By Village Missionary Movement
Saturday, 06-Nov-2021ଆଜିର ବାକ୍ୟ (Oriya) 06-11-2021
ତାହା ବଢିଲେ କମିବ
“ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ ।“ - ମାଥିଉ 10:31
ଏ କାଲା,ତୁମେ କାହିଁକି ଏପରି ତଳେ ପଡ଼ିଥିବା ବାଳକୁ କାଢି ଏକାଠି କରୁଛ କିଛି ଜାଣି ହେଉନି, ଏପରି କହି କହି ତାଙ୍କ ସାଙ୍ଗଙ୍କ ନିକଟକୁ ସନ୍ଦ୍ୟା ଆସିଲା !ଦୁଇଜଣ ଛୋଟରୁ ହିଁ ଉତ୍ତମ ସାଥୀ !ଗୋଟିଏ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ !ଅଳ୍ପ ଦିନରୁ ହିଁ କାଲାକୁ ବାଳ ଝଡିବା ସମସ୍ୟା !ତାଙ୍କ ମୁଣ୍ଡରେ ସେଟି ସେଟି ଚନ୍ଦା ମୁଣ୍ଡ ଦେଖା ଦେଉଛି !କାଲାର ଶରୀର ଓଜନ କମି କମି ଆସୁଛି !ସବୁବେଳେ ଅସୁସ୍ଥତା ଅନୁଭବ ହେଉଛି !କିନ୍ତୁ ସନ୍ଦ୍ୟା କହୁଛି, ତୁମ୍ଭେ ଠିକରେ ଖାଦ୍ୟ ନ ଖାଇବା ହେତୁ ହିଁ ତୁମେ ଅସୁସ୍ଥତା ଅନୁଭବ ହେଉଛ !କିନ୍ତୁ ଗର୍ଭଆଶୟ କର୍କଟ ରୋଗରେ ପୀଡିତ ହୋଇ କାଲା ଚିକିତ୍ସା କରିବା, ତାଙ୍କ ପରିବାର ଛଡା, ତାଙ୍କ ଅନ୍ତରଙ୍ଗ ବନ୍ଧୁ ହୋଇଥିବା ସନ୍ଦ୍ୟାକୁ ମଧ୍ୟ ଜଣାନାହିଁ !କାଲା ତାହାର ଏପରି ଅବସ୍ଥାକୁ ମନେ କରି ପ୍ରତିଦିନ ଲୁହ ଝରାଉ ଥାଏ !କର୍କଟ ରୋଗର ବେଦନା ଏବଂ ତାହାର ଚିକିତ୍ସା ଦ୍ଵାରା ତାଙ୍କ ଶରୀରରେ ଦେଖା ଯାଉଥିବା ପରିବର୍ତ୍ତନକୁ ଦେଖି, ବଂଚିବା ଅପେକ୍ଷା ମରିବା ହିଁ ଉତ୍ତମ କହି ମନେ ମନେ ଭାବି ଆତ୍ମହତ୍ୟା କରିବାକୁ ନିର୍ଣ୍ଣୟ ନେଲା !ରାତିରେ ସମସ୍ତେ ଶୋଇ ପଡିବା ପରେ ଧିରେ ଧିରେ ଛାତ ଉପରକୁ ଗଲା !ସମସ୍ତେ ଶୋଇ ଥିବା ରାତ୍ରି ସମୟରେ, ନିଃଶବ୍ଦ ଥିଲା !ମାତ୍ର ପଡୋଶୀ ଘରେ ଗୀତ ଶୁଣି, ଛାତର କୋଣକୁ ଯାଇ ଅନୁଧ୍ୟାନ କଲା !ସେମାନେ ଗୋଟିଏ ପୁସ୍ତକ ଖୋଲି ପଡ଼ିବାକୁ ଆରମ୍ଭ କଲେ !କାଲା ତାହା ଶୁଣି ଶୁଣି ଠିଆ ହୋଇଛି !ଅଳ୍ପ ମିନିଟ ଶୁଣିବା ପରେ, ତାହାର ନିର୍ଣ୍ଣୟକୁ ସଂପୂର୍ଣ୍ଣ କରିବାକୁ ବାହାରିବା ସମୟରେ,ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି ।ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆ ଠାରୁ ଶ୍ରେଷ୍ଠ, ବାକ୍ୟ ତାଙ୍କୁ ସ୍ୱର୍ଷ କଲା !ସଂଗେ ସଂଗେ ତଳକୁ ଧାଇଁ ଆସି ପଡୋଶୀଙ୍କ ନିକଟକୁ ଯାଇ, ସମସ୍ତ ବିଷୟରେ ପଚାରି, ଯୀଶୁଙ୍କର ପ୍ରେମକୁ ଜାଣି ପାରି ବିଶ୍ୱାସ ପାଇଲା !କର୍କଟ ରୋଗରେ ବାଧା ପାଇ, ତାଙ୍କ ଜୀବନରେ ବିଚଳିତ ଅନେକଙ୍କ ନିକଟରେ ଦେଖା ଯାଉଛି !ସେମାନଙ୍କୁ ସ୍ୱାନ୍ତନା ଦେବାକୁ ଏବଂ ସେମାନଙ୍କୁ ଉଚ୍ଚାହିତ କରିବା ପାଇଁ, ଆମ ଭାରତ ଦେଶରେ ଅନ୍ତର୍ଜାତୀୟ କର୍କଟ ସଚେତନତା ଦିବସ ବୋଲି ପାଳନ କରାଯାଉଛି !
ଏହା ଶୁଣୁଥିବା ଆପଣ ଯଦି ଏହି ରୋଗ ଦ୍ଵାରା କଷ୍ଟ ଅନୁଭବ କରିଥିଲେ ନାହିଁତ ସେମାନଙ୍କର ବନ୍ଧୁଙ୍କର ଥିବା ପରି ହେଲେ, ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ରଖ ନିରାଶ ହୁଅ ନାହିଁ !ବିଶ୍ୱାସକୁ ପରିତ୍ୟାଗ କରନ୍ତୁ ନାହିଁ !ଡାଲି ଫିଏମ ନାମକ ଆତ୍ମୀୟ ଭାଇ, ତାଙ୍କର ପୁସ୍ତକରେ ଏହିପରି ଲେଖିଛନ୍ତି, ଆମ୍ଭ ବିଶ୍ୱାସ ବଢିବା ଦ୍ଵାରା କମି ଯାଉଛି !ତେଣୁ ପ୍ରାର୍ଥନା କରିବା, ବିଜୟୀକୁ ପାଇବା !
- ଏ. ରୋଶଲିନ
ପ୍ରାର୍ଥନାର ଅଂଶ :-
ମୋକ୍ଷ ପ୍ରାୟାଣାମ ପତ୍ରିକା ପ୍ରସ୍ତୁତି କରିବା କାର୍ଯ୍ୟରେ, ଅଂଶ ଗ୍ରହଣ କରୁଥିବା ବ୍ୟକ୍ତିଗଣ ଇଛାରେ କାର୍ଯ୍ୟ କରିବା ନିମନ୍ତେ ପ୍ରାର୍ଥନା କରିବା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.