Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-09-2021
Share:

By Village Missionary Movement

Wednesday, 15-Sep-2021

ଆଜିର ବାକ୍ୟ (Oriya) 15-09-2021

 

ବିଗିଡିଲେ, ଅଭିବୃଦ୍ଧି ହେବା 

 

“କୁମ୍ଭକାର ମୃତ୍ତିକାର ଯେଉଁ ପାତ୍ର ନିର୍ମାଣ କରୁଥିଲା, ତାହା ତାହାର ହସ୍ତରେ ବିଗିଡ଼ି ଯିବାରୁ କୁମ୍ଭକାର ତାହା ନେଇ ଆପଣା ଇଚ୍ଛାନୁସାରେ ଆଉ ଗୋଟିଏ ପାତ୍ର ନିର୍ମାଣ କଲା।“ - ଯିରିମୀୟ 18:4

 

ସଦାପ୍ରଭୁଙ୍କର କାର୍ଯ୍ୟ କହିଲେ, ତାହା ଆମ ଦୃଷ୍ଟିରେ ଅଦଲବଦଳ ଥିବ !ଛୋଟ ପିଲାମାନେ ଖେଳୁଛନ୍ତି !ଖେଳୁ ଖେଳୁ ସେମାନେ ମାଟି ଖାଇବାକୁ ଆରମ୍ଭ କଲେ !ପିତାମାତା ସଂଗେ ସଂଗେ ତାଙ୍କର ହସ୍ତରେ ଏକ ମାଡ ମାରିଲେ !ଛୋଟ ପିଲାଙ୍କୁ ତାହା ବହୁତ ବାଧା ଲାଗିଲା, ସଂଗେ ସଂଗେ କାନ୍ଦିଲେ !ତାପରେ ଆମେ ବିଦ୍ୟାର୍ଥୀ ଭାବେ ଥିବାବେଳେ, ଆମ୍ଭ ସ୍ଵଭାଵ ପ୍ରକାରେ ବିରକ୍ତି କରୁ !ସଂଗେ ସଂଗେ ଶିକ୍ଷକବୃନ୍ଦ ଆମକୁ ରାଗନ୍ତି !ବେଳେବେଳେ ଆମକୁ ଶିକ୍ଷକମାନେ ମାରନ୍ତି ମଧ୍ୟ !ଏହା ବହୁତ ବାଧା ଦିଏ !କିନ୍ତୁ ବର୍ତ୍ତମାନ ଶୁଣିଥିବା ଦୁଇଟି କାର୍ଯ୍ୟ ସବୁ, କାର୍ଯ୍ୟ ସୁଧାରିବା ମାର୍ଗ !ଏହା ଦ୍ଵାରା କୌଣସି କାରଣ ନାହିଁ କି ପ୍ରୟୋଜନ ନାହିଁ !ପବିତ୍ର ଗ୍ରନ୍ଥରେ ସଦାପ୍ରଭୁ ଲୋକଙ୍କୁ କିପରି ଦେଖୁଛନ୍ତି, ତାହା ଯିରିମିୟ ଅଠର ଅଧ୍ୟାୟରେ ଜାଣିପାରି କହିପାରିବା !ସଦାପ୍ରଭୁ ତାଙ୍କର ଲୋକଙ୍କୁ କୁମ୍ଭାର ହସ୍ତରେ ଥିବା ମାଟିର ପାତ୍ର ପ୍ରସ୍ତୁତ କଲା ବେଳେ ଅଜାଣତରେ ତାହା ବିଗିଡି ଗଲା !କିନ୍ତୁ ସେହି କୁମ୍ଭାର ସେହି ମାଟି ତାଙ୍କ ଦୃଷ୍ଟିରେ ଉତ୍ତମ ହେବା ଯୋଗୁ, ତାହାକୁ ବାଧା ଦେଇ, ଭାବନାର ବାହାରେ ଉପଯୋଗ କରି ଅନ୍ୟ ପାତ୍ରରେ ପ୍ରସ୍ତୁତ କଲା !ସଦାପ୍ରଭୁ ତାଙ୍କ ଲୋକଙ୍କୁ ଏହି କାର୍ଯ୍ୟକୁ ଜାଣିପାରି, କଥା ହୋଇ, ସେମାନଙ୍କୁ ଉତ୍ତମ ମାର୍ଗରେ କଢ଼ାଇ ନେବା ହିଁ ତାହାର କାରଣ !

 

ପ୍ରିୟ ବନ୍ଧୁଗଣ, ସଦାପ୍ରଭୁ ଆମ୍ଭର କୁମ୍ଭାର !ଆମ୍ଭେ ତାହାଙ୍କ ହସ୍ତରେ ଥିବା ମାଟି !ଆମ୍ଭ ସ୍ଵଭାଵକୁ ଧରି କିଛି ସମସ୍ୟା, ଯୁଦ୍ଧ, ଦୁଃଖ ଅନୁମତି ଦେଇ, ଆମ୍ଭଙ୍କୁ ବିଗାଡିବାକୁ ଯୋଜନା କରିଛନ୍ତି !ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ହେବାକୁ, ଆମ୍ଭଙ୍କୁ ଅନ୍ୟ ପାତ୍ର ସଦୃଶ୍ୟ ପ୍ରସ୍ତୁତି କରୁଛନ୍ତି,ଅର୍ଥାତ ଆମ୍ଭଙ୍କୁ, ଆମ୍ଭର ସ୍ଵଭାଵକୁ ବଦଳାଇବେ !ତାପରେ ଆମ୍ଭେ ଉପଯୋଗୀ ହେଉଛୁ !ସଦାପ୍ରଭୁଙ୍କର ନାମକୁ ମହିମା କରୁଛୁ !ସେଥିପାଇଁ ଆମ୍ଭେ ଅର୍ଥ କରିବାର ଏକ ବିଷୟ, ସଦାପ୍ରଭୁ ଆମ୍ଭଙ୍କୁ ଭାଙ୍ଗିବ, ସେଥିପାଇଁ ଆମ୍ଭେ ଖଣ୍ଡିଆ ହେବା ନାହିଁ, ଅଭିବୃଦ୍ଧି ହେବା !ତେଣୁ ଆମ୍ଭେ ସଦାପ୍ରଭୁଙ୍କର ହସ୍ତରେ ସମର୍ପିତ ହେବା !ପ୍ରଭୁଙ୍କର ନିମନ୍ତେ ବ୍ୟବହାର ହେବା !

- ଟି. ଶଙ୍କର ରାଜ 

 

ପ୍ରାର୍ଥନାର ଅଂଶ :-

ମିଡ଼ିଆ ସେବା ଦ୍ଵାରା ପାଉଥିବା ଆତ୍ମା ଆଉ ଅଧିକ ପ୍ରଭୁଙ୍କର ନିକଟତର ହେବାକୁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino atlasbet bahiscasino atlasbet matbet matbet giriş bahiscasino celtabet queenbet casibom jojobet