Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-09-2021
Share:

By Village Missionary Movement

Friday, 24-Sep-2021

ଆଜିର ବାକ୍ୟ (Oriya) 24-09-2021

 

ଉଚ୍ଚାହର ମନ 

 

"...ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର;...!" - ପ୍ରଥମ ବଂଶାବଳୀ 28:9

 

ଦିନେ ସାରା ଦେଶରେ ରାଜାଙ୍କ ଆଦେଶ ଅନୁସାରେ ଡିମଡିମ କରାଗଲା !କାହିଁକି ନା, ଦେଶକୁ ଶାସନ କରୁଥିବା ରାଜା ସେହି ଗାଁ ଅଞ୍ଚଳକୁ ପରିଦର୍ଶନ କରିବାକୁ ଆସିବା ପାଇଁ, ଆଉ ତାଙ୍କ ମନକୁ ଆକର୍ଷିତ କରିଥିବା ଲୋକଙ୍କୁ ଉପହାର ଦେବାକୁ ନୋଟିସ କରାଗଲା !ସମସ୍ତ ଲୋକ ବହୁତ ଉଚ୍ଚାହ ଅଟନ୍ତି !କିପରି ହେଲେ ରାଜାଙ୍କର ମନକୁ ଆକର୍ଷଣ କରି ଉପହାର ନେବାକୁ ହେବ ବୋଲି ସମସ୍ତ ଲୋକ ତାଙ୍କ ନଗର ସବୁ ସଫା କଲେ !ସେମାନେ ସେମାନଙ୍କର ଘର ଗୁଡିକକୁ ସୁନ୍ଦର ଭାବେ ଅଳକୃତ କଲେ !ଆଉ କେତେ ଲୋକ ସୁନ୍ଦର ସୁନ୍ଦର ଗହଣା କ୍ରୟ କରି, ବହୁମୂଲ୍ୟ ଗହଣା ପରିଧାନ କରି କିଛି ଉପହାର ଧରି, ରାଜା ଆସୁଥିବା ସେହି ନଗର ମୁଖ୍ୟ ସାହିକୁ ଆସି ଅପେକ୍ଷାରେ ଠିଆ ହୋଇଥାନ୍ତି !କିନ୍ତୁ ଜଣେ ଦରିଦ୍ର ଲୋକ ସେ କିଛି କରି ନ ପାରି, ତାହାର ଘରୋଇ କାମକୁ ଇଛାରେ କରୁଥାଏ !ରାଜା ପରିଦର୍ଶନ କରିବା ଦିନ ନଗର ସାହି ମଧ୍ୟରେ ନ ଆସି ଅନ୍ୟ ମାର୍ଗରେ ନଗରକୁ ଆସି ଲୋକଙ୍କୁ ଦେଖିବି ବୋଲି ଭାବିଲା !କିଏ ନାହାନ୍ତି ବୋଲି ନିରାଶା ହୋଇ ଫେରି ଗଲା !ଫେରି ଯାଉଥିବା ମାର୍ଗରେ ଏକ ଛୋଟ ଘରେ, ଜଣେ ଉଚ୍ଚାହର ସହିତ କାର୍ଯ୍ୟ କରିବା ଦେଖି, ଖୁସିରେ ପୂର୍ଣ୍ଣ ହୋଇ ସେ ଧରି ଆଣି ଥିବା ବହୁମୂଲ୍ୟ ଉପହାରକୁ ସେହି ଗରିବକୁ ଦେଇଦେଲା !ତାପରେ ଅନ୍ୟ ରାସ୍ତାରେ ରାଜଭବନକୁ ଫେରି ଗଲେ !ଅପେକ୍ଷାରେ ଥିବା ସମସ୍ତକୁ ନିରାଶା ହିଁ ବଳକା ହେଲା !

 

ଆମ୍ଭେ ପବିତ୍ର ଗ୍ରନ୍ଥରେ ଦ୍ୱିତୀୟ ବଂଶାବଳି :-17:3 ରେ ଯିହୋଶାଫଟଙ୍କ ବିଷୟରେ ପବିତ୍ର ଗ୍ରନ୍ଥ ଏହିପରି କହୁଛି, ଯିହୋଶାଫଟ୍‍ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣରୂପ ପଥରେ ଗମନ କରି ବାଲ୍‍ଦେବଗଣର ଅନ୍ୱେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ;ପୁଣି, ସେ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ତାହାଙ୍କ ଆଜ୍ଞାଗୁଡିକୁ ପାଳନ କଲେ, ତହିଁରେ ସେ ଅତିଶୟ ସମ୍ବ୍ରମ ପାଇଲେ !

 

ହଁ ସଦାପ୍ରଭୁଙ୍କର ସନ୍ତାନଗଣ, ଏହା ପାଠ କରୁଥିବା ବେଳେ ମୋର ମନ ବହୁତ ଆଚର୍ଯ୍ୟ ହୋଇଗଲା !ପ୍ରଭୁଙ୍କର ପଥରେ ଚାଲିବାକୁ ତୁମ୍ଭର ମନ ଇଚ୍ଛା ହେଉଛି କି ? ଇଚ୍ଛାରେ ତାର କାର୍ଯ୍ୟରେ ଅଂଶ ଗ୍ରହଣ କରି ଉପହାର ପାଇଥିବା ସେହି ଦରିଦ୍ରଙ୍କ ସଦୃଶ୍ୟ, ଆମ୍ଭେ ମଧ୍ୟ ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ମାର୍ଗରେ ଇଚ୍ଛାରେ ଗମନ କରି ଯିହୋଶାଫଟଙ୍କ ସଦୃଶ୍ୟ ଆଶୀର୍ବାଦ ପାଇବା !

- ଶ୍ରୀମତୀ ମଞ୍ଜୁଲା 

 

ପ୍ରାର୍ଥନାର ଅଂଶ :-

ମୋକ୍ଷ ପ୍ରାୟାନାମ ଦିନଧ୍ୟାନ ପୁସ୍ତକ ମୁଦ୍ରଣ କରିବାକୁ ଆବଶ୍ୟକ ହେଉଥିବା ଆବଶ୍ୟକତାକୁ ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al meritking meritking giriş meritking güncel giriş perabet perabet perabet giriş deneme bonusu deneme bonusu veren siteler matbet matbet giriş matbet güncel giriş betsat betsat giriş betsat güncel giriş perabet perabet giriş perabet güncel giriş kingroyal kingroyal giriş kingroyal güncel giriş vaycasino vaycasino giriş vaycasino güncel giriş jojobet superbetin matbet jojobet deneme bonusu deneme bonusu veren siteler holiganbet holiganbet giriş Superbetin superbetin giriş superbetin güncel giriş süperbetin aresbet aresbet giriş perabet perabet giriş milanbahis milanbahis giriş milanbahis milanbahis giriş holiganbet holiganbet giriş holiganbet holiganbet giriş jojobet jojobet giriş alobet alobet giriş casibom casibom giriş