Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-10-2021
Share:

By Village Missionary Movement

Sunday, 17-Oct-2021

ଆଜିର ବାକ୍ୟ (Oriya) 18-10-2021

 

ପ୍ରେମ ଓ ପାଟିକରି ରାଗିବା 

 

“ବାଡ଼ି ଓ ଅନୁଯୋଗ ଜ୍ଞାନ ଦିଏ; ମାତ୍ର ପିଲାକୁ ତାହାର ଇଚ୍ଛାରେ ଛାଡ଼ିଦେଲେ, ସେ ତାହାର ମାତାକୁ ଲଜ୍ଜା ଦିଏ।“ - ହିତୋପଦେଶ 29:15

 

ଆଜି ପର୍ଯ୍ୟନ୍ତ ଅନେକ ପରିବାରରେ ପିତାମାତାଙ୍କୁ ସୃଷ୍ଟି ହେଉଥିବା ପ୍ରଶ୍ନ, ପିଲାମାନଙ୍କୁ ମାଡମାରି, ପାଟି କରି ରାଗିକି ଲାଳନପାଳନ କରିବା ଠିକ ନା ଭୁଲ ଅଟେ ? ଏହାଦ୍ଵାରା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଛି ବୋଲି କହନ୍ତି !ଏହି ପ୍ରଶ୍ନର ଉତ୍ତର ପବିତ୍ର ଗ୍ରନ୍ଥରେ ଖୋଜିବା ହିଁ ଅତି ଉତ୍ତମ !କିନ୍ତୁ ପବିତ୍ର ଗ୍ରନ୍ଥ କଣ କହୁଛି ? ପିଲାମାନେ ଭୁଲ କଲେ ପାଟିକରି ରାଗି ଆସେ !ତାହା ହିଁ ତାଙ୍କୁ ନର୍କକୁ ନ ଯାଇ ଉଦ୍ଧାର କରିବ, ଜ୍ଞାନ ଯୋଗାଏ କହୁଛି !କିନ୍ତୁ ଛୋଟ ପିଲାଙ୍କ କାର୍ଯ୍ୟକୁ ବୁଝିବା ପୂର୍ବରୁ ହିଁ ପିତାମାତା ମାରନ୍ତି !ପିଲାମାନେ କାନ୍ଦିଲେ ମାରନ୍ତି, ନଚେତ ସେମାନେ ବ୍ୟାଧି ଯୋଗୁ କାନ୍ଦନ୍ତି, ଭୟରେ କାନ୍ଦି ଥାଇ ପାରନ୍ତି,କୌଣସି ପୋକ କାମୁଡି ମଧ୍ୟ କାନ୍ଦି ଥାଇ ପାରନ୍ତି !ସେଥିପାଇଁ ଛୋଟ ପିଲାମାନେ କଣ ପାଇଁ କାନ୍ଦନ୍ତି ନ ଜାଣି ମାରିବାକୁ ନାହିଁ !ତିନି ବର୍ଷ ବୟସ ପରେ ହିଁ ଆମ୍ଭେ କରିବାଟା ଭୁଲ ବୋଲି ପିଲାମାନେ ଜାଣନ୍ତି !ସେତେବେଳେ ଭୁଲ ବୋଲି ଜାଣିବା ପରେ ହିଁ ପ୍ରଥମେ ପ୍ରେମରେ ପାଟିକରି ରାଗିକି କହିବାକୁ ହେବ !ଯଦି ନ ସୁଧାରନ୍ତି , ତେବେ ମାରିବାକୁ ହେବ !ଯୌବନ ବୟସ ଆସିବା ପରେ ପୁଅ କିମ୍ବା ଝିଅକୁ ମାରିବା ଉତ୍ତମ ନୁହେଁ !ପାଟିକରି ରାଗିଲେ ହିଁ ଯଥେଷ୍ଟ !ଯୁବକ ଯୁବତୀ ମାନଙ୍କୁ ମାରିବା ଦ୍ଵାରା ପରିବର୍ତ୍ତନର ସୁଯୋଗ ନାହିଁ !ସେମାନେ ଅପମାନିତ ହେଲି ବୋଲି ଭାବନ୍ତି !ଆଉ ଅଧିକ କଠିନ ହୃଦୟ ହୋଇ ରାଗ ଓ ମୂର୍ଖାମୀ ଅଧିକ ହୁଅନ୍ତି !ସେଥିପାଇଁ ସେମାନଙ୍କୁ ପାଟିକରି ରାଗିକି, ତାଙ୍କ ପରିବର୍ତ୍ତନ ନିମନ୍ତେ ପ୍ରଭୁଙ୍କର ଠାରେ ପ୍ରାର୍ଥନା କରନ୍ତୁ !ପରମେଶ୍ୱରଙ୍କ ଅସାଧ୍ୟ କିଛି ନାହିଁ !ବିଦେଶୀ ପିଲାମାନେ ବିନାଶ ହେବାର କାରଣ, ପିଲାଙ୍କୁ ପାଟିକରି ରାଗିକି ଲାଲନପାଳନ ନ କରିବା !ସରକାରୀ ଆଇନ ମଧ୍ୟ ତାହାର ସମର୍ଥରେ ଅଛି !ଆମ୍ଭ ଭାରତ ଦେଶର ସଂସ୍କୃତି ଏହି ବିଷୟରେ ଉର୍ନତି ଅଟେ !ହେଲେମଧ୍ୟ, ଆମ୍ଭର ଗମ୍ୟ ଆଖିକୁ ପଟି ବାନ୍ଦିବା ସଦୃଶ୍ୟ ରହିବାକୁ ହେବ ନାହିଁ !ଆମ୍ଭର ପିତାମାତା ଆମ୍ଭଙ୍କୁ ପ୍ରେମ କରିବା ଯୋଗୁ ରାଗନ୍ତି ବୋଲି ବିଶ୍ୱାସ, ଦୃଢ଼ତା ପିଲାଙ୍କ ଠାରେ ଜନ୍ମ ହେବାକୁ ହେବ !ସ୍ୱାମୀ ପିଲାଙ୍କୁ ରାଗିବା ବେଳେ, ସ୍ତ୍ରୀ ପିଲାଙ୍କୁ ନ୍ୟାୟ ବିଚାର କରିବାକୁ ନାହିଁ !ଜଣେ ରାଗିବାର ବିଧାନ ଅନ୍ୟକୁ ଇଚ୍ଛା ନ ଲାଗିଲେ, ଦୁଇ ଜଣ ନିରୋଳାରେ ଏହି ବିଷୟରେ କଥା ହୋଇ ବିଚାର କରି ନିର୍ଣ୍ଣୟ କରିବାକୁ ହେବ !ପିଲାଙ୍କ ସମୁଖରେ ପିତାଙ୍କ କାଯ୍ୟକୁ ନିନ୍ଦା କଲେ, ଏହି ବିଷୟରେ ପିତାଙ୍କ ଠାରେ ବିଶ୍ୱାସ ରହିବ ନାହିଁ !ଜଣେ ରାଗିବା ବେଳେ ଅନ୍ୟ ଜଣେ ଚୁପଚାପରେ ରହିବାକୁ ହେବ !ଏହା ଦ୍ଵାରା ପିତାମାତା ଦୁଇ ଜଣ ଯାକ ସମସ୍ତ ବିଷୟରେ ଏକମତ ଅଟନ୍ତି ବୋଲି ପିଲାମାନେ ବୁଝି ପାରିବେ !ଏହି ପ୍ରକାରରେ ପିଲାମାନଙ୍କୁ ରାଗିବା ବିଷୟରେ ପିତାମାତା ଜାଗ୍ରତ ରହିଲେ, ଗୋଟିଏ ଉତ୍ତମ ବଂଶାବଳିକୁ ଅଭିବୃଦ୍ଧି କରି ପାରିବା !

- ଜେ.ସନ୍ତୋଷ 

 

ପ୍ରାର୍ଥନାର ଅଂଶ :-

ମୋକ୍ଷ ପ୍ରାୟାଣାମ ମାସିକ ସାମ୍ବାଦ ଲେଖୁଥିବା ସେବକମାନଙ୍କୁ ସଦାପ୍ରଭୁ ବିଶେଷ ଜ୍ଞାନରେ ପୂର୍ଣ୍ଣ କରିବା ନିମନ୍ତେ ପ୍ରାର୍ଥନା କରିବା!

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet