Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-09-2021
Share:

By Village Missionary Movement

Wednesday, 22-Sep-2021

ଆଜିର ବାକ୍ୟ (Oriya) 22-09-2021

 

ଠିଆ ହୁଅ 

 

“ସେତେବେଳେ ପୀନହସ୍‍ ଠିଆ ହୋଇ ଦଣ୍ଡାଜ୍ଞା ସାଧନ କଲା; ତହିଁରେ ମହାମାରୀ ନିବୃତ୍ତ ହେଲା।“ - ଗୀତସଂହିତା 106:30

 

ଦେବମାନଙ୍କର ଦେବ ସଦାପ୍ରଭୁ ତାଙ୍କ ବନ୍ଧୁ ହୋଇଥିବା ଅବ୍ରାହମ ବଂଶାବଳି ନିଷ୍ଠୁର ଲୁହାର ପାତ୍ର ପରି ମିସର ଠାରୁ କ୍ଷୀର ଓ ମଧୁ ପ୍ରବାହିତ ଦେଶକୁ ଆଣୁ ଥିବା ମାର୍ଗରେ ପଲକ ମୋୟାବ ରାଜାଙ୍କୁ ମଜୁରୀ ନିମନ୍ତେ କାର୍ଯ୍ୟ କରିଥିବା ପିଲମଙ୍କ ସହ ସମୀଷ୍ଟ ହୋଇ କରିଥିବା କୀର୍ତି ଦ୍ଵାରା ଇଶ୍ରାଏଲ ପିୟୋରଙ୍କୁ ଆସକ୍ତ ହୋଇ ନିର୍ଜୀବ ହୋଇଥିବା, ସମର୍ପିତ କରିଥିବା ବଳି ଭୋଜନ କରି, ତାଙ୍କ କ୍ରିୟା ଦ୍ଵାରା ସଦାପ୍ରଭୁଙ୍କୁ ବିରକ୍ତ କଲେ !ତେଣୁକରି ମହାମାରି ତାଙ୍କ ନିକଟକୁ ଆସିଲା !ଏହିପରି ଇଶ୍ରାଏଲମାନଙ୍କ ପ୍ରତି ମହାମାରି ଆସିବା କାରଣ ହୋଇଥିବା ବ୍ୟାବିଚାର ପାପ ନିରମୂଲ କରିବାକୁ ପୀନହସକୁ ଉଠାଇ ନିବୃତ କଲା ବୋଲି ଗୀତସଂହିତା -106 ରେ ପଡୁଛୁ !ଆମ୍ଭ ସଦାପ୍ରଭୁଙ୍କୁ ସର୍ବଦା ବିରକ୍ତ କରି ଥିବା ଏହିପରି ଘଟଣା ହୋଇଥିବା ବେଳେ ପୀନହସ ପାପ କରିଥିବା ଦୋଳ ସହିତ ମିଶି ନାହାନ୍ତି, କେବଳ ସେତିକି ନୁହେଁ ଦେଖିବା ଲୋକଙ୍କ ସହ ମିଶି ରହିନାହାନ୍ତି !ଆଉ ସମାଗମ ତମ୍ବୁ ମଧ୍ୟରେ ମୋଶାଙ୍କ ସହ ମିଶି କ୍ରନ୍ଦନ କରୁଥାଏ !ତେଣୁକରି ସିମରିନ, କାଶଫିନକୁ ହତ୍ୟା କରିବାକୁ ପୌରସ ଓ ଶକ୍ତି ପାଇଲା !ଆମ୍ଭେମାନେ ମଧ୍ୟ ଏହିପରି ପ୍ରଭୁଙ୍କ ନିମନ୍ତେ ପୌରସରେ ବଂଚିବାକୁ ହେଲେ ଦଲିଲାଙ୍କ କୋଳରେ ଶୟନ କରିଥିବା ସାମସାନଙ୍କ ପରି ନ ହୋଇ, ତାହାର ମୁଖରେ ରଙ୍ଗ ବୋଲି ହୋଇ ଏଜେବଲଙ୍କ ଠାରେ ନତମସ୍ତକ ନ ହୋଇ ତାଙ୍କୁ ପତନ କରିଥିବା କ୍ରୋଧ ପରି ଜୀବନଯାପନ କରିବାକୁ ଆମ୍ଭେ ନିଜକୁ ସମର୍ପିତ ହେବା !

 

ଏହିପରି ପୀନହସ ଠିଆ ହୋଇ ନ୍ୟାୟ କରିବା ଦ୍ଵାରା, ସଦାପ୍ରଭୁଙ୍କ ପାଇଁ ପୌରସ ଦେଖାଇ ଥିବା ହେତୁ, ତାହାଙ୍କୁ ମିଳିଥିବା ଗୌରବରୁ ଗୋଟିଏ ଗଣନା ପୁସ୍ତକ :-25:13ପ୍ରକାରେ ତହିଁରେ ତାହା ଉତ୍ତାରେ ତାହାର ସନ୍ତାନଗଣଙ୍କ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ହେବ; କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ ଅନ୍ତର୍ଜ୍ୱାଳା ପ୍ରକାଶ କଲା ବୋଲି ପଡୁଛୁ !ଆଉ ସେତିକି ନୁହେଁ ପ୍ରଥମ ବଂଶାବଳୀ 9:20 ରେ ପୀନହସ୍‍ ଇଶ୍ରାଏଲମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ ବୋଲି ଦେଖୁଅଛୁ !ତେଣୁକରି ଆମ୍ଭେ ଯୀଶୁଙ୍କ ନିମନ୍ତେ ଏହିପରି ପୌରସରେ ଠିଆ ହୋଇ କ୍ରିୟା କଲା ବେଳେ, ଆମ୍ଭ ଦ୍ଵାରା ପ୍ରଭୁ ତାଙ୍କର ପ୍ରଜାଙ୍କୁ ଅସୁବିଧାରୁ ଉଦ୍ଧାର କରିବେ !ଆମ୍ଭଙ୍କୁ ଓ ଆମ୍ଭର ବଂଶାବଳିକୁ ଆଶୀର୍ବାଦ କରିବେ, ଏହା ଗ୍ରହଣ କରି ପାରୁଛୁ !ତେଣୁ ପୀନହସ ଠାରୁ ଏହିପରି ପୌରସକୁ ସଦାପ୍ରଭୁଙ୍କ ଠାରୁ ମାଗି,ଗ୍ରହଣ କରି ତାହାଙ୍କ ନାମକୁ ମହିମା କରି ଆମ୍ଭଙ୍କୁ ଓ ଆମ୍ଭର ବଂଶାବଳିକୁ ଆଶୀର୍ବାଦ ଯୁକ୍ତ ହୋଇ ଆମ୍ଭେ ଜୀବନଯାପନ କରିବା !

- ଭାଇ. କେ. ବିଞ୍ଜାମିନ୍

 

ପ୍ରାର୍ଥନାର ଅଂଶ :-

ନାମ୍ବିକେ ଓ ସତ୍ୟମ ଟି. ବିରେ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ଦ୍ଵାରା ଅନେକ ଲୋକ ସଦାପ୍ରଭୁଙ୍କୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet holiganbet güncel giriş matbet giriş holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş mavibet mavibet giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot sweet bonanza betkom giriş sweet bonanza betkanyon giriş perabet perabet giriş jojobet holiganbet jojobet jojobet jojobet jojobet holiganbet holiganbet grandpashabet grandpashabet grandpashabet bahiscom Hiltonbet Hiltonbet giriş