Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-11-2021
Share:

By Village Missionary Movement

Wednesday, 10-Nov-2021

ଆଜିର ବାକ୍ୟ (Oriya) 10-11-2021

 

ଦୁଇଟି ରେଖା ମଧ୍ୟରେ 

 

“ପଶ୍ଚାତ୍‍ ବିଷୟସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି ।“ - ଫିଲିପ୍ପୀୟ 3:14

 

ପେନି ସଫୋଟ ତାର ତିନି ବର୍ଷ ବୟସରେ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇ ଅଳ୍ପ ସମୟ ବି ଚାଲି ପାରେ ନାହିଁକି ଠିଆ ହୋଇ ପାରେ ନାହିଁ !ଅସହ୍ୟ ଯନ୍ତ୍ରଣାରେ କଷ୍ଟ ଅନୁଭବ କରୁଥାଏ !ଏପରି ଅବସ୍ଥାରେ ତାଙ୍କର ବିବାହ ହୋଇ ଦୁଇଟି ଝିଅଟିର ମାଆ ହୋଇ ତାଙ୍କର କାମ ସେ ହିଁ କରି ନ ପାରି, ଅନ୍ୟର ସହଯୋଗରେ ଜୀବନଯାପନ କରିବା ଅବସ୍ଥା ଆସିବାରୁ, ବହୁତ କଷ୍ଟରେ ପ୍ରାର୍ଥନା କରୁଥିବା ବେଳେ, ଅଦାଭୂତକୁ ସନ୍ଦ୍ୟାନ କରି ଯାଅ ବୋଲି କଥା ହେବା ଶବ୍ଦ ଶୁଣିଲା !ନୀଚୀତ ଏହା ପ୍ରଭୁଙ୍କର ସ୍ୱର ବୋଲି ଜାଣି, ତାହାର ଆଜ୍ଞାଭହ ହେବାକୁ ହେବ ବୋଲି ସ୍ଥିର କଲା !ସେ ଜଣେ ଦୌଡ ରାଣୀ ସଦୃଶ୍ୟ ନ ଥିଲେ ମଧ୍ୟ 26.2ମାଇଲ ଦୂରତା ଦୌଡ ପ୍ରତିଯୋଗିତାରେ ଉପସ୍ଥିତ ହେବି ବୋଲି ସ୍ଥିର କଲା !କିନ୍ତୁ ତାଙ୍କୁ ରହିଥିବା ବ୍ୟଥାରେ ଚାଲିବାର ହିଁ କଷ୍ଟ, କିନ୍ତୁ ଦୌଡ଼ିବା କିପରି ସାଧ୍ୟ ଅଟେ !ପ୍ରଭୁଙ୍କର ସାହାଯ୍ୟ ସେ ପାଇବାର ଅଛି ବୋଲି ଇଚ୍ଛା ହୋଇ ବଇଦ ହିଁ ଶିକ୍ଷକ ହୋଇ କଠିନ ଭାବେ ଶିକ୍ଷା ପାଇଲା !ଚବିଶ ହଜାର ଜଣ ଉପସ୍ଥିତ ହୋଇ ଥିବା ସେହି ପ୍ରତିଯୋଗିତାରେ, ଆରମ୍ଭ ରେଖାରେ ଠିଆ ହେବା ବେଳେ, 28 ବର୍ଷ ହେବ ରହିଥିବା ମେରୁଦଣ୍ଡ ବ୍ୟଥା ତାହାକୁ ଛାଡି ଗଲା !ସାତ ଘଣ୍ଟା ସମୟ ଦୌଡ ପ୍ରତିଯୋଗିତାରେ ଦୌଡ଼ିବା ବେଳେ, ହାଲିଆ ହେବା ବେଳେ ଶେଷ ରେଖା ଯେପରି ହେଲେ ଛୁଇବାକୁ ହେବ ବୋଲି ଆଶାରେ, ତାର ହାତ ସେ ଉଚ୍ଚାହିଁତ କରିବାକୁ, ତାର ସନ୍ତାନ ଲେଖିଥିବା ପ୍ରଭୁଙ୍କର ବାକ୍ୟକୁ ପଡିଲା !ଶେଷରେ ଗୋଟିଏ ପାଦ ମଧ୍ୟ ତାର ଦୁଇଟି ସନ୍ତାନ ହାତ ବଢ଼ାଇ ସାହାଯ୍ୟ କରିବାକୁ ଆଗକୁ ଆସିବାରୁ, ଶେଷ ଲକ୍ଷ୍ୟକୁ ଆଗକୁ ବଢ଼ି, ତାହା ତାର ଗୋଡ଼କୁ ପ୍ରଭାବିତ କଲା ବେଳେ ପ୍ରଭୁଙ୍କର ଶକ୍ତି ଦ୍ଵାରା ସଂପୂର୍ଣ୍ଣ ଚାଲି, ସୁସ୍ଥତା ପାଇଲା !ବିଶ୍ୱାସର ଆଜ୍ଞାବହ ହେବା, ଏହା ହିଁ ତାଙ୍କ ଜୀବନରେ ଅଦାଭୂତ ଆଣି ଦେଲା !ଶେଷ ରେଖାରେ ନୁହେଁ, ପ୍ରଭୁଙ୍କର ଆଜ୍ଞାବହ ହୋଇ ପ୍ରଥମ ରେଖାରେ ଗୋଡ଼ ଦେବା ବେଳେ ଅଦାଭୂତ ପାଇବା ପରି ଦୌଡ଼ିବା ଆରମ୍ଭ କଲା !ସୁସାନ କୋଠାରେ ରାଜାଙ୍କୁ ତାଳି ବଢ଼ାଇ ଦେବା ନେହାମିୟା ତାଙ୍କ ନିଜର ପ୍ରଜାଙ୍କ ଦୁଃଖ ଶୁଣି ଯେରୁଯାଲେମର ଠେଲି ଦେବାକୁ ତାହାର ସ୍ତମ୍ଭ ଅଗ୍ନିରେ ଜଳାଇବା ଶୁଣି, କଣ କରିବାକୁ ହେବ ନ ଜାଣି ହତାଶ ଲୋକ ପରି ନ ହୋଇ ପରମେଶ୍ୱରଙ୍କ ଦର୍ଶନକୁ, ଯୋଜନାକୁ ପାଇବା ପରି ମିଳିଥିବା ସମୟକୁ ବ୍ୟବହାର କରି ରାଜାଙ୍କର ଅନୁମତି ଏବଂ ସାହାଯ୍ୟ ନେଇ ଆତଙ୍କ ମଧ୍ୟରେ ଆଗକୁ ପକାଇବା ପାଦକୁ ପଛକୁ ନ ଫେରାଇ ସଂପୂର୍ଣ୍ଣ କରିବାକୁ ଗୋଟିଏ ଲକ୍ଷରେ ପ୍ରଜାଙ୍କୁ ଏକତା କରି, ସ୍ଥିର କରାଯାଇଥିବା 52 ଦିନରେ ପ୍ରଭୁଙ୍କର ଦର୍ଶନକୁ ଏବଂ ଯୋଜନାକୁ ପୂର୍ଣ୍ଣ କଲା ପରି ଦେଖାଇଲା !ପରିସ୍ଥିତି, ମନୁଷ୍ୟ ବିରୋଧୀ ହୋଇ ଥାଇ ପାରନ୍ତି !ଆମ୍ଭେ ଲକ୍ଷ୍ୟରେ ପହଂଚିବା ପାଇଁ, ପରମେଶ୍ୱରଙ୍କ ସାହାଯ୍ୟରେ, ଧଉର୍ଯ୍ୟରେ ଆଗକୁ ଗଲେ ଲକ୍ଷ୍ୟରେ ପହଂଚିବା ଲୋକ ସଦୃଶ୍ୟ ବିଜୟୀର ଫଳର ସ୍ୱାଦ ଚାଖି ପାରିବା !

- ଶ୍ରୀମତୀ ବାସନ୍ତୀ ରାଜ ମହାନ 

 

ପ୍ରାର୍ଥନାର ଅଂଶ :-

ସହଯୋଗୀ ସେବକ ସେବା କରିବା ଚର୍ଚ୍ଚ ନ ଥିବା ଗ୍ରାମ ଗୁଡିକରେ ଚର୍ଚ୍ଚ ନିର୍ମାଣ ନିମନ୍ତେ ପ୍ରାର୍ଥନା କରିବା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş