Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-01-2021 (Kids Special)
Share:

By Village Missionary Movement

Sunday, 03-Jan-2021

ଆଜିର ବାକ୍ୟ (Oriya) 03-01-2021 (Kids Special)

ନୂତନ ପରିବର୍ତ୍ତନ 

“...ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ...!” - ପ୍ରକାଶିତ 21:5

ହାଲୋ ପିଲାମାନେ, ନୂତନ ବର୍ଷର ଅଭିନନ୍ଦନ !ଏହି ନୂତନ ବର୍ଷରେ ପଦାର୍ପଣ କରିବାକୁ ଇଶ୍ୱର ସାହାଯ୍ୟ କରିଥିବାରୁ ତାଂକୁ ଧନ୍ୟବାଦ ଦେବା !2021ମସିହାରେ ପରମେଶ୍ୱର ନୂତନ କାର୍ଯ୍ୟ କରିବାକୁ ଶକ୍ତିମାନ ହୋଇଛନ୍ତି !ତୁମେ ବୟସ ଅନୁଯାୟୀ ବଢିଲେ ସିନା ତୁମ ପିତାମାତା ଖୁସି ବ୍ୟକ୍ତ କରିବେ !ସେହିପରି ଯୀଶୁଙ୍କର ଇଚ୍ଛାରେ ଆମେ ବଡ଼ୁଛୁ କି ? ନୂତନ ଭାବରେ କଣ ଅଛି କି କହି ଯୀଶୁ  ଆମକୁ ଚାହୁଥିବ !ଯୀଶୁ ବାପାଙ୍କ ଇଚ୍ଛାର କାର୍ଯରେ ତୁମେ ବଡୁଛ କି ? 

ଜଣେ ବ୍ୟବସାୟୀ ତାଙ୍କର ବ୍ୟବସାୟ ଶେଷ କରି ଆସୁ ଥିବା ରାସ୍ତାର ବସ ରହଣି ସ୍ଥାନରେ ଥିବା ଏକ ବଡ଼ ହୋଟେଲକୁ ଗଲା !ଏହା ଦେଖିବାକୁ ସୁନ୍ଦର ଅଛି, ବହୁତ ବଡ଼ ହୋଇ ଦେଖା ଯାଉଛି, ଖାଦ୍ୟ ଭଲ ଥିବ କହି ଭିତରକୁ ଗଲେ !କିଛି ଆତିଥ୍ୟ ନାହିଁ ମେଜ ଉପରେ ମଶା ମାଛି ଘେରିଛନ୍ତି, ଖାଦ୍ୟ ମଧ୍ୟ ଭଲ ନାହିଁ ଭାତ ପାଟିରେ ପୁରାଇବାରୁ ବାନ୍ତି ଆସିଗଲା !ଅହଃ ବଡ଼ ହଟେଲ ଭଲ ଖାଦ୍ୟ ଥିବ ବୋଲି ଭାବି ଆସିବା ଭୁଲ ହୋଇ ଗଲା ଭାବି ବହୁତ କଷ୍ଟରେ ଅଳ୍ପ ଖାଦ୍ୟ ଖାଇ ଆସିଗଲା !ସେହି ହଟେଲର ନିର୍ବାଣ ଭଲ ନ ଥିବାରୁ ତାହାର ମୂଲ୍ୟ  ପତନ ହୋଇ ଯାଇଥିଲା !

ଦୁଇ ବର୍ଷ ପରେ ସେହି ବ୍ୟବସାୟୀ ସେହି ହଟେଲକୁ ଦେଖିଲେ !ବ୍ରମାଣ୍ଡ ଭାବେ, ସୁନ୍ଦର ଭାବରେ ଅଳଂକୃତ କରାଯାଇ ଥିଲା !ଦୁଇ ଚକିଆ ଚାରି ଚକିଆ ଯାହାନ ସେଠାରେ ବହୁତ ଠିଆ ହୋଇ ଥିଲା, ଦୋଳ ଦୋଳ ହୋଇ ଲୋକମାନେ ଠିଆ ହୋଇଥିଲେ, ବହୁତ ଲୋକ ଧାଡିରେ ମଧ୍ୟ ଠିଆ ହୋଇ ଥିଲେ !ହଁ ଭିତରକୁ ଯାଇ ଦେଖିବା ବୋଲି ଆଲୋଚନା କରି ଭିତରକୁ ଗଲା !ସମସ୍ତେ ଆତୁରତାରେ ଭୋଜନ କରୁଛନ୍ତି !ସେହି ସ୍ଥାନ ସବୁ ସଫା ହୋଇ ରହିଅଛି !ଏହି ପରିବର୍ତ୍ତନର କାରଣ କଣ ହୋଇ ଥାଇ ପାରେ ବୋଲି ଚାରି ପଟେ ଦେଖିଲା, ନୂତନ ନିର୍ବାଣରେ କାର୍ଯ୍ୟ କରାଯାଉଛି ବୋଲି ହଟେଲରେ ବୋର୍ଡ ଲେଖାଯାଇଛି !ଜଣେ ମଣିଷ ଉତ୍ତମ ରୂପେ ଥିଲେ କେତେ ଲୋକ ଆଶୀର୍ବାଦ ଯୁକ୍ତ ହେବେ  ଏହା ସେହି ବ୍ୟବସାୟୀ ବୁଝିଗଲା !

ମୋର ପ୍ରିୟ ଭାଇ ଭଉଣୀ, ଏହି ନୂତନ ବର୍ଷରେ ତୁମେ ହେ ପରମେଶ୍ୱର ମୋତେ ଚଲାଇ ନିଅ, ତୁମ ନିର୍ବାଣ ତଳେ ମୁଁ ସମର୍ପିତ ହେଉଛି ବୋଲି ପ୍ରାର୍ଥନା କଲେ ତୁମକୁ ଆଶୀର୍ବାଦର ସହ ଇଶ୍ୱର ବ୍ୟବହାର କରିବେ ! ତୁମ ଜୀବନରେ ଅନେକ ପରିବର୍ତ୍ତନ କେବଳ ଯୀଶୁ ବାପା ହିଁ ଆଣିଦେଇ ପାରିବେ !ଏହାକୁ ଆମେନ କହିବ କି ? ହଁ ଆମେନ !ଏହା ଅତି ସୁପର, ସୁପର !
-    ଶ୍ରୀମତୀ ଯିବା ବିଜୟ

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010



hacklink satın al