By Village Missionary Movement
Thursday, 21-Oct-2021ଆଜିର ବାକ୍ୟ (Oriya) 21-10-2021
ଧର୍ମର ଅନୁଯୋଗ
“ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ।“ - ହିତୋପଦେଶ 29:1
ପ୍ରିୟ ବନ୍ଧୁଗଣ ଆଜି ଆମ୍ଭର ଧ୍ୟାନରେ ଅନୁଯୋଗ ବିଷୟରେ ହିତୋପଦେଶରେ କୁହାଯାଇ ଥିବା କିଛି ପଦଗୁଡିକ ଦେଖିବା !
(1). ନିନ୍ଦକକୁ ଅନୁଯୋଗ କର ନାହିଁ !(ହିତୋ :-9:8)!ନିନ୍ଦକମାନେ କରିବା କାର୍ଯ୍ୟ ଉତ୍ତମ ବୋଲି ବିତଣ୍ଡ କରି ଅନ୍ୟର ଅନୁଯୋଗ ଓ ଆଲୋଚନାକୁ ଧାରାଛୁଆଁ କରନ୍ତି ନାହିଁ !ଏହିପରି ଲୋକଙ୍କର ଅନୁଯୋଗ ଆମ୍ଭଙ୍କୁ ହିଁ ବହୁତ ଅପମାନିତ ହୁଏ !ତେଣୁ ଏପରି ଲୋକଙ୍କୁ ପରିତ୍ୟାଗ କରିବା !
(2). ଜ୍ଞାନୀକୁ ଅନୁଯୋଗ କର (ହିତୋ 9:8)!ଜ୍ଞାନୀମାନେ ଅନ୍ୟମାନଙ୍କ ଦ୍ଵାରା ସେମାନଙ୍କ ଅନୁଯୋଗ ଓ ଆଲୋଚନାକୁ ନମ୍ର ହୋଇ ଗ୍ରହଣ କରି, ଭୁଲ କାର୍ଯ୍ୟରୁ ଏବଂ ତାହାର ଦୁର୍ଦଶାରୁ ଉଦ୍ଧାର ହୁଅନ୍ତି !ଦାଉଦ ଅବିଗଲର ଜ୍ଞାନର ଅନୁଯୋଗକୁ ଗ୍ରହଣ କରି ରକ୍ତ ନ ଝରାଇ ଫେରିଗଲା ତ !(3).ଶେଷରେ ହୃଦୟ କଠିନ ହୋଇଥିବା ଲୋକର ଅବସ୍ଥା,
ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ ବୋଲି (ହିତୋପଦେଶ :-29:1)ରେ ଲେଖା ଯାଇଥିବା ଅନୁଯାୟୀ, ଆମ୍ଭ ମଧ୍ୟରେ କିଛି ଲୋକ, ପ୍ରଭୁ ଆମ୍ଭ ସହ କଥା ହେଲେବି, ହୃଦୟ କଠିନ କଲୁ ସିନା, ଅପବୟପୁତ୍ରଙ୍କ ସଦୃଶ୍ୟ, ଶାଉଲଙ୍କ ସଦୃଶ୍ୟ ଆମ୍ଭେ ମଧ୍ୟ ବିନାଶ ନ ହୋଇ, ଫଳବନ୍ତ ହୃଦୟରେ ପ୍ରଭୁଙ୍କ ଠାରେ ନମ୍ରତା ହେବା କି ? (ହିତୋପଦେଶ :-1:22-23)ରେ ଲେଖା ଯାଇଥିବା ବାକ୍ୟ ଅନୁଯାଇ, ପରମେଶ୍ୱରଙ୍କ ଆତ୍ମା ପାଇକି ତାହାଙ୍କର ଅନୁଯୋଗରେ ମନ ଫେରାଅ !ଆମ୍ଭ ମଧ୍ୟରେ କେହିହେଲେ ଅଜ୍ଞାନୀ, ଅଵିଵେକୀ, ନିନ୍ଦୁକ ସଦୃଶ୍ୟ ଥିଲେ, ହିତୋପଦେଶ ପ୍ରଥମ ଅଧ୍ୟାୟରେ ପରମେଶ୍ୱର ଆମ୍ଭଙ୍କୁ କରିଥିବା ମନୋନୀତକୁ ଗ୍ରହଣ କରି ତାହାଙ୍କର ଅନୁଯୋଗକୁ ଫେରିବା !ସେତେବେଳେ ସେ ତାଙ୍କରି ଆତ୍ମାକୁ ଆମ୍ଭଙ୍କୁ ଅନୁଗ୍ରହ କରିବେ !ଆମ୍ଭର ମାର୍ଗ, ଜୀବନ, ସମାନତା ହୋଇ ରହିବ !
- କେ. ବିଞ୍ଜାମିନ୍
ପ୍ରାର୍ଥନାର ଅଂଶ :-
ରାଗଲାନ ବାଇବଲ କଲେଜରେ ପଡ଼ୁଥିବା ବିଦ୍ୟାର୍ଥୀ ଆନ୍ତିୟକ୍ରିୟାର ଖଡଗ ସଦୃଶ୍ୟ ହେବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.