By Village Missionary Movement
Thursday, 23-Sep-2021ଆଜିର ବାକ୍ୟ (Oriya) 23-09-2021
ଲୂକ
"କେବଳ ଲୂକ ମୋ ସହିତ ଅଛନ୍ତି ।" - ୨ ତୀମଥି 4:11
ଡାନି ନାମକ ଚିତ୍ରକାରଙ୍କର ମେଜ ଉପରେ ଥିବା କାଗଜ ଓ ପେନସିଲ ଅଳ୍ପ ଦିନ ମଧ୍ୟରେ ବନ୍ଧୁତ୍ଵ ହୋଇଗଲେ !ଦିନେ ଡାନି ଚୌକିରେ ବସି ପେନସିଲ କାଢିବା କ୍ଷଣି, କାଗଜ କାନ୍ଦି କାନ୍ଦି କହିଲା, ମୁଁ ଆସିବିନି !ସେତେବେଳେ ଡାନି ଅନ୍ୟ କାଗଜ ଆଣି ଚିତ୍ରଆଙ୍କିବାକୁ ଆରମ୍ଭ କଲା !ପେନସିଲ ଦୁଃଖିତ !ପେନସିଲ ପଚାରିଲା, ତୁମେ କାହିଁକି କାନ୍ଦିଲ ? କାଗଜ କହିଲା, ଡାନି ତୁମ୍ଭଙ୍କୁ ହସ୍ତରେ ନେଇ ଚିକ୍କଣ ଆୟୁଦ୍ଧରେ ତୁମ୍ଭଙ୍କୁ ମୁଣିଆ କରି, ତୁମ୍ଭଙ୍କୁ କଷ୍ଟ ଦେବ ! ସେତେବେଳେ ମୁଁ ଆସିଲେ ତୁମ୍ଭର ମୁଣିଆ କଣ୍ଟା ମୋତେ ଲାଗିବ, ମୋତେ ବ୍ୟଥା ହୁଏ !ମୁଁ ମୋର ସ୍ୱଚ୍ଛତାକୁ ହରାଇ ଦେଉଛି !ତେବେ ପେନସିଲ କହିଲା, ଆମ୍ଭେ କଷ୍ଟ ପଡିଲେ ହିଁ ବହୁତ ସୌନ୍ଦର୍ଯ୍ୟରେ, ସହାନୁଭୂତି ହୋଇ ବଦଳିବା !ମୁଁ ଚିକ୍କଣ କଣ୍ଟା ପରି ଥିଲେ, କେତେ ସୁନ୍ଦର ସୁନ୍ଦର ଚିତ୍ର ଗୁଡିକ ଆଙ୍କି ପାରୁଛି !ତୁମ୍ଭେ ଧଳା ହୋଇ ରହିବା ଅପେକ୍ଷା ତୁମ୍ଭ ଉପରେ ଅନେକ ଡିଜାଇନର ଆଙ୍କିବା କେତେ ମହାନ !ତାହା ଦ୍ଵାରା ଗୌରବ ପାଇ ବଦଳିବ !ଏହା ତୁମ୍ଭଙ୍କୁ ଗୌରବତ !ଏହି କାଗଜ ସଦୃଶ୍ୟ ମନୁଷ୍ୟ !ଆମ୍ଭେ ପରିଶ୍ରମ କଲା ବେଳେ ପରିତ୍ୟାଗ କରି ଛାଡି ଯିବାକୁ ଆଲୋଚନା କରିବା !କିନ୍ତୁ ପ୍ରେରିତ କାର୍ଯ୍ୟରେ ଲୂକୁ ସୁସମାଚାର ଲେଖି ଥିବା ଲୂକ ନାମକ ପ୍ରଭୁଙ୍କର ବ୍ୟକ୍ତି, ଯେକୌଣସି କଷ୍ଟର ପରିସ୍ଥିତିରେ ମଧ୍ୟ ପାଉଲଙ୍କ ସହ ମିଶି ତାଙ୍କର ସେବାକୁ ସଂପୂର୍ଣ୍ଣ କଲା !ପାଉଲ ସୁସମାଚାର ନିମନ୍ତେ କାରାଗାରରେ ବନ୍ଦୀ ହୋଇ ଥିବାବେଳେ ମଧ୍ୟ ଲୂକ ତାଙ୍କୁ ପରିତ୍ୟାଗ ନ କରି ଛାଡି ଚାଲି ନ ଯାଇ, ତାଙ୍କ ସହିତ ରହିଥିଲେ !ଲୂକ ଜଣେ ଡାକ୍ତର !ଉତ୍ତମ ପାଠପଡି ଥିବାବେଳେ, ସମାଜରେ ଶୀର୍ଷ ସ୍ଥାନରେ ଥିବାପରି ଥିବାବେଳେ, ଖ୍ରୀଷ୍ଟଙ୍କ ନିମନ୍ତେ ଥିବା ପ୍ରେମ ପାଇଁ, ସମସ୍ତ ପରିସ୍ଥିତିରେ ପାଉଲ ସହିତ ଥିଲା ! କାରାଗାରରେ ରହି ଲେଖିଥିବା ଦ୍ୱିତୀୟ ତୀମଥି ପତ୍ରର:-4:11 ରେ ପାଉଲ କହନ୍ତି,"କେବଳ ଲୂକ ମୋ ସହିତ ଅଛନ୍ତି" !ଲୂକ ତାଙ୍କ ପ୍ରତିଦିନ ଜୀବନରେ ଖ୍ରୀଷ୍ଟଙ୍କ ସ୍ଵଭାଵକୁ ଦେଖାଇଲା !
ପ୍ରିୟ ବନ୍ଧୁଗଣ, ଲୂକଙ୍କର ଜୀବନରୁ ଆମ୍ଭେ ଶିକ୍ଷା ପାଇ ଥିବା ବିଷୟ, ଆମ୍ଭ ଜୀବନରେ ମଧ୍ୟ ଅଛି କି ବୋଲି ଆଲୋଚନା କରିବା !ସମସ୍ତ ପରିସ୍ଥିତିରେ ଲଜ୍ୟା ନ ହୋଇ ସୁସମାଚାରକୁ ପ୍ରଚାର କରିବା ପରି ଅଛନ୍ତି !ଖ୍ରୀଷ୍ଟଙ୍କ ନିମିତ୍ତ ବନ୍ଦୀ ହୋଇଥିବା ପାଉଲଙ୍କୁ ସହାୟକ ହୋଇ ରହିଥିଲେ !ଆମ୍ଭେମାନେ ମଧ୍ୟ ସମସ୍ତ ପରିସ୍ଥିତିରେ ସେବକମାନଙ୍କୁ ସାହାଯ୍ୟ କରିବା !ସେମାନଙ୍କର ଅଭାବରେ ଲଜ୍ୟା ନ ହୋଇ ସେମାନଙ୍କ ସହ ମିଶି କାନ୍ଦକୁ କାନ୍ଦ ମିଳଇ ହୋଇ ଥିବା କି ? ଲୂକ ସେହି ପରି ଥିବା ହେତୁ, ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟ ହୋଇ ନ ଥିଲେ ମଧ୍ୟ, ଲୂକକୁ ଦୁଇଟି ପୁସ୍ତକ ଲେଖିବାକୁ ପବିତ୍ର ଆତ୍ମା ସହଯୋଗ କରି କଢାଇ ନେଲେ !ସେହିପରି ଆମ୍ଭେ ମଧ୍ୟ ରହିଲେ ପବିତ୍ର ଆତ୍ମା ଏହି ଜଗତରେ ଓ ସ୍ବର୍ଗୀୟ ରାଜ୍ୟରେ ମଧ୍ୟ ଆମ୍ଭଙ୍କୁ ଉର୍ନ୍ନତି କରିବେ, ଏହାର ସନ୍ଦେହ ନାହିଁ !
- ଶ୍ରୀମତୀ ଆଣଭି ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନାର ଅଂଶ :-
ଆମ୍ଭର ନିଉଲାଇଫ ହମରେ ଥିବା ସମସ୍ତ ପିଲାମାନଙ୍କର ବିଦ୍ୟାଳୟ ଓ ବିଦ୍ୟାର୍ଥୀର ଆବଶ୍ୟକତା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.