Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 30-10-2021
Share:

By Village Missionary Movement

Saturday, 30-Oct-2021

ଆଜିର ବାକ୍ୟ (Oriya) 30-10-2021

 

ସରଳତା 

 

“ସରଳାଚାରୀ ନିର୍ଭୟରେ ଚାଲେ, ମାତ୍ର ବକ୍ରଗାମୀ ଜଣା ପଡ଼ିବ।“ - ହିତୋପଦେଶ 10:9

 

ଦିନେ ବ୍ୟାଙ୍କରେ ଥିବା ସମସ୍ତଙ୍କ ମୁହଁରେ ଭୟ ଦେଖାଦେଲା !କିନ୍ତୁ ସବୁଦିନ ପରି ବ୍ୟାଙ୍କ କାର୍ଯ୍ୟ କରୁଥାନ୍ତି !ଆରଦିନରେ ବ୍ୟାଙ୍କକୁ ଚାରିଜଣ ପୋଲିସ ଆସିଲେ !ସେହି ବ୍ୟାଙ୍କରେ ଦଶ ଲକ୍ଷ ଟଙ୍କା ଚୋରି ହୋଇଥିବା ବିଷୟରେ ବିଚାରଣ କଲେ !କିନ୍ତୁ ରାଜନ ଭୟଭୀତ ନ ହୋଇ ଥିଲା !କ୍ୟାସିଏର ହୋଇଥିବା ତାଙ୍କୁ ପୋଲିସ ତନତନ କରି ପ୍ରଶ୍ନ ପଚାରିଲେ !ରାଜନ ଦୁଃଖିତ ହେଲେ !ସେତେବେଳେ ମ୍ୟାନେଜର ଆସି କହିଲା, ଇଏ ଏପରି କାମ କରିବା ବ୍ୟକ୍ତି ନୁହେଁ, ଇଏ ସରଳତା ଓ ସତ୍ୟତାରେ ରହିବ !ତାପରେ ଅଳ୍ପ ମଧ୍ୟ, ସନ୍ଦେହ କରିବାକୁ ଅବକାଶ ନ ଥିବା ପିଅନ ହୋଇଥିବା ଭାରତ ଆଡକୁ ନଜର ପଡିଲା !ଶେଷରେ ସେ ହିଁ ନକଲି ଦସ୍ତଖତ କରି ଠକିଛି ବୋଲି ଜଣାପଡିଲା !ସମସ୍ତେ ଜାଣି ଥିବା ରାଜନର ସତ୍ୟତା ହିଁ ତାହାଙ୍କୁ ରକ୍ଷା କଲା !

 

ରାଜା ହୋଇଥିବା ଯିହୋଶାଫଟ ସଦାପ୍ରଭୁଙ୍କୁ ଭୟଭୀତ ହୋଇ ତାହାଙ୍କର ଆଜ୍ଞାକୁ ନମ୍ର ହୋଇ ଜୀବନଯାପନ କଲା !ତାଙ୍କ ରାଜ୍ୟର ଦେବତାମାନଙ୍କର ସମସ୍ତ ସ୍ତମ୍ଭକୁ ଭାଙ୍ଗି ଦେଇ, ବାଳଦେବତାଙ୍କ ପୀଠକୁ ଟେଲି ଦେଇ, ପ୍ରଜା ସଦାପ୍ରଭୁଙ୍କର ଅନୁସରଣ କଲା ପରି କରିଲେ !ଯିହୋଶାଫଟ ରାଜା ହୋଇଥିଲେ ମଧ୍ୟ ତାହାର ହୃଦୟ ସଦାପ୍ରଭୁଙ୍କର ମାର୍ଗରେ ଉଚ୍ଚାହରେ ରହିଥିଲା !ଯେକୌଣସି କାର୍ଯ୍ୟ କଲେ ମଧ୍ୟ ସଦାପ୍ରଭୁଙ୍କୁ ଜଣାଇ କରନ୍ତି !ଦିନେ ଯୁଦ୍ଧକୁ ଯିବାବେଳେ ସଦାପ୍ରଭୁ ଯାଅ ନାହିଁ କହିବାରୁ ମଧ୍ୟ ଇଶ୍ରାଏଲ ରାଜାଙ୍କୁ ସହଯୋଗୀ ହୋଇ ଗଲା !ଯୁଦ୍ଧରେ ଇଶ୍ରାଏଲ ରାଜାଙ୍କୁ ହତ୍ୟା କରାଗଲା !ଇଏ ତାଙ୍କ ସହରକୁ ଫେରି ଯାଉଥିବା ବେଳେ ପରମେଶ୍ୱର ତାଙ୍କର ଦୀର୍ଘଦର୍ଶନ ଦ୍ଵାରା କହିଲେ, ତୁମ୍ଭେ ଦୁଷ୍ଟ ରାଜାଙ୍କର ସହ ଯୁଦ୍ଧକୁ ଯିବା ଦ୍ଵାରା ସଦାପ୍ରଭୁଙ୍କର କୋପ ତୁମ୍ଭ ଉପରକୁ ଆସିବାକୁ ଅଛି !କିନ୍ତୁ ତୁମ୍ଭେ କରିଥିବା ଉତ୍ତମ କର୍ମ ଦ୍ଵାରା କୋପ ତୁମ୍ଭ ପ୍ରତି ବର୍ତ୍ତୀଲା ନାହିଁ !ସଂଗେ ସଂଗେ ତାହାର ଭୁଲକୁ ଜାଣି ପାରି ଥିବା ରାଜା ବିଚାରକର୍ତ୍ତାବୃନ୍ଦ ସଦାପ୍ରଭୁଙ୍କର ନ୍ୟାୟ ଅନୁଯାୟୀ ନ୍ୟାୟ ବିଚାର କରନ୍ତୁ କହି, ପୁଣି ସଦାପ୍ରଭୁଙ୍କର ମାର୍ଗରେ ଗମନ କଲା !ଏହା ଦ୍ଵାରା ସରଳାଚାରୀଙ୍କୁ ପରମେଶ୍ୱର ସହବର୍ତ୍ତୀ ହୁଏ, ଏହା ସେ ଶିକ୍ଷା ପାଇଥିବା କହିଲା !

 

ପ୍ରିୟ ବନ୍ଧୁଗଣ, ଆପଣମାନେ ମଧ୍ୟ ତୁମ୍ଭ ପରିବାରରେ, କର୍ମକ୍ଷେତ୍ରରେ କିପରି ରହୁଛ? ଆଜି ଅଣଭେଷଣ କରି ଦେଖନ୍ତୁ !ସଦାପ୍ରଭୁଙ୍କୁ ଭୟଭୀତ ହୋଇ ସରଳତାରେ, ସତ୍ୟତାରେ ଗମନ କଲେ, ବିପଦରେ ସେ ଆମ୍ଭଙ୍କୁ ସହଯୋଗୀ ହୋଇ ରହିବ !ଯେକୌଣସି ବିଷୟରେ ଆପଣ ଅଳ୍ପକେ ମନ୍ଦତାରେ ପଡିଲେ, ଏହା ଭୁଲ ଅଟେ ବୋଲି ସଦାପ୍ରଭୁ ଯିହୋଶାଫଟଙ୍କୁ ଜଣାଇଲା ସଦୃଶ୍ୟ ଆପଣଙ୍କୁ ମଧ୍ୟ ଜଣାଇବ !ସେତେବେଳେ ତୁମ୍ଭେ ଆପଣାକୁ ସଜାଡି ଦିଅନ୍ତୁ !ଆପଣ ଅଉଥରେ ସତ୍ୟତାର ଓ ସରଳତାର ମାର୍ଗକୁ ଆସିଯିବ !ତାଡନା ଓ ଦୁଃଖ ଆସିବା ବେଳେ ସଇତାନ କହିବ, ସତ୍ୟତାରେ ଓ ସରଳତାରେ ଗମନ କରି ତୁମ୍ଭେ କଣ ଉପାର୍ଜନ କଲ !ଦୁଷ୍ଟାମୀ ହୋଇ ଆନନ୍ଦରେ ରହିଆସେତ, ଏହା ମାୟାର ପୃଥିବୀ !କେବଳ ଦୁଷ୍ଟାମୀକୁ ହିଁ ସହଯୋଗ ଥିବ !ସତ୍ୟତାର କାଳ ନାହିଁ ବୋଲି ଅସ୍ଥାୟୀ କଥା କହନ୍ତି !କିନ୍ତୁ ଆପଣ ତାହାକୁ କର୍ଣ୍ଣରେ ନ ପୁରାଇ, ସଦାପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରି ଧଉର୍ଯ୍ୟରେ ରୁହନ୍ତୁ !ରାଜନକୁ ମ୍ୟାନେଜର ସାକ୍ଷୀ ଦେଲା ସଦୃଶ୍ୟ, ତୁମ୍ଭ ନିମନ୍ତେ ପୃଥିବୀ ସାକ୍ଷୀ ଦେବାକୁ ଦିଅନ୍ତୁ !ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ଅଛନ୍ତି !ଭୟଭୀତ ନ ହୋଇ ଆଗକୁ ବଢ଼ନ୍ତୁ, ଜାଗ୍ରତରେ ରୁହନ୍ତୁ !

- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ୍

 

ପ୍ରାର୍ଥନାର ଅଂଶ '-

ସୁସ୍ଥତା ସେବା ଗେତସମନି କ୍ୟାମ୍ପସରେ ଆରମ୍ଭ କଲୁ, ଏହା ଦ୍ଵାରା ଅତ୍ମୀୟତା ଓ ଶାରୀରିକ ଭାବେ ଅନେକ ଲୋକ ସୁସ୍ଥ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet jojobet casibom casibom giriş jojobet giriş jojobet marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel