Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-11-2021
Share:

By Village Missionary Movement

Thursday, 04-Nov-2021

ଆଜିର ବାକ୍ୟ (Oriya) 04-11-2021

 

ମୃତ୍ୟୁର ଭୟ ନାହିଁ 

 

“…ଯୀଶୁ ସେମାନଙ୍କୁ କହିଲେ, ଆସ, ଆରପାରିକି ଯିବା ।“ - ମାର୍କ 4:35

 

ଆଫଗାନି ଦେଶକୁ ତାଳିବାନ ଅଧିକାର କଲା ବେଳେ, ପ୍ରତ୍ୟେକ ଜଣ ତାଙ୍କ ପରିବାର ସେହି ଦେଶର ସୀମାକୁ ଛାଡି ବାହାରକୁ ଯିବାକୁ ବହୁତ ପରିଶ୍ରମ କଲେ !ସେତେବେଳେ ଜଣେ ବାଳିକା, କାନ୍ଥଟି ଚଡି ପାରିଲା ନାହିଁ !ଏହି ଘଟଣା ଦେଖିବା କ୍ଷଣି ଆମେରିକା ସୈନିକର କିଛି ସୈନିକ ସେମାନଙ୍କର ହାତକୁ କଣ୍ଟା ସଦୃଶ୍ୟ ରଖିଲେ !ସେହି ହସ୍ତର ଉପର ଦେଇ ସେହି କାନ୍ଥକୁ ଚଡି, ସେହି ଦେଶର ସୀମାକୁ ଢ଼େଇ ଚାଲିଗଲା !ସେହି ବାଳିକାର ପ୍ରାଣ ରକ୍ଷା କରିଥିବା ସୈନିକଙ୍କୁ କୃତଜ୍ଞତା ଜଣାଇ, ଏକ ନୂତନ ପରିସୀମାକୁ ଯାତ୍ରା କଲେ ସେହି ଦେଶବାସୀ !

 

ପବିତ୍ର ଗ୍ରନ୍ଥରେ ମାର୍କ ସୁସମାଚାର :-4:35 ବାକ୍ୟରେ ଯୀଶୁଖ୍ରୀଷ୍ଟ ତାଙ୍କ ଶିଷ୍ୟଗଣଙ୍କୁ ଆରପାରିକି ଯିବା ବୋଲି ଡାକିଲେ !ଆଉ ପ୍ରବଳ ତୋଫାନ ହେଲା, ପୁଣି, ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା ।ବହୁତ ପ୍ରମାଦର ସମୟ !ଯୀଶୁଙ୍କୁ ବିଶ୍ୱାସ କରି ଆରପାରିକି ଯିବାକୁ ନୌକା ଛଡିଲୁ, କିନ୍ତୁ ବର୍ତ୍ତମାନ ଅଧାବାଟରେ ବୁଡି ଯିବୁ ବୋଲି ଭୟ ହେବାରୁ, ଯୀଶୁଙ୍କ ପ୍ରତି ରାଗିଲେ !ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, ତୁନି ହ, ଚୁପ୍ କର୍ । ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା ତାପରେ ପଞ୍ଚମ ଅଧ୍ୟାୟ ପ୍ରଥମ ବାକ୍ୟ ଦେଖିଲେ, ପରେ ସେମାନେ ସମୁଦ୍ରର ଅପର ପାର୍ଶ୍ୱସ୍ଥ ଗରାଶୀୟମାନଙ୍କ ଅଞ୍ଚଳରେ ଉପସ୍ଥିତ ହେଲେ ବୋଲି ପଡୁଛୁ !

 

ପ୍ରିୟ ବନ୍ଧୁଗଣ, ଏହି ଘୋର ବ୍ୟାଧି କାଳରେ, ପ୍ରତ୍ୟେକ ଦିନର ପ୍ରଶ୍ନ, ମୁଁ ଆରପାରିକି ଯିବିକି ? ପ୍ରଥମ ଯୁଗ, ଦ୍ୱିତୀୟ ଯୁଗ ବୋଲି କହୁଛନ୍ତି !ବର୍ତ୍ତମାନ ତୃତୀୟ ଯୁଗ ଆସୁଛି ବୋଲି କହୁଛନ୍ତି !ଅଉ କେତୋଟି ଯୁଗ ଆମ୍ଭେ ଜାଣିନୁ !କିନ୍ତୁ ଆସୁଥିବା ଯୁଗକୁ ଗର୍ଜନ କରି, ଆମ୍ଭ ଜୀବନ ଆରପାରିକି ନେଇ ପହଞ୍ଚାଇବାକୁ ଯୀଶୁ ବାପା ଆମ୍ଭ ସହ ଅଛନ୍ତି !ତେଣୁକରି, ଆଜିର ଦିନକୁ ଦେଖି ଭୟଭୀତ ହୁଅନ୍ତୁ ନାହିଁ !ଯୀଶୁଙ୍କୁ ଭରସା କରି ବିଶ୍ୱାସରେ ରହିଲେ, ଆମ୍ଭଙ୍କୁ, ଆମ୍ଭମାନଙ୍କର ପରିବାରକୁ ଏବଂ ଆମ୍ଭ ସମସ୍ତ ଦେଶକୁ ଜାଗ୍ରତରେ ଆରପାରିକି ନେଇ ପହଞ୍ଚାଇବ !ତାଙ୍କର କଥା ଅନୁସାରେ ହୁଏ !ସେ ଆଜ୍ଞା କଲେ କାର୍ଯ୍ୟଟି ସ୍ଥିର ହୁଏ !ଏହିପରି ପ୍ରଭୁଙ୍କର ବାକ୍ୟକୁ ମନେ ପକାଇବା !ନିଚୟ ଏହି କରୋନା ଯୁଗର ଦିନକୁ ପଛରେ ପକାଇ, ପ୍ରକୃତି ସମ୍ପର୍କର ଜୀବନର ଆରପାରିକି ଯିବା ନିଁଚିତ !ଯୀଶୁହିଁ ନେବା ବ୍ୟକ୍ତି !ଆମେନ୍ !

- ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ଭାଇ ଡେଭିଡ ଗାଣେଶାନ ସାମାଜିକ ୱେବସାଇଟରେ ପ୍ରଭୁଙ୍କର ବାକ୍ୟ ପ୍ରଚାର କଲା ବେଳେ, ଶୁଣୁ ଥିବା ପ୍ରତ୍ୟେକ ଜଣ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet