By Village Missionary Movement
Thursday, 16-Sep-2021ଆଜିର ବାକ୍ୟ (Oriya) 16-09-2021
ସନ୍ଦେହଯୁକ୍ତ ନେତୃତ୍ୱ
“ଏଥିମଧ୍ୟରେ ଯୋହନ ଖ୍ରୀଷ୍ଟଙ୍କ କର୍ମର ବିବରଣ କାରାଗାରରେ ଶୁଣି ଆପଣା ଶିଷ୍ୟମାନଙ୍କ ଦ୍ୱାରା ତାହାଙ୍କୁ ପଚାରି ପଠାଇଲେ, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ ?” - ମାଥିଉ 11:2-3
ଲୋକାଚାର ସମାବେଶରେ ଜଣେ ବକ୍ତା ପ୍ରଚାର କରୁଥାଏ !ସେବା ହେଉକି ପରିବାର ହେଉ ବୈରାଗୀ ଗୁରୁତ୍ୱପୂର୍ଣ ବୋଲି କହୁଥାଏ !ନୂତନ ଭାବେ ପରିତ୍ରାଣ ପାଇଥିବା ମୋତେ ଏହା ସନ୍ଦେହ ଲାଗିଲା !ପରିବାର ହେଉକି ସେବା ହେଉ ଯେକୌଣସି ବିଷୟରେ ଏକ ପ୍ରକାର ରହିବାକୁ ହେବ, ଏହା କଣ ନୂଆ ଉପଦେଶ ବୋଲି ମୋଠାରେ ଆଲୋଚନା ଆସିଲା !ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର ବୋଲି ବାପ୍ତିଜକ ଯୋହନ ମାଥିଉ ସୁସମାଚାର ତିନି ଅଧ୍ୟାୟ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ବହୁତ ଉତ୍ତମ ରୂପେ କହୁଛନ୍ତି !ସେହି ଯୋହନ ମାଥିଉ ସୁସମାଚାର ଏଗାର ଅଧ୍ୟାୟରେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଦ୍ଵନ୍ଦ ହୋଇ କଥା କହୁଛନ୍ତି !ସେମାନଙ୍କର ନେତୃତ୍ୱ ହୋଇ ଥିବା ଯୀଶୁଙ୍କ ବିଷୟରେ ଯୋହନଙ୍କ ଠାରେ ସନ୍ଦେହ !ଏହା ବୁଝି ନ ପାରିବା ଦ୍ଵାରା ଏହି ସମସ୍ତ ଭାବନାର ଆଲୋଚନାରେ ଦ୍ଵନ୍ଦ ହେଉଛି !କାରାଗାରରେ ଥିବା ଯୋହନଙ୍କ ସହିତ ଯୀଶୁ ମିଶି ନାହାନ୍ତି !ମୁକ୍ତି କରିବାକୁ କୌଣସି ଚେଷ୍ଟା କରି ନାହାନ୍ତି ବୋଲି ଯୋହନଙ୍କର ଏକ ଆଲୋଚନା ହୋଇଥାଇ ପାରେ !
ଆମେ ଅନେକ କାର୍ଯ୍ୟରେ ଆଶା କରିଥିବା ସଦୃଶ୍ୟ କିଛି କାମ ରହି ନ ଥାଏ !ଗୋଟିଏ ପରିବାରରେ ପାଞ୍ଚ ଜଣ ଥିଲେ, ସେହି ପାଞ୍ଚ ଜଣ ଏକ ପ୍ରକାରରେ ଆଲୋଚନା କରନ୍ତି ନାହିଁ !ଗୋଟିଏ ପ୍ରକାରେ ଚାଲନ୍ତି ନାହିଁ !ପରିବାରରେ ଥିବା ନେତୃତ୍ୱ କାର୍ଯ୍ୟ କଳାପ ଗ୍ରହଣ କରିବାକୁ ମନ ନ ଥାଏ !ସେହି ପ୍ରକାରେ ନେତୃତ୍ୱକୁ ବୁଝିବାକୁ ଅଳ୍ପ କଠିନ ଥାଏ !ଏଠାରେ ବିଶେଷତ୍ୱ କଣ ମାନେ, କିଛି ସମୟରେ ପବିତ୍ର ଗ୍ରନ୍ଥ ବାକ୍ୟରେ ଆମ୍ଭଙ୍କୁ ଆଚର୍ଯ୍ୟ ଲାଗିବ !ଉଦାହରଣ ଏଷୌ ଓ ଯାକୋବଙ୍କ ବିଷୟରେ !ସଦାପ୍ରଭୁ କଢାଇ ନେଉଥିବା ବିଧାନକୁ (ରୋମିୟ :-11:10-16 )ଦେଖନ୍ତୁ !ପବିତ୍ର ବାଇବଲ କହୁଥିବା ବାର୍ତା ଅନୁଯାୟୀ ଅର୍ଥ କରିବା ଅର୍ଥାତ ବିଶ୍ୱାସରେ ବଳବାନ ହୋଇ ରହିବାରେ ହିଁ ଅଛି !ପ୍ରଭୁଙ୍କର ଅନୁଗ୍ରହରେ ପବିତ୍ର ବାଇବଲ ଦାଗ ବିହୀନ ବୋଲି ଆମ୍ଭେ ବିଶ୍ୱାସ କଲେ ହେ, ସେଠାରେ ସନ୍ଦେହ ନ ଥାଏ ବୋଲି ବୁଝି ପାରିବା !
- ପି. ଯାକୋବ ଶଙ୍କର
ପ୍ରାର୍ଥନାର ଅଂଶ :-
ଓଡିଶାର ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅଞ୍ଚଳରେ ନୂତନ ଭାବେ ସେବା କାର୍ଯ୍ୟ ଆରମ୍ଭ କରିବାକୁ, ନୂତନ ସେବକ ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.