥାଉ !ଜଗତରେ ଜନ୍ନ ନେଇ ଥିବା ପ୍ରଥମ ଶିଶୁ କୟୀନ ଓ ହେବଲ !ପାପ କାର୍ଯ୍ୟ ସେମାନଙ୍କୁ ଶିକ୍ଷା ଦେବାକୁ କେହି ନ ଥିଲେ !ହେଲେ ମଧ୍ୟ କେହି ଶିକ୍ଷା ନ ଦେବାରୁ ମଧ୍ୟ କୟୀନଙ୍କର ଠାରେ ରାଗ, ହିଂସା, ଥିଲା !ପ୍ରତିଶୋଧ ନେବା ଉଦ୍ଦେଶ୍ୟ କେଉଁଠାରୁ ଆସିଲା ? ହତ୍ୟାକାରୀ ପରି ହିଂସା ଥିଲା ଜାଣିଲ ତ !ଏହି ସମସ୍ତ କେଉଁଠୁ ଆସିଲା ? ହଁ ବାଇବଲ କହୁ ଥିବା ସତ୍ୟ ପ୍ରକାରେ ଆମେ ପାପ ସ୍ୱାଭାବିକରେ ଜନ୍ନ ନେଉଛୁ !ଏହାର ପ୍ରତୀକ୍ଷା ହିଁ ଶରୀରିକ କାର୍ଯ୍ୟ ଅନୁସାରେ ବାହାରକୁ ଆସୁଛି !

ପ୍ରିୟ ବନ୍ଧୁଗଣ, ଆମ ଠାରେ ଥିବା ଜନ୍ନ ସ୍ଵଭାଵରୁ ବିଜୟୀ ହୋଇ ଅତ୍ମୀୟତା ସ୍ୱାଭାବରେ ବଞ୍ଚିବା ହିଁ ଖ୍ରୀଷ୍ଟିଆନର ଲକ୍ଷ୍ୟ ! ହେଲେ ମଧ୍ୟ ଆମ ନିଜର ଶକ୍ତି ବଳରେ ଜନ୍ନ ସ୍ଵଭାଵକୁ ବିଜୟୀ ହୋଇ ପାରିବା କି ? ନାହିଁ ! ପବିତ୍ର ଆତ୍ମାଙ୍କର ସାହାଯ୍ୟରେ ପ୍ରତ୍ୟୋକ ଦିନ  ପରିସ୍ଥିତିରେ, ସମସ୍ୟାର ସାମନା କରିବା ଦ୍ଵାରା ନୀଚୀତ ଆମେ ବିଜୟୀ ହେବା !ପ୍ରେରିତ ପାଉଲଙ୍କ ପରି ଆମେ ଆମ ପୁରୁଣା ମନକୁ କୃଶରେ ହତ କରି ଯୀଶୁଙ୍କ ଠାରେ ପୁନରୁଥାନ ଲେ ଆମେ ନୁହଁ ଆମ ଠାରେ ବାସ  କରୁଥିବା ଯୀଶୁ ହିଁ ସେହି ବିଜୟୀ ଖ୍ରୀଷ୍ଟିଆନ ଜୀବନ ଆମକୁ ଦୟା କରିବେ !ହାଲେଲୁୟା !
-    ଶ୍ରୀମତୀ ଜସ୍ମିନ ଶାମୁଏଲ 

ପ୍ରାର୍ଥନା କରନ୍ତୁ :-ଆମେ ପ୍ରସ୍ତୁତ କରୁଥିବା ପ୍ରତିଦିନ ଧ୍ୟାନ ବହି ଆଜିର ଦିନରେ ସମସ୍ତେ ପାଠ କରି ଯୀଶୁଙ୍କ ନିକଟକୁ ଆସିବା ସକାଶେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al