By Village Missionary Movement
Saturday, 18-Sep-2021ଆଜିର ବାକ୍ୟ (Oriya) 18-09-2021
ଅସ୍ଥିର ହୃଦୟ, କ୍ରୋଧ ହୁଅନି
“ଯେତେବେଳେ ହାମନ୍ ଦେଖିଲେ ଯେ, ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲେ।“ - ଏଷ୍ଟର 3:5
ଆମେ ଉପଯୋଗ କରୁଥିବା କାର, ବାଇକ, ପରି ଯାହାନ ବାହାନ ନାହିଁତ ଇଞ୍ଜିନର ଉତ୍ତାପ ବଢିବା ଦ୍ଵାରା କିଛି ପ୍ରୟୋଜନ ନାହିଁ !ତାହା ଗାଡି ଚାଲିବାକୁ ଅସୁବିଧା ହୁଏ !ଏହା ହେବାର କାରଣ କଣ ? ଶୁଖିଲା ଅଂଶ ଗୋଟିକୁ ଗୋଟି ବଢିବ !ଏହିପରି ନ ବଢ଼ି ରହିବାକୁ, ସେଥିରେ ଇଞ୍ଜିନ ଅଇଲ ଢାଳିବାକୁ ହେବ !ଯନ୍ତ୍ରରେ ଅତ୍ୟଧିକ ଉତ୍ତାପ ହେବା ଅତି ଭୟାନକ !ସେହିପରି ଯନ୍ତ୍ରରେ ଉତ୍ତାପ ହେବା ଅତି ବିପଦଜନକ !ସେହି ପ୍ରକାରେ ଆମ୍ଭ ଜୀବନରେ କ୍ରୋଧ ବା ରାଗ ଅପକାର ହିଁ ଆଣି ଦିଏ !
ପବିତ୍ର ଗ୍ରନ୍ଥରେ ଏଷ୍ଟର ପୁସ୍ତକରେ ପ୍ରସ୍ତାବ କରିଥିବା ବାବିଲୋନର ଅକ୍ଷଶ୍ୱେରଶ ରାଜା ହାମନ୍କୁ ଉନ୍ନତ କରି ଉଚ୍ଚପଦାନ୍ୱିତ କଲେ, ଆଉ ତାହାଙ୍କ ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାହାଙ୍କୁ ଶ୍ରେଷ୍ଠ ଆସନ ଦେଲେ।ହାମନ୍ କୁ ଦେଖିବା ବେଳେ ରାଜାଙ୍କ ଯେତେ ଦାସ ରାଜଦ୍ୱାରରେ ଥିଲେ, ସେସମସ୍ତେ ନତ ହୋଇ ହାମନ୍କୁ ପ୍ରଣାମ କଲେ; କାରଣ ରାଜା ତାହା ବିଷୟରେ ସେରୂପ ଆଜ୍ଞା ଦେଇଥିଲେ; ମାତ୍ର ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ।ହାମନ୍ ଦେଖିଲେ ଯେ, ମର୍ଦ୍ଦଖୟ ତାହାଙ୍କୁ ପ୍ରଣାମ କଲେ ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲେ।ମର୍ଦକୟର ପ୍ରାଣ ନେବା ହିଁ ଉତ୍ତମ ବୋଲି ପସନ୍ଦ କଲା !ସେଥିପାଇଁ ରାଜ୍ୟ ସାରା
ସେମାନେ ତାହାଙ୍କୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଥିଲେ, ତେଣୁ ହାମନ୍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ, ଅର୍ଥାତ୍, ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା !କିନ୍ତୁ କାର୍ଯ୍ୟଟି ବିପରୀତ ହେଲା !ସେଥିପାଇଁ ହାମନ୍ ମର୍ଦକାୟକୁ ସିଦ୍ଧ କରିଥିବା ଫାଶୀ ଉପରେ ହାମନକୁ ହିଁ ଫାଶୀ କଲେ !ହାମନର ଜୀବନ କାହିଁକି ସେହିପରି ହେଲା ? ଏକ ଛୋଟ କ୍ରୋଧ ମନରେ ରଖିଥିବା ହେତୁ !ଆମ୍ଭ ଜୀବନରେ କୌଣସି ଏକ ଅପବ୍ୟବହାର ନାହିଁତ ଅନ୍ୟର କୃତଜ୍ଞତା ନ ଥିବା କି ଅମର୍ଯ୍ୟାଦାରେ ରହିଥିବା ବୋଲି ଆଲୋଚନା ଯୋଗୁ ଆମକୁ ରାଗ ଓ କ୍ରୋଧ ସୃଷ୍ଟି ହେଉଛି !ତାହା ଆମ୍ଭ ଜୀବନର ଧଉଡକୁ ଉପକାରକୁ ନ ଯାଇ ଅଟକାଏ !କ୍ରୋଧି ବୋଲି ନ ବୋଲାଇ, ପ୍ରଭୁଙ୍କର ବାକ୍ୟ, ପବିତ୍ର ଆତ୍ମାର ଅଭିଷେକ, ଆମ୍ଭକୁ କଢାଇ ନେବାକୁ ଦିଅ !ସଦାପ୍ରଭୁ ତାଙ୍କ ପ୍ରେମକୁ, ସାହାଯ୍ୟକୁ ହଜାର ମାର୍ଗରେ ଦେଖାଇବ !ଆମ୍ଭର ହତାଶ, ରାଗ, କ୍ରୋଧ ଛାଡିବାକୁ ପରମେଶ୍ୱରଙ୍କ ସାନ୍ନିଧ୍ୟରେ ପ୍ରାର୍ଥନା କରିବାକୁ ହେବ !କାରଣ ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ବିଶ୍ୱାସ ହେତୁ ଧାର୍ମିକତା ପ୍ରାପ୍ତିର ଆଶାରେ ଅପେକ୍ଷା କରୁଅଛୁ !ଗାଲାତୀୟ :-5:5ରେ ଲେଖା ହୋଇଛି !ସେଥିପାଇଁ ହେ ଅସ୍ଥିର ହୃଦୟ, ପ୍ରଭୁଙ୍କୁ ବିଶ୍ୱାସ କର, ହାଲେଲୁଆ !
- ଏ..ବିହୁଲା
ପ୍ରାର୍ଥନାର ଅଂଶ :-
ଆନ୍ଧ୍ର, ଓଡିଶା ଓ ଛତିଶଗଡ ରାଜ୍ୟରେ ସେବା କରୁଥିବା ସେବକମାନଙ୍କ ଅତ୍ୟାବଶ୍ୟକତା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.