Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-10-2021 (Kids Special)
Share:

By Village Missionary Movement

Sunday, 17-Oct-2021

ଆଜିର ବାକ୍ୟ (Oriya) 17-10-2021 (Kids Special)

 

( ବିଶେଷକରି ଛୋଟ ପିଲାଙ୍କ ପାଇଁ )

 

“ଯେବେ ତୁମ୍ଭେ ପେଟାର୍ଥୀ ହୁଅ, ତୁମ୍ଭେ ଆପଣା ଗଳାରେ ଛୁରୀ ଆପେ ରଖ।“ - ହିତୋପଦେଶ 23:2

 

ହାଇ ପିଲାମାନେ ସମସ୍ତେ ଖୁସିରେ ଅଛ କି ? ତୁମ୍ଭେ ଖୁସିରେ ରହିବା କାରଣ କଣ, ଜାଣିଛ କି ? ତୁମ୍ଭ ଶରୀରରେ ଥିବା ପ୍ରତ୍ୟେକ ଅଂଶ ସୁନ୍ଦର ଭାବେ କାର୍ଯ୍ୟ କରିବା ଯୋଗୁ ସିନା ତୁମ୍ଭେ ହାପିରେ ରହୁଛ !ତୁମ୍ଭର ଯଦି ମୁଣ୍ଡ ବଥା ହୁଏ ତେବେ ତୁମେ ଖୁସିରେ ରହି ପାରିବ ନାହିଁ, ହଁ ତ !ହେଲେ ଯୀଶୁ ଆମକୁ ସବୁଦିନ ସୁସ୍ଥତା ଦେଇ ଉତ୍ତମ ରୂପେ ଆମ୍ଭଙ୍କୁ ଦେଖୁଛନ୍ତି !ସେଥିପାଇଁ ଆମ୍ଭେ କୃତଜ୍ଞତା ଜଣାଇବା କି ନାହିଁ ? ନିଚୟ ଯୀଶୁଙ୍କୁ କୃତଜ୍ଞତା ଜଣାଇବା, ପାଶୋରିବାକୁ ହେବ ନାହିଁ ଓକେ ତ !

 

ଗୋଟିଏ ପରିବାରରେ ଜଣେ ବୟସ୍କ ଜେଜେ ଥିଲା !ତାଙ୍କୁ ସାହାଯ୍ୟ କରିବାକୁ ଜଣେ ଛୋଟ ପିଲା ରାମାନି ମଧ୍ୟ ଥିଲା !ଗୋଟିଏ ଦିନ ସକାଳୁ ଘର ସଫା କରି, କଂସା ସଫା କରି, ଖେଳିବାକୁ ଯିବି ବୋଲି ଭାବିଲା !ସେହି କାମ ସାରିବା କ୍ଷଣି ସେହି ଜେଜେ ରାମାନିକୁ ରାନ୍ଧିବାକୁ ପନିପରିବା କାଟିକି ଦିଅ ବୋଲି କହିଲା !ରାମାନି ହଁ ଜେଜେ କହି, ସେହି କାମ ମଧ୍ୟ କରିଦେଲା !ଆଉଥରେ ସେ ଜେଜେ, ଟିକିଏ ଲୁଗା ସଫା କରି ଦିଅ ରାମାନି ବୋଲି କହିଲା !ରାମାନିର ଛୋଟ ହାତ ବଥା ହେଲା !କିନ୍ତୁ କଷ୍ଟ ପଡି ଲୁଗା ସଫା କରି ଜେଜେକୁ ଦେଲା !ଆଉ ଖେଳିବାକୁ ହେବ ନାହିଁ, ବହୁତ ହାଲିଆ ହୋଇଗଲି, ଆଉ ଏବେ ଶୋଇବାକୁ ହିଁ ଯିବାକୁ ହେବ ବୋଲି ଭାବିବା ବେଳେ, ଆଉ ସେ ଜେଜେ ଦହି ଆଣି କହିଲା, ରାମାନି ଏହି ଦହିରୁ ସର କାଢ଼ିକି ଦିଅ !ରାମାନିକୁ ରାଗ ଆସୁଛି କି ନାହିଁ, ଜେଜେଙ୍କ ପ୍ରତି ଆମକୁ ମାତ୍ର ରାଗ ଆସୁଛି ତ !ତାର ବିରୋଧୀ ହେବାକୁ ଇଚ୍ଛା ଲାଗୁଛି ତ !ସେହି ଜେଜେଙ୍କ ଦ୍ଵାରା ହିଁ ଆମେ ସମସ୍ତେ ଅଛୁ !ଆମ୍ଭେ ଖାଉଥିବା ଖାଦ୍ୟ ଜିର୍ଣ ନ ହେବା ପୂର୍ବରୁ, ତାପରେ ଖାଦ୍ୟ ଖାଉଚୁ, ଖାଇବା ସଂଗେ ସଂଗେ ଥଣ୍ଡାପାନୀୟ, ସଂଗେ ସଂଗେ ସ୍ନାକସ, ତାପରେ ଚା'ଏପରି ସଂଗେ ସଂଗେ ଖାଉଥିଲେ ଶରୀର ମୋଟା ହୋଇ ସୁସ୍ଥରେ ରହିପାରିବା ନାହିଁ !ଆମ୍ଭେ ଖାଉଥିବା ଖାଦ୍ୟ ଜିର୍ଣ ହେବା କାର୍ଯ୍ୟ ସଂପୂର୍ଣ୍ଣ କରି, ବିଶ୍ରାମ ନେଇ ଆସେ ବୋଲି ଭାବିବା ବେଳେ, ଆଉ ଥରେ ଯେକୌଣସି ଖାଦ୍ୟ ଆମ୍ଭେ ଯୋଗାଉଛୁ !ବିଶ୍ରାମ ନେଉ ଥିବା ପ୍ରତି ଶରୀର ଅଂଶକୁ, ଆମ୍ଭେ କାର୍ଯ୍ୟ ଯୋଗାଡ଼ କରୁଛୁ !ଶରୀରର ଜିର୍ଣ ଅଂଶ ବିଶ୍ରାମ ନ ନେଇ କାର୍ଯ୍ୟ କରୁଥିଲେ କଣ ହେବ ଏହା ଆଲୋଚନା କରି ଦେଖ !ଭାଇ ଓ ଭଉଣୀମାନେ ଗୋଟିଏ ଢ଼େଗ ଅଛି" ଅଧିକ ସେବନ ବିଷ ଅଟେ" !ସେଥିପାଇଁ ଆଜିଠାରୁ ଯୀଶୁବାପା ଆମ୍ଭଙ୍କୁ ଦେଇଥିବା ଅଦଭୂତ ଶରୀରକୁ ଆମ୍ଭେ ସୌନ୍ଦର୍ଯ୍ୟରେ ରଖିବାକୁ ଶପଥ ନେବା କି ? ଆମେନ୍ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al