Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-11-2021
Share:

By Village Missionary Movement

Thursday, 11-Nov-2021

ଆଜିର ବାକ୍ୟ (Oriya) 11-11-2021

 

ସାହାଯ୍ୟକାରୀ ହସ୍ତ 

 

"...ଏଠାରେ ଜଣେ ବାଳକ ଅଛି !ତାହା ପାଖରେ...!” - ଯୋହନ 6:8-9

 

ତାମିଲନାଡୁ ରାଜ୍ୟର ପୁଦିକୋତି ଜିଲ୍ଲାର ଆଦାନାକୋତେ ନାମକ ଗୋଟିଏ ଛୋଟ ଗ୍ରାମର ନିବାସୀ ଜୟଲକ୍ଷ୍ମୀ ନାମରେ ଜଣେ ବାଳିକା ଥିଲେ !ଏହାର ବୟସ ସତର ଅଟେ !ଏହାଙ୍କର ବହୁତ ଗରିବ ପରିବାର !ଭଙ୍ଗା ଘର, ଉତ୍ତମ ରୋଜଗାର ନାହିଁ !ତାହାର ମାଆ ଅଳ୍ପ ମାନସିକ ରୋଗରେ ପୀଡିତା !ଜୟଲକ୍ଷ୍ମୀ ଉତ୍ତମ ରୂପେ ପାଠ ପଡି, ଗୋଟିଏ ବେସରକାରୀ ସଂସ୍ଥାନ କରିଥିବା ପରୀକ୍ଷାରେ ଅଂଶ ଗ୍ରହଣ କରି, ଆମେରିକାର ନାଶାକୁ ଯିବା ପାଇଁ ବୈଜ୍ଞାନିକ ଭାବେ ମନୋନୀତ ହେଲା !ଆମେରିକା ଯିବାକୁ ଟଙ୍କାର ଅଭାବ ହେତୁ, ସ୍ୱଚ୍ଛନ୍ଦା ନାମକ ସଂସ୍ଥା ସାହାଯ୍ୟ କଲା !କିନ୍ତୁ ଏହି ଛୋଟ ଛୁଆଁ ତାହାକୁ ମିଳିଲା ସାହାଯ୍ୟରେ, ତାଙ୍କର ଗାଁରେ କୌଣସି ପରିବାରର ବସତି ଓ ପାଇଖାନା ନାହିଁ ବୋଲି, ସ୍ୱଚ୍ଛନ୍ଦା ସଂସ୍ଥାନ ସହ କଥା ହେଲା !ଏହା ଜାଣି ପାରି, ସେହି ସ୍ୱଚ୍ଛନ୍ଦା ସଂସ୍ଥାନ, ଅନେକଙ୍କ ସାହାଯ୍ୟରେ 126ଟି ପାଇଖାନା ତାଙ୍କ ଗାଁରେ ନିର୍ମାଣ କଲେ !ଇଏ ସେହି ଗାଁର ଉତ୍ତମ ନିମନ୍ତେ ଠିଆ ହେଲା !ଏହି ସାମ୍ବାଦ ଦୂରଦର୍ଶନରେ ପ୍ରଚାର ହେଲା !ଅନେକଙ୍କୁ ନୂତନ ପ୍ରୋଚାହନ ଦେଲା !

 

ଦିନେ ଯୀଶୁ ପର୍ବତ ଅଂଚଳରେ ତାହାଙ୍କର ପ୍ରଚାର ଶେଷ କଲା ପରେ, ଜମା ହୋଇଥିବା ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ହେବ ବୋଲି ତାହାର ଶିଷ୍ୟମାନଙ୍କୁ କହିଲେ !ସେତେବେଳେ ଜଣେ ଶିଷ୍ୟ କହିଲେ ଏଠାରେ ଜଣେ ଛୋଟ ବାଳକ ପାଖରେ ଜବର ପାଞ୍ଚଟି ରୋଟି ଓ ଦୁଇଟି ଭଜା ମାଛ ଅଛି !ନାମ କୁହାଯାଇ ନ ଥିବା ଛୋଟ ବାଳକ ସେ ଖାଇବାକୁ ରଖିଥିଲା !ସେତେବେଳେ ସେଠାରେ ହେଉଥିବା ଘଟଣାଟି ଦେଖିଲେ !ସେ ବାଳକ ତାହା ଲୁଚେଇ ପାରିବ !କିନ୍ତୁ ତାହା ନ ଲୁଚେଇ ଦେବାକୁ ଇଚ୍ଛା କଲା !ସେଠାରେ ସେତେ ଜଣ ଗହଳି ମଧ୍ୟରେ ଯୀଶୁ, ତାଙ୍କ ଠାରେ ଥିବା ରୋଟି ଓ ମାଛ ନେଇ ଆଶୀର୍ବାଦ କରି, ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକଙ୍କୁ ବାଣ୍ଟିଦେଲେ, ଆଉ ବଳକା ବାର ଟୋକାଇ ପୂର୍ଣ୍ଣ କଲେ ବୋଲି ଆମ୍ଭେ ପଡୁଛୁ !ସେହି ସ୍ଥାନରେ ସେହି ଲୋକମାନଙ୍କ ନିମନ୍ତେ ସେ ଛୋଟ ବାଳକ ଠିଆ ହେଲା !ନାମ କୁହାଯାଇ ନ ଥିଲେ ମଧ୍ୟ ସେହି ଛୋଟ ବାଳକ ଆଜି ପର୍ଯ୍ୟନ୍ତ ଜୀବନ୍ତ ହୋଇ ଆମ୍ଭ ସମସ୍ତଙ୍କୁ ଏକ ଉତ୍ତମ ଉଦାହରଣ !

 

ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେ ଏପରି ଏକ ସାକ୍ଷୀ ପାଇ ପାରିବା କି ? ଏଠାରେ ଜଣେ ଛୋଟ ବାଳକ ଅଛି ବୋଲି ଆମ୍ଭ ନିମନ୍ତେ କେହିବି କହିବେ କି ? ଏହି ଘୋର ବ୍ୟାଧି କାଳରେ ଆମ୍ଭେ ଅନ୍ୟମାନଙ୍କ ନିମନ୍ତେ, ଆମ୍ଭ ପ୍ରତିଭା, ବୁଦ୍ଧି, ଅବକାଶ, ବିଦ୍ୟା, ପଇସା ଏବଂ ଶାରୀରିକ ଶ୍ରମ ଯାହାହେଲେବି ଗୋଟିଏ ଦେବାକୁ ପଡିବ !ଆମ୍ଭ ଗାଁର ଲୋକେ, ସାଙ୍ଗସାଥୀ ବୋଲି ସମସ୍ତେ ଏଠାରେ ଜଣେ ଅଛନ୍ତି ବୋଲି କହିବାକୁ ହେବ !ବିଶେଷକରି ଯୌବନମାନେ, ଉପରେ ଥିବା ଦୁଇଟି ଉଦାହରଣକୁ ଅନୁଧ୍ୟାନ କର !ଏପରି ଗୋଟିଏ ଜୀବନ ବଞ୍ଚିବାକୁ ଆପଣାକୁ ସମର୍ପିତ କରନ୍ତୁ !

- ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ସେବକମାନଙ୍କ ନିମନ୍ତେ ଲେଖା ଯାଉଥିବା ପତ୍ରିକା ଦ୍ଵାରା ସେବକ ବୃନ୍ଦ ନୂତନ ଅଭିଷେକ ପାଇ ଉଚ୍ଚାହରେ ଚାଲିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş casibom casibom giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet