Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-01-2021
Share:

By Village Missionary Movement

Wednesday, 06-Jan-2021

ଆଜିର ବାକ୍ୟ (Oriya) 06-01-2021

ନିଷେଧ ପଥର 

“ଶୋକ ସକାଶୁ ମୋ’ ପ୍ରାଣ ତରଳି ଯାଏ; ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର।“ - ଗୀତସଂହିତା 119:28

ଦିନେ ଧାମାସ ଆଲପ ଏଡ଼ିସୋନ ସ୍କୁଲ ଠାରୁ ଫେରିବା ବେଳେ ଗୋଟିଏ ଚିଠି ତାଙ୍କ ମାଆଙ୍କୁ ପଡ଼ିବାକୁ ଦେବ କହି ଦେଲେ !ସେହି ଚିଠିକୁ କାନ୍ଦି କାନ୍ଦି ଲୁହ ଝରାଇ  ତାଙ୍କ ପୁଅ ଶୁଣିଲା ପରି ପଡିଲା !ତାଙ୍କ ପୁଅଙ୍କର ଜ୍ଞାନରେ ଆମ ବିଦ୍ୟାଳୟ ବହୁତ ଛୋଟ ଅଟେ !ତେଣୁ ତୁମ ପୁଅଙ୍କୁ ନିଜେ ଶିଖାଅ ବୋଲି ଲେଖି ଥିବା ଚିଠି ପଡି ମାଆଟି ଶେଷ କଲା !ସେହିଦିନ ଠାରୁ ଘରେ ପାଠ ପଡାଇବା ଆରମ୍ଭ କଲା !କିଛି ବର୍ଷ ପରେ ଏଡ଼ିସୋନଙ୍କର ମାଆ ମରିଗଲା !ଏଡ଼ିସୋନ ବୈଜ୍ଞାନିକ ଭାବରେ ସୁନାମ  ଅର୍ଜନ କଲା !ବହୁତ ବର୍ଷ ପରେ ପୁରୁଣା ଜିନିଷ ସଜାଡିବା ବେଳେ ତାଙ୍କ ମାଆ ପଢି ଶୁଣାଇ ଥିବା ସେହି ଚିଠି ତାଙ୍କ ନଜରକୁ ଆସିଲା !ସେଠାରେ ଲେଖା ଯାଇଛି ତୁମ ପୁଅଙ୍କର ମସ୍ତିସ୍କ  ବଡି ନାହିଁ ତେଣୁ ତୁମେହିଁ ତାଂକୁ ଘରେ ପାଠ ପଡାଅ !ତାହା ପଡ଼ିଥିବା ଏଡ଼ିସୋନଙ୍କର ଆଖିରୁ ଲୁହ ଝରିବା  ଆରମ୍ଭ ହେଲା !ତାପରେ ତାଙ୍କ ଡାଏରୀରେ ଲେଖିଲେ ମସ୍ତିସ୍କ  ନ ଥିବା ଏଡ଼ିସୋନ ତାଙ୍କ ମାଆଙ୍କର ଯୋଗୁ ମହାନ ବୈଜ୍ଞାନିକରେ  ପରିବର୍ତ୍ତନ ହେଲି !

ଗେରେସେନିୟୁଜ ଦେଶରେ ଅନେକ ଲୋକ ଅପବିତ୍ର ଆତ୍ମା ଦ୍ଵାରା ଶାସିତ ହେଉଛନ୍ତି !ସେ ତାଙ୍କ ସମସ୍ତ ଦ୍ଵାରା ବିତାଡିତ ହୋଇଥିବା ଲୋକଙ୍କ ପରି, ଛୁଉତ ହୋଇଥିବା ଲୋକଙ୍କ ପରି ଅଛନ୍ତି !ମାତ୍ର ଯୀଶୁଖ୍ରୀଷ୍ଟ ହିଁ ତାଙ୍କ ଠାରେ ଥିବା ଅପବିତ୍ର ଆତ୍ମାକୁ ତାଙ୍କ ଠାରୁ ବାହାରକୁ ତଡି ତାଂକୁ ମୁକ୍ତ କଲେ ! ତାଙ୍କ ଦ୍ଵାରା ସେହି ସହରକୁ ସୁସମାଚାର ପ୍ରକାଶ କରିବାକୁ ବ୍ୟବହାର କରାଗଲା ! ତାଙ୍କୁ ମହାନ ସେବକ ଭାବେ ପରିବର୍ତ୍ତନ କରାଗଲା !ଆମେ ଅନେକ ସମୟରେ ଶାରୀରିକ ଦୁର୍ବଳ ଅଟୁ, ଅବିଶ୍ୱାସୀ ମାନଙ୍କୁ ଦେଖି ମନରେ ଦୁଃଖିତ ହୋଇ ସେଠାରୁ ଚାଲିଯାଉ !ମସ୍ତିସ୍କ ବଡି ନ ଥିବା ଏଡ଼ିସୋନଙ୍କୁ ସ୍କୁଲର ଶିକ୍ଷକ ମାନେ ବିତାଡିତ କରି  ଦେଲେ ମାତ୍ର ଅଜି ଆମ ଘରକୁ ଉଜ୍ଜଳ ଯୋଗାଉ ଥିବା ବଳବର  ଉଦଭାବକ ଅଟନ୍ତି !ମାନବଙ୍କ ଦ୍ଵାରା ତିରସ୍କାର ହୋଇ ଥିବା ଏଡ଼ିସୋନ ଶେଷରେ ସେହି ସହରର ସୁସମାଚାର ପ୍ରକାଶରେ ମହାନ ସେବକ ଭାବେ  ପରିବର୍ତନ କରାଗଲା !ଆମ ସମସ୍ତଙ୍କର ପରମେଶ୍ୱର ମଧ୍ୟ କ୍ଷୁଦ୍ର ମାନଙ୍କୁ, ବିତାଡିତ ମାନଙ୍କୁ ତାଙ୍କ କୃପାରେ ମହାନତାରେ ବ୍ୟବହାର କରିବେ !ତେଣୁ ଦୁର୍ବଳ ଲୋକଙ୍କୁ ସବଳ କରିବା !ସେମାନେ ପ୍ରଭୁଙ୍କର ଦ୍ଵାରା ବ୍ୟବହୃତ ହେବାକୁ ଶକ୍ତିମାନ ଭାବରେ ପରିବର୍ତ୍ତନ ହେବାକୁ ଦିଅ !
-    ଭାଇ ଏସ. ମନୋଜ କୁମାର 

ପ୍ରାର୍ଥନା କରନ୍ତୁ :-ପ୍ରତିଦିନ ଉପାସନା ପ୍ରସ୍ତୁତ କରୁଥିବା କାର୍ଯ୍ୟକ୍ରମରେ ଭାଗ ନେଉ ଥିବା ପ୍ରଭୁଙ୍କର ପିଲାଙ୍କୁ ଅତ୍ୟଧିକ ଜ୍ଞାନ ଇଶ୍ୱର ଯୋଗୁଇବା ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al